ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ମିଜୋରାମ ସମସ୍ତ ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ
ଆଇଜଲ,୭।୧୧: ମିଜୋରାମର ସମସ୍ତ ୪୦ ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଭୋଟ ଦେଇ ସାରିଥିବା ବେଳେ ୪୦ ଲକ୍ଷ ଭୋଟର ଏଥର ମତଦାନ କରିବେ। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ମିଜୋ ନ୍ୟାସନାଲ…
ଛତିଶଗଡ଼ର ୨୦ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ
ରାୟପୁର,୭।୧୧: ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ ବସ୍ତର ଡିଭିଜନର ସମସ୍ତ ୧୨ଟି ଆସନ ଏବଂ ଦୁର୍ଗ ଡିଭିଜନର ୮ଟି ଆସନ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ରମଣ କ୍ୟାବିନେଟର ୫…
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର,୭।୧୧: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋର ୩.୨୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ନିକଟରେ ଅସୁସ୍ଥ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷନିଃଶ୍ୱାସ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶାର ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ,୬/୧୧: ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଜ୍ୟପାଳ, ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଅବସରରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସେହିପରି ସେ ପ୍ରଧାନମନ୍ତ୍ରୀ…
ସେମିଫାଇନାଲ ଦୌଡରୁ ବାଦ୍ ପଡିଲା ଶ୍ରୀଲଙ୍କା, ୩ ଉଇକେଟ୍ରେ ବାଂଲାଦେଶ ବିଜୟୀ…
ନୂଆଦିଲ୍ଲୀ,୬।୧୧: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ବାଂଲାଦେଶ ୩ ଉଇକେଟ୍ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି…
ଇସ୍ରାଏଲ ଆକ୍ରମଣରେ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏଥିରେ ଅଛନ୍ତି ୪୧୦୦ରୁ ଅଧିକ ପିଲା
ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଅଲ ଜଜିରାର ଏକ ରିପୋର୍ଟରେ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଗାଜାର…
ବିନା ଖର୍ଚ୍ଚରେ ଆପଣ ରହିପାରିବେ ସମ୍ପୂର୍ଣ୍ଣ ଫିଟ
ଓ୍ବାଶିଂଟନ: ଲୋକମାନେ ଫିଟ ରହିବା ପାଇଁ କେତେ କ’ଣ ଉପାୟ ଆଣାଇଥାଆନ୍ତି। ଜିମରେ ଘଣ୍ଟା ଘଣ୍ଟା ବିତାନ୍ତି। ସକାଳ ଏବଂ ସାରେ ଚାଲିଥାଆନ୍ତି। ତଥାପି ଚେହେରାରେ ଆସିଯାଇଥିବା କୁଞ୍ଚନ କମି ନ ଥାଏ। କିନ୍ତୁ ଜଣେ ଡାକ୍ତର ଏକ ଚମତ୍କାର ସମାଧାନ…
ଝିଅର ପ୍ରଥମ ଝଲକ୍ ଦେଖାଇଲେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଝିଅ ରାହା ବର୍ଷକର ହୋଇଛନ୍ତି। ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍ ଦେଖାଇଛନ୍ତି। ଇନ୍ଷ୍ଟାଗ୍ରାମରେ ରାହାଙ୍କ କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ଆଲିଆ। ପ୍ରଥମ…
ବକ୍ସ ଅଫିସ୍ରେ କ୍ରାସ୍ ହେଲା କଙ୍ଗନାଙ୍କ ‘ତେଜସ୍’
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ତେଜସ’ ବକ୍ସ ଅଫିସ୍ରେ ସୁପର ଫ୍ଲପ୍ ସାବ୍ୟସ୍ତ ହୋଇଛି। ‘ତେଜସ’ ରିଲିଜ ହେବାର ୧୧ ଦିନ ବିତିଗଲାଣି କିନ୍ତୁ ଫିଲ୍ମଟି ୬ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଫିଲ୍ମଟି ଏପର୍ଯ୍ୟନ୍ତ ମାତ୍ର ୫.୯…
୧୪୬ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୬।୧୧: ୧୪୬ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍ ଆଉଟ୍ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍ ଆଉଟ୍ ଜରିଆରେ…
ଓ୍ବାର୍ଲଡ କପ ପରେ ଟିମ ଇଣ୍ଡିଆରୁ ବାହାରିବେ ବିରାଟ-ରୋହିତ
ନୂଆଦିଲ୍ଲୀ,୬।୧୧: ବିଶ୍ୱକପ ୨୦୨୩ପରେ ଭାରତୀୟ ଦଳ ଆସନ୍ତା ବର୍ଷ ଜୁନରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିବ, ଯେଉଁଥିପାଇଁ ଦଳ ୨୦୨୩ ଓଡିଆଇ ବିଶ୍ୱକପ ପରେ ତୁରନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ…
ବର୍ଷକର ହେଲେ ରାହା
ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ହେଉଛନ୍ତି ବଲିଉଡର ମୋଷ୍ଟ ଲଭ୍ଡ କପଲ। ସୋମାବର ଏହି ଦମ୍ପତିଙ୍କ ପାଇଁ ଏକ ବିଶେଷ ଦିନ। କଥାହେଲା ଆଲିଆ ଏବଂ ରଣବୀର କପୁରଙ୍କ ରାଜକୁମାରୀ ରାହାଙ୍କୁ ଆଜି ଏକ ବର୍ଷ ବୟସ ହୋଇଛି।…
Archives


