Home

ସଂଘବଦ୍ଧ ଆକ୍ରମଣରେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଛତ୍ରପୁର,୯ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ଭାରତୀୟ ସେନା କର୍ମଚାରୀ ଜେ. ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଘଟଣାରେ ସମ୍ପୃକ୍ତ ୫…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଆଇପିଏଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୯।୧୨: ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସି ଖବର। ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଦିନିକିଆ ବିଶ୍ୱକପ୍‌ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏହା ଗୁରୁତର ଥିବାରୁ…

ବିବାହିତା ମହିଳା ବାପାଙ୍କ ମୃତ୍ୟୁପରେ ଅନୁକମ୍ପାମୂଳକ ଚାକିରି ପାଇଁ ହକଦାର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

କୋଲକାତା,୯।୧୨ : କଲିକତା ହାଇକୋର୍ଟ କହିଛନ୍ତି ବିବାହିତା ମହିଳାମାନେ ମଧ୍ୟ ତାଙ୍କ ପିତୃ ପରିବାରର ସଦସ୍ୟ ହୋଇ ଅନୁକମ୍ପାମୂଳକ ରାଜ୍ୟ ସରକାରଙ୍କ ଚାକିରି ପାଇବାକୁ ହକଦାର ହେବେ। ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଶବର ରଶିଦିଙ୍କ ଏକ ଡିଭିଜନ ବେଞ୍ଚ ଏହି…

ପାର୍କିଂକୁ ନେଇ ମାଡ଼ପିଟ୍‌

ନିରାକାରପୁର,୯ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଏକ ହୋଟେଲ ସମ୍ମୁଖରେ ପାର୍କିଂକୁ ନେଇ ମାଡ଼ପିଟ୍‌ ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଥାନା ଶ୍ରୀନଗର ଗ୍ରାମ ଗଜୁଏକାର ଗୋପାଳ ପଟେଲ(୬0) ନାମକ ଜଣେ ବ୍ୟକ୍ତି ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ହୋଟେଲ ପକ୍ଷରୁ…

ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ କାର୍ତ୍ତିକ, ଏହି ଫିଲ୍ମରେ ହେଲା ଏଣ୍ଟ୍ରି…

ବମ୍ବେ: ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ। ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଭୁଲ ଭୁଲୈୟା ୩’ରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ସାରା ଅଲି ଖାଁ। ଉଭୟ ଖୁବ୍‌ଶୀଘ୍ର ଏହାର…

ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ରାଜରାସ୍ତାରେ କାନ୍ଦି କାନ୍ଦି ଲଣ୍ଡା ହେଲେ ମହିଳା,ଭିଡିଓ ଭାଇରାଲ…

କୋଲକାତା,୯।୧୨ : ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଶନିବାର ଅପରାହ୍ନରେ ଜଣେ ମହିଳା ଏନେଇ କୋଲକାତା ସେଣ୍ଟ୍ରାଲ ରାଜରାସ୍ତାରେ ଲଣ୍ଡା ହୋଇଛନ୍ତି।…

ଜମିଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବାଲିଗୁଡ଼ା,୯ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘଦିନ ହେଲା ରହିଆସୁଥିବା ଏକ ଜାଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏ ନେଇ କୋଟଗଡ଼ ଥାନାରେ ଦୁଇଟି ପୃଥକ୍‌ ମାମଲା…

ବିଇଡି ଡିଗ୍ରୀ ଧାରକ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବାକୁ ଯୋଗ୍ୟ ନୁହନ୍ତି: ହାଇକୋର୍ଟ…

ପାଟନା,୯।୧୨ : ବିଇଡି ଡିଗ୍ରୀଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ପାଟନା ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଟିସ ରାଜୀବ ରାୟଙ୍କୁ ନେଇ ହାଇକୋର୍ଟର ଏକ…

ପାଇପ୍‌ ଡିପୋରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ରାୟଗଡ଼ା,୯ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଖୁରିଗାଁ ପେଟ୍ରୋଲ ପମ୍ପ ନିକଟ ମେଗା ଜଳ ପ୍ରକଳ୍ପରେ ଶନିବାର ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଣି ପାଇପ୍‌ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ…

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୬ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୨(ଅସମାପିକା ସାହୁ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି। ଅନୁଗୋଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ୍‌, ଭଦ୍ରକ ପାଇଁ ଡ .…

ଜଣେ ମନ୍ତ୍ରୀଙ୍କ ପାଖରେ ୧୩ ବିଭାଗ,ଏବେ ଆଇନ ବି ପକେଟରେ…

ନୂଆଦିଲ୍ଲୀ,୯।୧୨ : ଉପରାଜ୍ୟପାଳ ଭି.କେ ସାକ୍ସେନା ଆଇନ ବିଭାଗ ସହ ଜଡିତ ଫାଇଲଗୁଡ଼ିକୁ ମନ୍ତ୍ରୀଙ୍କ ଅନୁମୋଦନ ବିଳମ୍ବରେ ଦର୍ଶାଇ ପ୍ରତ୍ୟାହାର କରିବାର ଦିନକ ପରେ ଦିଲ୍ଲୀ ମନ୍ତ୍ରୀ କୈଲାଶ ଗେହଲଟଙ୍କଠାରୁ ଆଇନ ବିଭାଗକୁ ଫେରାଇ ନିଆଯାଇଛି ଏବଂ ଆଇନ ବିଭାଗ ପୁନର୍ବାର…

ଗଣତନ୍ତ୍ରର ହତ୍ୟା କରାଯାଇଛି: ମହୁଆଙ୍କ ବହିଷ୍କାର ନେଇ କହିଲେ ମମତା…

କୋଲକାତା,୯।୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାଶ ଫର କ୍ୱେରୀ ମାମଲାରେ ପାର୍ଟି ଏମପି ମହୁଆ ମଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବା ନେଇ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡା ସମାଲୋଚନା କରିଛନ୍ତି। ମହୁଆଙ୍କ ବହିଷ୍କାର ନେଇ ଲୋକସଭାରେ ସଂସଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?