Home

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା

ଭୁବନେଶ୍ୱର,୭ା୧୧(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ସୋମବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ୨୫ ବର୍ଷୀୟ ବିବାହିତ ଯୁବକ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ରେଳ ଓଭରବ୍ରିଜ୍‌ ନିକଟ କେଳାବସ୍ତିରେ।…

ରାତି ୧୦ରୁ ସକାଳ ୬ ବାଣଫୁଟା ବନ୍ଦ

ଭୁବନେଶ୍ୱର,୭ା୧୧(ଅନିଲ ଦାସ):ପରିବେଶ ପ୍ରଦୂଷଣ ଏବେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି। କେବଳ ସହର ନୁହେଁ, ଗାଁ ଗଣ୍ଡା ମଧ୍ୟ ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଲାଣି। କେଉଁଠି ଜଳ ପ୍ରଦୂଷଣ ତ କେଉଁଠି ବାୟୁ ପ୍ରଦୂଷଣ ପରିବେଶକୁ ବିଷଜ୍ୱାଳାରେ ଭରି ଦେଲାଣି। ରାଜଧାନୀ…

ଭଗବାନ ରାମଙ୍କୁ ନେଇ ରାଜନୀତି କରୁଛି ଭାଜପା:ଶରଦ ପାୱାର

ନୂଆଦିଲ୍ଲୀ,୭।୧୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ସମୟ ପାଖେଇ ଆସୁଥିବାରୁ ରାଜନୀତି ବଢିବାରେ ଲାଗିଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଭାଜପା ବିରୋଧରେ ଆକ୍ରମଣ କରିଥିଲେ। ପ୍ରାଣ ପ୍ରତିଷ୍ଠା ସମାରୋହର କାର୍ଯ୍ୟକ୍ରମକୁ ନେଇ ଦେଶରେ ରାଜନୀତି…

ବିରାଟ କୋହଲିଙ୍କୁ ସ୍ବାର୍ଥପର ବୋଲି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ଇସଲାମାବାଦ,୭।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲି ତାଙ୍କ ଓ୍ବାର୍ଲଡ କପ କ୍ୟାରିୟରର ୪୯ ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମାନ ହୋଇଥିଲେ। ବାକି ଇନିଂସ ତୁଳନାରେ କୋହଲିଙ୍କ ଏହି ଇନିଂସ ଟିକେ…

କଂଗ୍ରେସକୁ ଚ୍ୟାଲେଞ୍ଜ ଦେଲେ ଅଖିଳେଶ

ନୂଆଦିଲ୍ଲୀ,୭।୧୧: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିରୋଧୀ ଦଳ ମିଳିତ ଭାବେ ଏନଡିଏକୁ ପରାସ୍ତ କରିବାକୁ ମିଳିତ ମଞ୍ଚ ‘ଇଣ୍ଡିଆ’ ଗଠନ କରିଛନ୍ତି। କିନ୍ତୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଏହି ମେଣ୍ଟରେ ଫାଟ…

ମୋବାଇଲ ଚଲାଉଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାର ଦେବେ ଏକ ୟୁନିକ ଆଇଡି ନମ୍ବର

ନୂଆଦିଲ୍ଲୀ,୭।୧୧: ଭାରତ ସରକାର ଖୁବ ଶୀଘ୍ର ମୋବାଇଲ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଆଇଡି ନମ୍ବର ପ୍ରଦାନ କରିବେ। ଏହି ଆଇଡି ନମ୍ବର ଏକ ପରିଚୟ କାର୍ଡ ପରି କାର୍ଯ୍ୟ କରିବ ଯାହା ଆମର ପ୍ରାଥମିକ ଏବଂ ଆଡ-ଅନ ଫୋନ ସଂଯୋଗ ସହିତ…

କାହିଁକି ଏମିତି କାମ କରିଦେଲେ ଶାକିବ ଉଲ ହାସନ: ନିଜେ ବଖାଣିଲେ ପ୍ରକୃତ ସତ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ୍‌ ଚର୍ଚ୍ଚାର ବିଷୟ ହୋଇଛି। ସମରୱିକ୍ରମଙ୍କ ଆଉଟ୍‌ ପରେ ମାଥ୍ୟୁସ ଷ୍ଟ୍ରାଇକ କରିବାକୁ ଦୁଇ ମିନିଟରୁ ଅଧିକ ସମୟ ନେଇଥିଲେ, ବାଂଲାଦେଶ ଅଧିନାୟକ ଶାକିବ ଟାଇମ୍‌ ଆଉଟ୍‌ କରିବାକୁ ଅପିଲ୍‌…

‘ଭାଇରାଲ ଭିଡିଓ ଖୁବ୍‌ କଷ୍ଟ ଦେଇଛି’

ମୁମ୍ବାଇ: ନିକଟରେ ଭାଇରାଲ ହେଉଥିବା ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିନେଇ ଦୁଃଖପ୍ରକାଶ କରିବା ସହ ଟେକ୍ନୋଲୋଜିର ଭୁଲ୍‌ ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରିଥିବା…

କର୍କଟକୁ ହରାଇବା

କର୍କଟଠାରୁ ନ ହାରି ଏହାକୁ ହରାଇବା ନେଇ ଲୋକଙ୍କ ମଧ୍ୟରେ ବିଶେଷ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରିସଂଖ୍ୟାନ ଅନୁଯାୟୀ, କର୍କଟ…

ଅସହାୟଙ୍କ ପାଇଁ ତିଆରିକଲେ ୯୯ ଘର

ଅଟାୱା: କାନାଡାର ଜଣେ ବ୍ୟକ୍ତି ଏପରି ଏକ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳୁଛି। ଯେଉଁମାନଙ୍କ ରହିବାକୁ ଘର ନାହିଁ, ସେ ସେମାନଙ୍କ ପାଇଁ ଘର ତିଆରି କରିଥିବା ଜଣାପଡ଼ିଛି। ମାର୍ସେଲ ଲେବ୍ରୁନ୍‌ ନିଜର ଏକ ସଫ୍ଟୱେର କମ୍ପାନୀକୁ…

କାନାରା ବ୍ୟାଙ୍କ ପକ୍ଷରୁ ସଚେତନତା ସପ୍ତାହ

ଭୁବନେଶ୍ୱର,୭।୧୧ : କାନାରା ବ୍ୟାଙ୍କର ଭଦ୍ରକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଚେତନତା ଆୟୋଗ ଦ୍ୱାରା ଦୁର୍ନୀତି ନିବାରଣ ପୂର୍ବକ ଦେଶ ଗଠନର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ କାନାରା…

ଟିପିସିଓଡିଏଲ୍‌ ପକ୍ଷରୁ ‘କ୍ୱାଲିଟି ମନ୍ଥ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୭।୧୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ/ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କ୍ୱାଲିଟି ମନ୍ଥ୍‌-୨୦୨୩’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସମସ୍ତ ଟିପିସିଓଡିଏଲ୍‌ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଲାଗି ଏଭଳି ଏକ କାର୍ଯ୍ୟକ୍ରମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri