Home

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ ଏକ…

ପୁଣି କ୍ଷେପଣାସ୍ତ୍ର ମାଡ଼କଲା ଉତ୍ତର କୋରିଆ, ଜାପାନ-ଦକ୍ଷିଣ କୋରିଆ ହେଲେ ସତର୍କ

ସିଓଲ,୧୪ା୧: ଦକ୍ଷିଣ କୋରିଆ କହିଛି, ଉତ୍ତର କୋରିଆ ରବିବାର ଏହାର ପୂର୍ବ ଉପକୂଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଜାପାନ କୋଷ୍ଟଗାର୍ଡଙ୍କ ଅନୁଯାୟୀ, ଏହା ଏକ ବଡ଼ କ୍ଷେପଣାସ୍ତ୍ର। ଉତ୍‌କ୍ଷେପଣ ପରେ ଜାପାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହାକୁ ଜରୁରିକାଳୀନ ଚେତାବନୀ ବୋଲି କହିଥିବା…

ରିଅଲ ଲାଇଫର ସ୍ପାଇଡର ମ୍ୟାନ, ପାଳିଛନ୍ତି ୭୦୦ରୁ ଅଧିକ ବୁଢିଆଣୀ

ଛୋଟବେଳେ ଆପଣ ନିହାତି ସ୍ପାଇଡର ମ୍ୟାନ ବିଷୟରେ ଶୁଣିଥିବେ। ସ୍ପାଇଡର ମ୍ୟାନର ଭିନ୍ନ ଅନ୍ଦାଜ ସହ ବୁଢିଆଣୀ ପରି କାନ୍ଥରେ ଚାଲିବାକୁ ସମସ୍ତେ ପସନ୍ଦ କରନ୍ତି। ସିଏ ତ ଗଲା କାର୍ଟୁନ କିମ୍ବା ଫିଲ୍ମ ଦୁନିଆର କଥା ହେଲେ ରିଅଲ ଲାଇଫରେ…

ହାଡ଼ଭଙ୍ଗା ଶୀତରେ ଏମିତି ଦେଶୀ ଯୋଗାଡ଼ କଲେ ଯୁବକ, ଭିଡିଓ ଦେଖିଲେ କହିବେ ନାସା ବି ମାରିବ ଫେଲ୍‌

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେଳେ କେହି ଏଠାରେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଏହା ନୁହେଁ ଯେ, ଏହି ପ୍ରତିଭା କେବଳ ନୃତ୍ୟ, ଗୀତ କିମ୍ବା ଅଭିନୟରେ…

ସ୍ବାମୀଙ୍କୁ ଖାଦ୍ୟରେ ସ୍ତ୍ରୀ ପରଷି ଦେଲେ ଜୀଅନ୍ତା ମାଛ, ଧରୁଧରୁ ହାତରୁ ଖସି ପଳାଇଲା, ଭିଡିଓ ଦେଖିଲେ…

ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପାରସ୍ପରିକ ସମ୍ମାନ, ପ୍ରେମ ଏବଂ ସମର୍ଥନ ଉପରେ ଆଧାରିତ। ପ୍ରାୟତଃ ଯେତେବେଳେ ସ୍ବାମୀ କାମରୁ ଘରକୁ ଫେରନ୍ତି, ସ୍ତ୍ରୀ ତାଙ୍କୁ ଖାଦ୍ୟ ପରିବେଷଣ କରନ୍ତି। ପ୍ରେମ ସହିତ ପରିବେଷିତ ଖାଦ୍ୟ ଖାଇ ସ୍ବାମୀ ବହୁତ ଆରାମ ପାଆନ୍ତି, କିନ୍ତୁ…

ଟି୨୦ ଟିମ୍‌କୁ କାହିଁକି ଫେରିଲେ ବିରାଟ? ରାଇନା କହିଲେ…

ଇନ୍ଦୋର,୧୪।୧: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଅନ୍ତିମ ଟି୨୦ ସିରିଜ ଖେଳିବ। ସିରିଜ ଲାଗି ଦୀର୍ଘ ୧୪ ମାସର ବ୍ୟବଧାନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ଉଭୟ ଖେଳାଳି…

ଏୟାରପୋର୍ଟ ରନଓ୍ବେ ତଳେ ଦିଆଯାଇଛି ୨ଜଣଙ୍କୁ କବର, ଅନ୍ଧବିଶ୍ୱାସ ନା ଅନ୍ୟ କାରଣ!

ସାଭାନା, ୧୪।୧: ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ଜମି ଚିହ୍ନଟ କରାଯାଇ ପରେ ନିର୍ମାଣ କରାଯାଏ। ନିକଟରେ ଏପରି ଏକ ଏୟାରପୋର୍ଟ ବିଷୟରେ ଚର୍ଚ୍ଚା ହେଉଛି ଯେଉଁଠି ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ୨ଜଣଙ୍କୁ ସେଠାରେ କବର ଦିଆଯାଇଛି। ଆମେରିକାର…

ରାହୁଲଙ୍କ ‘ଭାରତ ଯୋଡ଼ୋ’ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ,୧୪।୧: ଆଗାମୀ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ରବିବାର ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ତେବେ…

ରାମମନ୍ଦିର ଆନ୍ଦୋଳନରେ ପ୍ରସିଦ୍ଧ ଗେଷ୍ଟ୍‌ହାଉସ୍‌ର ରୁମ୍‌ ନଂ ୩-୪ ଏବେ ଚର୍ଚ୍ଚାରେ, ଜାଣନ୍ତୁ କାରଣ…

ଅଯୋଧ୍ୟା,୧୪ା୧: ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଅଯୋଧ୍ୟାରେ ନବନିର୍ମିତ ଶ୍ରୀ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହାର ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସମଗ୍ର ଦେଶରେ ଏକ ଉତ୍ସବର ପରିବେଶ…

ହକି ଷ୍ଟାଡିୟମ ପଛପଟେ ଡମ୍ପିଂ ୟାର୍ଡ

ରାଉରକେଲା,୧୪।୧(ଦିନେଶ ମିଶ୍ର)ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପଛପଟେ ରହିଛି ସହରର ପ୍ରମୁଖ ଡମ୍ପିଂୟାର୍ଡ। ଏହି ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଲୋକେ…

ହୀରାକୁଦ ବନ୍ଧକୁ ପୂରିଲା ୬୭ବର୍ଷ

ସମ୍ବଲପୁର,୧୪ା୧ (ଭବାନୀ ଶଙ୍କର ଭୋଇ):୧୯୫୭ ମସିହା ଠିକ୍‌ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ସ୍ବାଧୀନ ଭାରତର ସର୍ବବୃହତ୍‌ ପ୍ରକଳ୍ପ ଭାବରେ ହୀରାକୁଦ ବନ୍ଧ ଉଦ୍‌ଘାଟିତ ହୋଇଥିଲା। ଜଳ ସେଚନ, ବିଦ୍ୟୁତ୍‌ ଉତ୍ପାଦନ ସହ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟ…

ଅଡୁଆ କଲାଣି ମାଞ୍ଜାସୂତା

କଟକ,୧୪ା୧(କାର୍ତ୍ତିକ ସାହୁ)ଓଡ଼ିଆ ସଂସ୍କୃତିର ମହାନ୍‌ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି। କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା। ଗୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?