Home

ଉପରେ ମାଡିଗଲା ୧୦ ବଗି, କିନ୍ତୁ ହେଲାନି କିଛି କ୍ଷତି, ଦେଖନ୍ତୁ ଭାଇରାଲ ଭିଡିଓ…

ପାଟନା,୯।୧୨ : ଗତ ୨ ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ରେଲୱେ ଟ୍ରାକରେ ପଡ଼ିଛନ୍ତି। ହଠାତ ଏକ ଟ୍ରେନ ଆସୁଛି। ବ୍ୟକ୍ତି ଜଣକ ଟ୍ରାକ ମଝିରେ ଶୋଇଛନ୍ତି ଏବଂ…

ଜନ୍ମଦିନରେ ଧର୍ମେନ୍ଦ୍ରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ହେମା

ବମ୍ବେ: ବଲିଉଡର ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ବୟସାଧିକ ସତ୍ତ୍ୱେ କାମ ଜାରି ରଖିଥିବା ବର୍ଷୀୟାନ ଅଭିନେତାଙ୍କୁ ନିଜର ସ୍ବତନ୍ତ୍ର ଦିନରେ ପରିବାର ସହ ପ୍ରଶଂସକଙ୍କ ପକ୍ଷରୁ ଶୁଭେଚ୍ଛା…

୨୦୨୪ରେ ଚମକିବ ଏସବୁ ରାଶିର ଭାଗ୍ୟ, ପରଖି ନିଅନ୍ତୁ ଆପଣଙ୍କ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେମାନଙ୍କର ରାଶି ପରିବର୍ତ୍ତନ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ଚିହ୍ନଗୁଡ଼ିକର ପରିବର୍ତ୍ତନ ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଯେତେବେଳେ ଏକ ଗ୍ରହ ଗୋଟିଏ ରାଶି…

ଜନ୍ମ ହେଲା ଦୁନିଆର ପ୍ରଥମ ଦୁର୍ଲଭ ପ୍ରଜାତିର ଧଳା କୁମ୍ଭୀର, ଦେଖିବାକୁ ଲାଗିଛି ଲମ୍ବା ଧାଡି

ଫ୍ଲୋରିଡା,୯।୧୨: କୁମ୍ଭୀର ନାଁ ଶୁଣିବା ମାତ୍ରେ ଏକ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ ବୋଲି ଜାଣିଥିବେ। ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି। ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର…

ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଉପାୟ: କମାଯିବ ସୂର୍ଯ୍ୟ ଆଲୋକ…

ଲଣ୍ଡନ,୯।୧୨ : ଏହା ସ୍ପଷ୍ଟ ହେବାରେ ଲାଗିଛି ବିଭିନ୍ନ ଦେଶ ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାରେ ଲାଗିଛନ୍ତି। ୨୦୨୨ ମସିହାରେ ତାପମାତ୍ରା ବୃଦ୍ଧି ୧.୨୬ ଡିଗ୍ରୀ ସେଲସିୟସ ହେବା ନେଇ ନାନା ଆଲୋଚନା କରାଯାଇଥିଲା। ୨୦୩୦ ମଧ୍ୟଭାଗରେ ଏହା…

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ, ପୂରା ଘଟଣା ଜାଣିଲେ…

ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଏକ ଭୟାନକ ଅପରେଶନ କରିଛନ୍ତି, ଯେଉଁଥିରେ ଜଣେ ମହିଳାଙ୍କ ଆଖିରୁ ୬୦ରୁ ଅଧିକ ଜୀବନ୍ତ ପୋକ ବାହାର କରିଛନ୍ତି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୀଡ଼ିତା ମହିଳାଙ୍କ ନାମ…

ଭାଜପା ପଇସା ଥୋଇ ରେଡ୍‌ କରାଇଛି: ସୁର ରାଉତରାୟ

ଭୁବନେଶ୍ୱର,୯।୧୨: ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ମଦ ବ୍ୟବସାୟୀଙ୍କ ଭାଟି, କାର୍ଯ୍ୟାଳୟ ଏବଂ ବାସଭବନରୁ ଶତାଧିକ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟ ତଥା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଅନଗ୍ରସର ଜିଲାରୁ…

ସିରିଆରେ ଆଇଏସ ଆକ୍ରମଣ: ୭ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

ଦାମାସକସ,୯।୧୨ : ସିରିଆର ଡିଆର ଅଲ-ଜୁର ପ୍ରଦେଶରେ ଇସଲାମିକ ଷ୍ଟେଟ (ଆଇଏସ) ଆକ୍ରମଣରେ ୭ ଜଣ ସୈନିକ ଏବଂ ସରକାରୀ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସିରିଆର ମାନାବାଧିକାର ଅବଜରଭେଟୋରୀ ଅନୁଯାୟୀ, ଶନିବାର ଦକ୍ଷିଣ ଡିଆର ଅଲ-ଜୁରରେ ଥିବା ଟି-୨ ତୈଳ ଷ୍ଟେଶନର…

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି ଚାକିରି କରିପାରିବେ ନାହିଁ ସ୍ବାମୀ-ସ୍ତ୍ରୀ: ହାଇକୋର୍ଟ

ଲକ୍ଷ୍ନୌ,୧୨।୯: ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି,…

ଭାରତ-ରୁଷିଆ ସମ୍ପର୍କର ଗ୍ୟାରେଣ୍ଟର ମୋଦି: ପୁଟିନ…

ମସ୍କୋ,୯।୧୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପୁଟିନ ତାଙ୍କ ନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ରୁଷିଆ-ଭାରତ ସମ୍ପର୍କର ମୁଖ୍ୟ ଗ୍ୟାରେଣ୍ଟର ବୋଲି ବର୍ଣ୍ଣନା କରିଛନ୍ତି।…

ଜୁସ୍‌ ଦୋକାନ ଚଳାଉଥିବା ୨୪ ବର୍ଷୀୟ ଯୁବକ ଜିତିଲେ ‘ମାଷ୍ଟରଶେଫ୍‌ ଇଣ୍ଡିଆ-୮’

ବମ୍ବେ: ଟେଲି ପରଦାର ଚର୍ଚ୍ଚିତ ଶୋ’ ‘ମାଷ୍ଟରଶେଫ ଇଣ୍ଡିଆ’ର ୮ମ ସଂସ୍କରଣ ଶେଷ ହୋଇଛି। ସମସ୍ତଙ୍କୁ ଚମକାଇ ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ ଦୌଡ଼ରେ ଥିଲେ ହେଁ ବାଦ୍‌ ପଡ଼ିଥିଲେ।…

ଭାଜପାକୁ ଭୋଟ ଦେଇଥିଲେ ମୁସଲିମ ମହିଳା, ଭାଉଜଙ୍କୁ ନିସ୍ତୁକ ଭାବେ ପିଟିଲେ ଦିଅର

ଭୋପାଳ,୯।୧୨: ମଧ୍ୟପ୍ରଦେଶର ସେହୋରରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ଭାଜପାକୁ ଭୋଟ ଦେଇଥିବାରୁ ତାଙ୍କ ଦିଅର ତାଙ୍କୁ ନିସ୍ତୁକ ଭାବେ ମାଡ ମାରିଛନ୍ତି। ଦିଅର ଜଣକ ତାଙ୍କୁ ଚାପୁଡା, ଗୋଇଠା ଓ ନିର୍ମମ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri