Home

ବିଏସ୍‌ପିରୁ ନିଲମ୍ବନ ପରେ ରାହୁଲଙ୍କୁ ଭେଟିଲେ ଦାନିଶ ଅଲି

ଇମ୍ଫାଲ,୧୪।୧: ଦଳ ବିରୋଧି ଅଭିଯୋଗରେ ବହୁଜନ ସମାଜ ପାର୍ଟି(ବିଏସପି)ରୁ ନିଲମ୍ବିତ ହୋଇଥିବା ଲୋକ ସଭା ଏମପି ଦାନିଶ ଅଲି ଏବେ କଂଗ୍ରେସର ନିକଟତର ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାପରେ, ଅଲି ରବିବାର ମଣିପୁରରେ ପହଞ୍ଚି କଂଗ୍ରେସ ଏମପି ତଥା କଂଗ୍ରେସର ପୂର୍ବତନ…

ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ମିଲିନ୍ଦ ଦେଓରା ରବିବାର ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ମୁମ୍ବାଇ କଂଗ୍ରେସର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…

‘ସିଦ୍ଦରମୈୟାଙ୍କ ନାଁରେ ଅଛି ରାମ, କିନ୍ତୁ କରନ୍ତି କାଳନେମି ଭଳି କାର୍ଯ୍ୟ’

ଅଯୋଧ୍ୟା,୧୪।୧: ଅଯୋଧ୍ୟାରେ ହନୁମାନଗଢୀ ମନ୍ଦିରର ପୁରୋହିତ ମହାନ ରାଜୁ ଦାସ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଟାର୍ଗେଟ କରିଥିଲେ। ସିଦ୍ଦରମୈୟାଙ୍କ ନାଁରେ ଅଛି ରାମ, କିନ୍ତୁ କାଳନେମି ଭଳି କାର୍ଯ୍ୟ କରନ୍ତି ବୋଲି ସେ କହିଛନ୍ତି। ମହନ୍ତ ରାଜୁ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୧୪ା୧: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭…

ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ

ବ୍ରୁସ୍‌ଲେସ୍‌,୧୪।୧: ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ୟେଭସ୍‌ ଲେଟର୍‌ମି ଭାରତକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ କରିବା ପାଇଁ ଦାବି କରିଛନ୍ତି। ଭାରତକୁ ସ୍ଥାୟୀ ସଦସ୍ୟ କରିବା ସୁରକ୍ଷା ପରିଷଦର ବୈଧତା ଏବଂ ପ୍ରତିନିଧିତ୍ୱ ବୃଦ୍ଧି କରିବ।…

ପଡ଼ିଆରେ ଚାଲିଗଲା ଯୁବ କ୍ରିକେଟ ଖେଳାଳିଙ୍କ ଜୀବନ

ବାରିପଦା,୧୪ା୧(ନୀଳାଦ୍ରି): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ମିନି ଷ୍ଟାଡିୟମ୍‌ରେ କ୍ରିକେଟ ଖେଳୁ ଥିବା ଜଣେ ଖେଳାଳିଙ୍କ ଅବିଶ୍ବସନୀୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଖେଳାଳି ଜଣକ ହେଲେ ମାଣତ୍ରୀର ବୈଦନାଥ କରଙ୍କ ଏକ…

ମୋଦିଙ୍କ ୩୨ ବର୍ଷର ସ୍ବପ୍ନ ହେବ ପୂରଣ

ନୂଆଦିଲ୍ଲୀ,୧୪।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କରିବେ। ଏହି ବିଶେଷ ଦିନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ସହ ତାଙ୍କର ୩୨ ବର୍ଷ ପୁରୁଣା ସଂକଳ୍ପ ମଧ୍ୟ…

