ରିଅଲ ଲାଇଫର ସ୍ପାଇଡର ମ୍ୟାନ, ପାଳିଛନ୍ତି ୭୦୦ରୁ ଅଧିକ ବୁଢିଆଣୀ

ଛୋଟବେଳେ ଆପଣ ନିହାତି ସ୍ପାଇଡର ମ୍ୟାନ ବିଷୟରେ ଶୁଣିଥିବେ। ସ୍ପାଇଡର ମ୍ୟାନର ଭିନ୍ନ ଅନ୍ଦାଜ ସହ ବୁଢିଆଣୀ ପରି କାନ୍ଥରେ ଚାଲିବାକୁ ସମସ୍ତେ ପସନ୍ଦ କରନ୍ତି। ସିଏ ତ ଗଲା କାର୍ଟୁନ କିମ୍ବା ଫିଲ୍ମ ଦୁନିଆର କଥା ହେଲେ ରିଅଲ ଲାଇଫରେ ସ୍ପାଇଡରମ୍ୟାନ ଥିବା ନେଇ କେବେ ଚିନ୍ତା କରିଛନ୍ତି? ଆଜ୍ଞା ହଁ। ରିଅଲ ଲାଇଫରେ ମଧ୍ୟରେ ମଧ୍ୟ ସ୍ପାଇଡର ମ୍ୟାନ ଅଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

ଏହି ରିଅଲ ଲାଇଫ ସ୍ପାଇଡର ମ୍ୟାନ ହେଉଛନ୍ତି ୩୬ ବର୍ଷିୟ ଆରୋନ ଫିନିକ୍ସ। ସେ ପ୍ରାୟ ୭୦୦ରୁ ଅଧିକ ବୁଢିଆଣୀ ପାଳିଛନ୍ତି। ତେବେ ଏହା ତାଙ୍କର ପାଗଳାମି ନୁହେଁ ତାହା ତାଙ୍କର ଏକ ପ୍ରକାର ନିଶା। ଏବେ ବି ସେ ବିଭିନ୍ନ ପ୍ରଜାତିର ବୁଢିଆଣୀ ଖୋଜିବା ନିଶାକୁ ଜାରି ରଖିଛନ୍ତି। କହି ରଖୁଛୁ କି, ଫିନିକ୍ସ ବାଇପୋଲାରରେ ପୀଡିତ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏପରି ନିଶା ଆରମ୍ଭ କରିଛନ୍ତି। ଫିନିକ୍ସ କେବଳ ବୁଢିଆଣୀ ପାଳିଛନ୍ତି ତାହା ନୁହେଁ ସ୍ପାଇଡର୍‌ ଷ୍ଟୋର ମଧ୍ୟ ଖୋଲିଛନ୍ତି। ତାଙ୍କର ଏକ ୱେବସାଇଟ ରହିଛି। ଯେଉଁଠି ସେ ସବୁ ପ୍ରକାର ସ୍ପାଇଡର ଉପରେ ବର୍ଣ୍ଣନା କରିଛନ୍ତି। ସେ କେବଳ ବୁଢିଆଣୀ ନୁହେଁ ତାଙ୍କର ଖାଦ୍ୟ ରୂପେ କୀଟ ମଧ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri