କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିବେ ଯୋଗୀ ଆଦିତ୍ୟନାଥ
ମୁମ୍ବାଇ/ଲକ୍ଷ୍ନୌ,୩୧।୧୦: ଅକ୍ଟୋବର ୩୧, ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ତେଜସ’ ଦେଖିବେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଉପସ୍ଥିତ ରହିବେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ…
କନ୍ଦାଇଲାଣି ପିଆଜ, ଦିଲ୍ଲୀ ରିଟେଲ ମାର୍କେଟରେ କିଲୋ ପ୍ରତି ଦାମ ୭୮ ଟଙ୍କା
ନୂଆଦିଲ୍ଲୀ,୩୧।୧୦: ପିଆଜ ଦର ଏବେ ଲୋକଙ୍କ ଆଖିରୁ ଲୁହ ଆଣିଲାଣି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ଏନସିଆରର ଖୁଚୁରା ବଜାରରେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୭୮ ଟଙ୍କାରେ ପହଞ୍ଚିଛି। ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନ ଅନୁଯାୟୀ,…
ଗାଜା ଉପରେ ଦୁଇ ପଟରୁ ଆକ୍ରମଣ କରୁଛି ଇସ୍ରାଏଲ, ହମାସ କମାଣ୍ଡର ସମେତ ଅନେକେ ଆତଙ୍କବାଦୀ ନିହତ
ଜେରୁଜେଲମ,୩୧।୧୦: ଉତ୍ତର ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଅପରେସନ ସହିତ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ ବୃଦ୍ଧି କରିଛି। ଇସ୍ରାଏଲ ସେନା ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ସହିତ ଗାଜାର ମୁଖ୍ୟ ରାସ୍ତା ଏବଂ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆକ୍ରମଣ ଜୋରଦାର କରିଛନ୍ତି।…
ଯୁଦ୍ଧବିରତି ପାଇଁ ରାଜି ନୁହେଁ ନେତାନ୍ୟାହୁ, କହିଲେ ଏହା ଆତ୍ମସମର୍ପଣ ଭଳି କଥା ହେବ
ଜେରୁଜେଲମ,୩୧।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଯୁଦ୍ଧବିରତି ଉଲ୍ଲଂଘନ ସମ୍ପର୍କରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।…
୭ ଉଇକେଟ୍ରେ ଆଫଗାନିସ୍ତାନ ବିଜୟୀ
ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପ ୩୦ତମ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟ୍ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ଅଧିନାୟକ ହସମ୍ତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…
ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ
ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ବକପର ୩୦ତମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ ରନରେ ସୀମିତ ରହିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୪୨…
ପଗଡ଼ି ଆତଙ୍କବାଦୀଙ୍କ ପ୍ରତୀକ ନୁହେଁ, କାହିଁକି ଏମିତି କହିଲେ ନ୍ୟୁୟର୍କ ମେୟର
ନ୍ୟୁୟର୍କ,୩୦।୧୦:ନିକଟରେ ଆମେରିକାରେ ଶିଖ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ହିଂସ୍ରକ ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ନ୍ୟୁୟର୍କ ମେୟର ଏରିକ ଆଡାମ୍ସ। ଶିଖ ପଗଡ଼ିର ଅର୍ଥ ଆତଙ୍କବାଦ ନୁହେଁ, ବରଂ ଆସ୍ଥାର ପ୍ରତୀକ ବୋଲି ସେ କହିଛନ୍ତି। ନ୍ୟୁୟର୍କରେ ଅକ୍ଟୋବର ୧୫ରେ ୧୯…
ଆତ୍ମହତ୍ୟା କଲେ ଅଭିନେତ୍ରୀ
ମାଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନ ଆତ୍ମହତ୍ୟା କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଥିବା ତାଙ୍କ ଫ୍ଲାଟରେ ସେ ଫାଶୀ ଲଗାଇଥିବା ଜଣାପଡିଛି। ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ରେଞ୍ଜୁଶା ସ୍ବାମୀ ମନୋଜଙ୍କ ସହ ସେହି ଫ୍ଲାଟରେ ରହୁଥିଲେ। ମନୋଜ ମଧ୍ୟ ଜଣେ ଅଭିନେତା।…
କଂଗ୍ରେସର ବଡ଼ ଘୋଷଣା: ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ, ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି…
ରାୟପୁର,୩୦।୧୦: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛିଦିନ ବାକି ଅଛି। କଂଗ୍ରେସ ନିର୍ବାଚନ ଜିତିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛି। ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ଏଠାରେ ଜନସଭା କରୁଛନ୍ତି। ଏକ ନିର୍ବାଚନୀ…
ତେଲଙ୍ଗାନା ବିଧାନସଭା ନିର୍ବାଚନ: କଂଗ୍ରେସକୁ ସମର୍ଥନ କରିବ ଟିଜେଏସ
ହାଇଦ୍ରାବାଦ,୩୦।୧୦: ସୋମବାର ତେଲଙ୍ଗାନା ଜନ ସମିତି (ଟିଜେଏସ) ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ପରେ ଟିଜେଏସ ପାର୍ଟି ମୁଖ୍ୟ ଏମ କୋଦଣ୍ଡରାମ ଏହି…
କୋହଲିଙ୍କ ଜନ୍ମଦିନ ପାଇଁ ଇଡନ ଗାର୍ଡେନ୍ସରେ ବିଶେଷ ପ୍ରସ୍ତୁତି
ନୂଆଦିଲ୍ଲୀ,୩୦।୧୦: ନଭେମ୍ବର ୫ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନ୍ସରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହି ଦିନ ବିରାଟ କୋହଲି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିବେ। ବିରାଟ…
ନୀରବ ଦ୍ରଷ୍ଟା ସାଜିଛନ୍ତି ପିନାରାୟି ସରକାର:ନଡା
ଥିରୁଭାନନ୍ତପୁରମ୍,୩୦।୧୦: ଭାଜପାର ଅଧ୍ୟକ୍ଷ ଜେପି ନଡା ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ଙ୍କ ଉପରେ ବର୍ଷିଛନ୍ତି। କଠୋରପନ୍ଥୀଙ୍କ ଉପରେ ପିନାରାଇ ସରକାରଙ୍କ ନରମ ମନୋଭାବ ଯୋଗୁ କେରଳରେ ବୋମା ବିସ୍ଫୋରଣ ଘଟୁଛି ବୋଲି ନଡା ଅଭିଯୋଗ କରିଛନ୍ତି। ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ…
Archives


