ମଦଭାଟି ଟଙ୍କା ଗଣିହେଉନି
ବଲାଙ୍ଗୀର, ୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟି ଓ କ୍ଲବ୍ପଡା ଅଫିସରୁ ଜବତ ହୋଇଥିବା ଟଙ୍କା ସ୍ଥାନୀୟ ଏସ୍ବିଆଇ ମୁଖ୍ୟ ଶାଖାକୁ ଟ୍ରକ୍ରେ ଅଣାଯାଇ ଗଣାଯାଉଛି। ଶୁକ୍ରବାର ତୃତୀୟ ଦିନରେ ଆୟକର ବିଭାଗ ଅଧିକାରୀ ବ୍ୟାଙ୍କ କର୍ମଚାରୀଙ୍କ ସହ…
ମୁର୍ଶିଦାବାଦ ମେଡିକାଲ କଲେଜ ପାଲଟିଲା ଶିଶୁଙ୍କ କବରଖାନା! ୨୪ ଘଣ୍ଟାରେ ୯ ନବଜାତକ ମୃତ
କୋଲକାତା,୮।୧୨: ପଶ୍ଚିମବଙ୍ଗର ଏକ ମେଡିକାଲ କଲେଜ ପିଲାମାନଙ୍କ କବରଖାନା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ହୋଇ ୯ ନବଜାତକଙ୍କ ମୃତ୍ୟୁ ଘଟିଛି। ଏହାପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରଶ୍ନ ଘେରକୁ ଆସିଛି। ରାଜ୍ୟର ମୁର୍ଶିଦାବାଦ…
ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…
ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ ହୋଇଯିବା…
କେରଳ ସିପିଆଇ ନେତା କାନମ ରାଜେନ୍ଦ୍ରଙ୍କ ପରଲୋକ
ଥିରୁଭାନନ୍ତପୁରମ,୮।୧୨: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ୭୩ବର୍ଷିୟ କାନମ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟଗତ…
ଅଡୁଆରେ ବାଇଡେନଙ୍କ ପୁଅ
ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁଅ ହଣ୍ଟର ବାଇଡେନ୍ କାଲିଫର୍ନିଆରେ ୯ଟି ଟିକସ ଠକେଇ ମାମଲାରେ ଗୁରୁବାର ଅଭିଯୁକ୍ତ ହୋଇଛନ୍ତି। ହଣ୍ଟରଙ୍କ ବ୍ୟବସାୟ କାରବାରର ତଦନ୍ତ କରୁଥିବା ସ୍ବତନ୍ତ୍ର କାଉନସେଲ୍ ତାଙ୍କୁ ଅଭିଯକ୍ତ କରିଛନ୍ତି। ୨୦୧୮ରେ ସଂଘୀୟ ଅସ୍ତ୍ରଶସ୍ତ୍ର ଆଇନ…
ଟ୍ରାଫିକ ନିୟମ ଭାଙ୍ଗିବାରୁ ୪୬୨୩ଜଣ ଗାଡି ମାଲିକଙ୍କ ବାତିଲ ହେବ ଡିଏଲ, ଲିଷ୍ଟରେ ଅଛି କି ଆପଣଙ୍କ ନାମ
ନୂଆଦିଲ୍ଲୀ,୮।୧୨: ସଡକରେ ଯାତାୟକ କରୁଥିବା ବାଇକ, କାର, ବସ ଓ ଭାରି ଯାନ ଚାଳକଙ୍କ ମନମାନି ଏବେ ଚଳିବ ନାହିଁ। ଆଗକୁ ପୋଲିସ, ପରିବହନ ଓ ଟ୍ରାଫିକ ବିଭାଗ ଚାଳକଙ୍କ ଉପରେ କଡା ନଜର ରଖିବାକୁ ଯାଉଛି। ସଡକରେ ଏବେ ଅମାନିଆଙ୍କୁ…
ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଲା ଆଦିତ୍ୟ ଏଲ-୧, ୧୨ଟି ରଙ୍ଗରେ ଦେଖାଗଲେ ସୂର୍ଯ୍ୟ
ନୂଆଦିଲ୍ଲୀ,୮।୧୨: ଖୁବ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛି ଆଦିତ୍ୟ ଏଲ୧। ଶୁକ୍ରବାର ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଛି। ଆଦିତ୍ୟ ଏଲ-୧ରେ ଥିବା ପେଲୋଡ, ସୋଲାର ଅଲ୍ଟାଭାଓଲେଟ ଇମେଜିଂ ଟେଲିସ୍ପୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ…
ଚକୋଲେଟ ଦେଇ ୩ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର
ସୋର, ୮ା୧୨ (ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରେ ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଛି। ଶୁକ୍ରବାର ସକାଳେ ଝିଅଟି ଖେଳୁଥିବା ବେଳେ ଚକୋଲେଟ ଦେଇ ମହେଶ୍ୱର ଧଡ଼ା(୨୧) ନାମକ ଯୁବକ ଘର ନିକଟରେ ଥିବା ଏକ…
ମଣିପୁରରେ ପୁଣି ବିକ୍ରି ହେବ ମଦ, ବିହାରରେ ତେଜିଲା ଦାବି
ଇମ୍ଫାଲ,୮।୧୨: ମଣିପୁରରେ ପୁଣି ବିକ୍ରି ହେବ ମଦ। ରାଜ୍ୟରେ ମଦ ନିଷେଧ ଆଇନକୁ ପ୍ରତ୍ୟାହାର କରାଯାଇଛି। ୩୦ବର୍ଷ ତଳେ ରାଜ୍ୟରେ ମଦବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଯାହାକୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ଭାଜପା ନେତୃତ୍ୱାଧିନ ସରକାର। ରାଜ୍ୟ କ୍ୟାବିନେଟ…
କୋରିଆକୁ ହରାଇଲା ଭାରତ
ସାଣ୍ଟିଆଗେ,୮ା୧୨: ଜୁନିୟର ମହିଳା ହକି ବିଶ୍ୱକପ୍ରେ ୯ମରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ ସହ କୋରିଆକୁ ୩-୧ ଗୋଲ୍ରେ ପରାସ୍ତ କରିଛି। ଭାରତର ରୋପନି କୁମାରୀ (୨୩ତମ ମିନିଟ), ମମ୍ତାଜ ଖାଁ (୪୪ତମ) ଓ ଅନ୍ନୁ…
ଦନ୍ତା ହାବୁଡରେ ପଡି ଚାଲିଗଲା ଜୀବନ
ପାଟଣା,୮।୧୨(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇ ପାଣି ବିଟ ପୋଇ ପାଣି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବିବାହିତା ମହିଳା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି…
ସେନା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ, ୫ ଗିରଫ
ଛତ୍ରପୁର,୮।୧୨(ଦିଲୀପ ସାମଲ)ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ଗଞ୍ଜାମର ଚମାଖଣ୍ଡି ପୋଲିସ। କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ଜେ.କଲ୍ୟାଣୀ ପାତ୍ର,…

