Home

ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ କଲେ ଦ୍ୱିତୀୟ ବିବାହ, ହାଇକୋର୍ଟ ଦେଲେ ବଡ ଝଟକା…

ବେଙ୍ଗାଲୁରୁ,୧୦।୧୨ : କର୍ନାଟକରେ ହାଇକୋର୍ଟରେ ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାରେ ସ୍ତ୍ରୀଙ୍କୁ ଝଟକା ଦେବା ଭଳି ରାୟ ଦେଇଥିଲେ। କୋର୍ଟ ଭରଣପୋଷଣ ଭତ୍ତା ଆବେଦନକୁ ରଦ୍ଦ କରିଛନ୍ତି। ବାସ୍ତବରେ ଏହି ମାମଲା…

କିଏ ସେହି ଧୀରଜ ସାହୁ? ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା

ରାଞ୍ଚି,୧୦ା୧୨: ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବେଙ୍ଗଲରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ଏବଂ ଏହି ପରିମାଣ ବୃଦ୍ଧି ହେବାର…

ଶରାରା ଗୀତରେ ଠୁମକା ଲଗାଇଲେ ଲେଡି ପ୍ରଫେସର, ଭିଡିଓ ଭାଇରାଲ

ସୋସିଆଲ ମିଡିଆର କିଛି ନା କିଛି ଭିଡିଓ ପୋଷ୍ଟ କରି ଯେ କେହି ବି ଭାଇରାଲ ହେବାକୁ ଚାହାନ୍ତି। ସେମାନେ ଭାଇରାଲ ହେଉଥିବା ଗୀତରେ ବିଭିନ୍ନ ପ୍ରକାର ଡ୍ୟାନ୍ସ କିମ୍ବା ଆକ୍ସନ କରି ନିଜ ଭିଡିଓକୁ ଭାଇରାଳ କରୁଛନ୍ତି। ନିକଟରେ ଉତ୍ତରାଖଣ୍ଡ…

ପାକିସ୍ତାନକୁ ମାଳଦ୍ୱୀପର ବଡ଼ ଝଟ୍‌କା

ମାଲେ,୧୦ା୧୨: ପାକିସ୍ତାନକୁ ମାଳଦ୍ୱୀପ ଏକ ବଡ଼ ଝଟ୍‌କା ଦେଇଛି। କାଶ ସିରପ୍‌ ଏବଂ ଔଷଧ ଅପମିଶ୍ରଣ ଖବର ପାଇବା ପରେ ମାଳଦ୍ୱୀପ ପାକିସ୍ତାନ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମାକୁ ରଦ୍ଦ କରିଦେଇଛି। ମାଳଦ୍ୱୀପରୁ ସୂଚନା ପାଇବା ପରେ ପାକିସ୍ତାନର ଡ୍ରଗ୍‌ ରେଗୁଲେଟୋରୀ…

ଟିମ ଇଣ୍ଡିଆ ସହିତ ଦେଖାଯାଉଥିବା ରହସ୍ୟମୟୀ ଝିଅ କିଏ ?…

ନୂଆଦିଲ୍ଲୀ,୧୦।୧୨ : ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ପୂର୍ବରୁ ଜଣେ ରହସ୍ୟମୟୀ ଝିଅ ସାମ୍ନାକୁ ଆସିଛନ୍ତି। ରିଙ୍କୁ ସିଂ ନେଇଥିବା ସେଲଫିରେ ଏହି ରହସ୍ୟମୟୀ ଝିଅଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ…

ଭାରତୀୟଙ୍କ ଯୁବକଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଜର୍ମାନୀ ଯୁବତୀ, ହିନ୍ଦୁ ରୀତିନୀତିରେ କଲେ ବିବାହ

ଲକ୍ଷ୍ନୌ,୧୦ା୧୨: ଜଣେ ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ କରି ଭାରତର ବୋହୂ ସାଜିଛନ୍ତି। ପ୍ରାଚୀନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି ଜର୍ମାନୀ ଯୁବତୀ ଷ୍ଟିନା।…

ଶୁଖିଲା ରୁଟି ହେଲେ ମୁହଁରେ ଫୁଟୁଛି ହସ, ଦେଶର ଯବାନମାନଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଆଖିକୁ ଆସିଯିବ ଲୁହ

ନୂଆଦିଲ୍ଲୀ,୧୦।୧୨: ଦେଶର ସୁରକ୍ଷା ପାଇଁ ଦେଶର ଯବାନମାନେ ଦିନରାତି ୨୪ଘଣ୍ଟା ସୀମାରେ ପ୍ରହରୀ ଭଳି ଜଗୁଛନ୍ତି। ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ କରୁଛନ୍ତି। ଖରା, ବର୍ଷା କିମ୍ବା ହାଡଭଙ୍ଗା ଶୀତରେ ମେରୁ ଭଳି ରହି ନିଜର କର୍ତ୍ତବ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନିଜ ଝିଅ, ଭିଡିଓ ଭାଇରାଲ…

ଚଣ୍ଡିଗଡ,୧୦।୧୨ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଝିଅ ସିରତ କୌର ହଠାତ ଲାଇମ ଲାଇଟକୁ ଆସିଛନ୍ତି। ବାସ୍ତବରେ ସିରତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସିରତ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ ଅନେକ…

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ…

ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ ୫୫…

ମାତ୍ର ୮ ହଜାର ଟଙ୍କାରେ ୧୨୫ ବର୍ଷର ପୁରୁଣା ଆଲମାରୀ କିଣିଲେ ଏହି ବ୍ୟକ୍ତି, ସେଥିରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ଯେତେବେଳେ ଭଗବାନ କାହାକୁ କିଛି ଦିଅନ୍ତି ଛପର ଫାଡି କି ଦିଅନ୍ତି। ଆଉ ଯଦି କାହାର ଭାଗ୍ୟ ଖରାପ ପଡ଼ିଥାଏ ତେବେ ଜଣେ ଧନୀ ବ୍ୟକ୍ତି ମଧ୍ୟ କ୍ଷଣିକ ମଧ୍ୟରେ ଗରିବ ହୋଇଯାଏ। ଅନେକ ଥର ଲୋକମାନେ ଭାଗ୍ୟ ବଦଳାଇବା…

ଅମ୍ବାନୀ-ଆଦାନୀଙ୍କୁ ପଛରେ ପକାଇଲେ ଦେଶର ୩ ଯୁବ କୋଟିପତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୧୦।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଭାରତର ବାସିନ୍ଦା। କିନ୍ତୁ ବର୍ତ୍ତମାନ ଏହାର ପରିଭାଷା ବଦଳିଛି। ଚଳିତ ବର୍ଷ ୨୦୨୩ରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅନେକେ କୋଟିପତି ହୋଇଛନ୍ତି। କିନ୍ତୁ ସେଥିମଧ୍ୟରୁ ଏହି ତିନି ଜଣ ବ୍ୟକ୍ତି…

ଡିଏନଏ ଟେଷ୍ଟରୁ ସନ୍ତାନର ପିତା ନ ହୋଇଥିବା ଜଣାପଡିଲେ ବି ଲାଳନପାଳନ ଦାୟିତ୍ୱରୁ ମିଳିବନି ମୁକ୍ତି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ। ସର୍ବୋଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?