Home

ଏ ଯାଏଁ ସରିନି ଖରିଫ୍‌ ଧାନ କିଣା, ରବି ଚାଷ ପାଇଁ ଆସିଲାଣି ପାଣି

ଭବାନୀପାଟଣା,୧୧।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଇନ୍ଦ୍ରାବତୀରୁ ଚଳିତ ରବି (ଡାଲୁଅ) ଚାଷ ପାଇଁ ଗତ ୮ ତାରିଖଠୁ ଜଳ ଯୋଗାଣ ଆରମ୍ଭ ହୋଇଛି। ଏଥିରେ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିପ୍ଟ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ…

ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର

ରାୟଗଡ଼ା,୧୧।୧(ଭାଗ୍ୟଶ୍ରୀ ମିଶ୍ର): ଅଯୋଧ୍ୟାରୁ ଆସିଥିବା ଅକ୍ଷତ ରାୟଗଡ଼ା ସହରର ୨୪ଟି ୱାର୍ଡରେ ବଣ୍ଟାଚାଲିଛି। ଭକ୍ତମାନେ ଘର ଘର ବୁଲି ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଫଟୋ ବାଣ୍ଟୁଛନ୍ତି। ଫଳରେ ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର। ମୁଖ୍ୟତଃ ଏହି କାମରେ…

ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…

ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ ପର୍ଶୁରାମ…

‘ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ’: ଜାଣନ୍ତୁ ସନ୍ତାନକୁ ନେଇ ଏଭଳି କାହିଁକି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି।…

ଆଜି ବି ମଣିଷ ଜୀବନ ଉପରେ ପ୍ରଭାବ ପକାଉଛି ମହାଭାରତ ଯୁଗର ଏସବୁ ଅଭିଶାପ: ଯୁଧିଷ୍ଠିରଙ୍କ ଯୋଗୁ…

ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି। ଯୁଧିଷ୍ଠିରଙ୍କ ଅଭିଶାପ: କର୍ଣ୍ଣଙ୍କ ବଧ ପରେ କୁନ୍ତି ବଡ଼ପୁଅଙ୍କ ମୃତଦେହ ନିକଟରେ କ୍ରନ୍ଦନ କରୁଥିଲେ।…

ସୁରକ୍ଷା, ଖାଦ୍ୟ ନିରାପତ୍ତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୁଜରାଟ ଆନନ୍ଦର ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ କରି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି ଦୁଗ୍ଧର ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ଏକ ଜାତୀୟ ଅଭିଯାନ…

ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ

ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କର ନିର୍ଭୟରେ ଭଲ ଜୀବନ, ସୁସ୍ଥ ଜୀବନଶୈଳୀ ଏବଂ ଜୀବନଯାପନ କରିବାର ଅଧିକାର ରହିଛି। ମାତ୍ର ମାନବ ଚାଲାଣ ଭଳି ଘୁଣ୍ୟ କାର୍ଯ୍ୟ ଯୋଗୁଁ, ଅନେକ ସମୟରେ ଲୋକମାନେ ସେମାନଙ୍କର ଜୀବନର ଆନନ୍ଦରୁ ବଞ୍ଚିତ ହୋଇଥାନ୍ତି ଏବଂ ସେମାନଙ୍କର…

ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ

ନୂଆପଡ଼ା,୧୧।୧(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୩୨ତମ ୱାଇଏମ୍‌ସି କପ୍‌ କ୍ରିକେଟ ବୁଧବାର ଫାଇନାଲ ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୧୦ ଉଇକେଟ ହରାଇ…

ଆଜି ସେମିଫାଇନାଲ

ଭୁବନେଶ୍ୱର, ୧୧।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ସିଜନ-୨ର ୨ଟି ଯାକ ସେମିଫାଇନାଲ ଗୁରୁବାର ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ହେବାକୁଥିବା ପ୍ରଥମ ସେମିଫାଇନାଲରେ ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ ଡିଫେଣ୍ଡିଂ…

ଲାମିଚାନେଙ୍କୁ ୮ ବର୍ଷ ଜେଲ

କାଠମାଣ୍ଡୁ,୧୧ା୧(ପି.ଟି): ନେପାଳ ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ବୁଧବାର କାଠମାଣ୍ଡୁର ଏକ କୋର୍ଟ ୮ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ପୂର୍ବରୁ ଏକ ବଳାତ୍କାର ମାମଲାରେ ଲାମିଚାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜଣେ ୧୮ ବର୍ଷୀୟା ମହିଳାଙ୍କୁ ଲାମିଚାନେ ବଳାତ୍କାର କରିଥିଲେ। ସିଙ୍ଗଲ…

ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର,୧୧।୧(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଛିନ୍‌ତାଇ, ଲୁଟ୍‌ ଓ ଚୋରି ଘଟଣା ନିତିଦିନିଆ ହୋଇଯାଇଛି। କମିଶନରେଟ ପୋଲିସ ଏହାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧୀମାନେ ବେଫିକର ହୋଇ ଅପରାଧ ଘଟାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅପରାଧୀ ବିଶେଷକରି…

ଲାଉରୁ ତୁମ୍ବା କ୍ରାଫ୍ଟ

ଭୁବନେଶ୍ୱର,୧୧।୧(ଶର୍ମିଷ୍ଠା ପାଣିଗ୍ରାହୀ)ତୁମ୍ବା କ୍ରାଫ୍ଟ। ଶୁଣିବାକୁ ନୂଆ ଲାଗୁଥିଲେ ବି ଏହା ହେଉଛି ଆଦିବାସୀଙ୍କ କଳା ଦକ୍ଷତାର ନିଆରା ଝଲକ। ଆମେ ଖାଉଥିବା ପରିବା ‘ଲାଉ’କୁ ଆଦିବାସୀମାନେ ତୁମ୍ବା କହିଥାଆନ୍ତି। ଆଉ ସେହି ଲାଉ ଅର୍ଥାତ୍‌ ତୁମ୍ବାରୁ ତିଆରି ହୋଇଛି ଆକର୍ଷଣୀୟ ମନଲୋଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?