ମାଇକ୍‌ ଲଗାଇ ୨ ଘଣ୍ଟା ଗାଳି ଦେବାକୁ ଇଚ୍ଛା ହେଉଛି, ଏସ୍‌ଡିଏମ୍‌ଙ୍କୁ ଏପରି ଅନୁରୋଧ କଲେ ବ୍ୟକ୍ତି, ଜାଣନ୍ତୁ କାରଣ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ପ୍ରତାପଗଡ଼ର ଜଣେ ବ୍ୟକ୍ତି ମାଇକ୍‌ ଲଗାଇ ଖବରକାଗଜ କର୍ମଚାରୀଙ୍କୁ ଦୁଇ ଘଣ୍ଟା ଧରି ଗାଳି ଦେବା ପାଇଁ ଏସ୍‌ଡିଏମ୍‌ଙ୍କୁ ଅନୁରୋଧ କରିଛନ୍ତି। ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍‌ରେ ଜମି ଜବରଦଖଲରେ ସମ୍ପୃକ୍ତ ଥିବା…

ମୋଇଜ୍ଜୁଙ୍କୁ ବଡ ଝଟ୍‌କା: ମେୟର ନିର୍ବାଚନରେ ଶାସକ ଦଳ ପରାଜିତ

ମାଲେ,୧୪।୧: ଭାର-ମାଳଦ୍ବୀପ ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମିଳିଛି ବଡ ଝଟକା । ରାଜଧାନୀ ମାଲେ ମେୟର ନିର୍ବାଚନରେ ମହମ୍ମଦ ମୋଇଜ୍ଜୁଙ୍କ ପାର୍ଟିକୁ ବଡ ପରାଜୟ ମିଳିଛି। ନିର୍ବାଚନରେ ଭାରତ ସମର୍ଥିତ ଦଳ ମାଳଦ୍ୱୀପୟାନ ଡେମୋକ୍ରାଟିକ ପାର୍ଟି ବା ଏମଡିପିକୁ ପ୍ରଚଣ୍ଡ…

ଦିଲ୍ଲୀ ଏନ୍‌ସିଆର୍‌ରେ କୁହୁଡ଼ି ସହିତ ବାୟୁ ପ୍ରଦୂଷଣ ବୃଦ୍ଧି, GRAP-3 ପ୍ରତିବନ୍ଧକ ଲାଗୁ

ନୂଆଦିଲ୍ଲୀ,୧୪ା୧: ଦିଲ୍ଲୀ-ଏନ୍‌ସିଆର୍‌ରେ କୁହୁଡ଼ି ସହିତ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ର ତୃତୀୟ ପର୍ଯ୍ୟାୟର ପ୍ରତିବନ୍ଧକ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଏହା ଅଧୀନରେ ୮-ପଏଣ୍ଟ ଯୋଜନା କାର୍ଯ୍ୟକାରୀ ହେବ। ସେଥିମଧ୍ୟରୁ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ୍‌-୪ ଡିଜେଲ…

ଏକରୁ ବି ଅଧିକ କରିହେବ ବିବାହ, ହିନ୍ଦୁଙ୍କ ପାଇଁ ରହିଛି ଏହି ନିୟମ

ନୂଆଦିଲ୍ଲୀ,୧୪।୧: ଦେଶରେ ହିନ୍ଦୁମାନେ କେବଳ ଥରେ ବିବାହ କରିପାରିବେ ବୋଲି ପ୍ରାବଧାନ ରହିଛି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ତାହା ଅପରାଧ ବୋଲି ଧରାଯାଏ। ତଥାପି, ଭାରତରେ ହିନ୍ଦୁଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି…

ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବେ ନେପାଳ-ଭାରତ

କାଠମାଣ୍ଡୁ/ନୂଆଦଲ୍ଲୀ,୧୪ା୧: ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନେପାଳ ଏବଂ ଭାରତ ଦ୍ୱିପାକ୍ଷିକ ଚୁକ୍ତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଅନଧିକୃତ ବାଣିଜ୍ୟର ମୁକାବିଲା ପାଇଁ ବାଣିଜ୍ୟ, ଗମନାଗମନ ଏବଂ ସହଯୋଗ ଉପରେ ଭାରତ-ନେପାଳ ଆନ୍ତଃରାଜ୍ୟ ସବ୍‌ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?