Home

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ…

ଦିଲ୍ଲୀରେ ଘନ କୁହୁଡ଼ି: ୧୦୦ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଦୂର ସ୍ଥାନ ଦୃଶ୍ୟ ହେଉ ନ ଥିବାରୁ ରବିବାର ସକାଳେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଆସିବାକୁ ଥିବା ୧୦ଟି ବିମାନକୁ ଅନ୍ୟ ବିମାନବନ୍ଦର ପଠାଯାଇଥିବାବେଳେ ସ୍ଥାନୀୟ ଏୟାରପୋର୍ଟରୁ ପାଖାପାଖି…

ନାରାୟଣ ମୂର୍ତ୍ତିଙ୍କ ନିଯୁକ୍ତି ଆବେଦନକୁ ଖାରଜ କରିଥିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୫।୧: ଇନ୍‌ଫୋସିସିର ସହପ୍ରତିଷ୍ଠାତା ତଥା ଭାରତର ଆଇଟି ଶିଳ୍ପର ଆଇକନ୍‌ ନାରାୟଣ ମୂର୍ତ୍ତି ଏକଦା ଚାକିରି କରିବା ପାଇଁ ଓ୍ବିପ୍ରୋରେ ଆବେଦନ କରିଥିଲେ। ତତ୍କାଳୀନ ଓ୍ବିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ବୋଲି ନାରାୟଣ ଏକ ସାକ୍ଷାତ୍‌କାରରେ…

ହିଟ୍‌ ଆଣ୍ଡ ରନ୍‌ କ୍ଷତିପୂରଣ ବଢ଼ାଅ

ନୂଆଦିଲ୍ଲୀ,୧୫।୧(ପି.ଟି.): ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସରକାର ୮ ସପ୍ତାହ ମଧ୍ୟରେ ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ କୋର୍ଟ…

ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌

ଇନ୍ଦୋର,୧୫।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ମ୍ୟାଚ୍‌ରେ ଶୂନ ସ୍କୋରରେ ଆଉଟ ହୋଇଥିବା ରୋହିତ ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏହି ପାକିସ୍ତାନୀ କ୍ରିକେଟର୍‌: ଲେଖିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୧୫।୧: ରାମମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ରହିଛି। ଦେଶର କୋଣ ଅନୁକୋଣରୁ ରାମ ଭକ୍ତମାନେ ଅଯୋଧ୍ୟା ଆସୁଛନ୍ତି। ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଜାନୁୟାରୀ ୨୨ ପରେ ରାମଲାଲାଙ୍କ ଦର୍ଶନ କରିବାକୁ ଅପିଲ୍‌ କରିଛି। ଏହା ସତ୍ତ୍ୱେ…

ଜୟସ୍ବାଲ-ଶିବମଙ୍କ ଅର୍ଦ୍ଧଶତକ: ଭାରତର ଜବରଦସ୍ତ ବିଜୟ

ଇନ୍ଦୋର,୧୪।୧: ଦ୍ୱିତୀୟ ଟି-୨୦ରେ ଭାରତ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ଆମେରିକାରେ ପ୍ରଥମଥର ନାଇଟ୍ରୋଜେନ ଗ୍ୟାସରେ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ: କୌଣସି ଦେଶରେ ଏକ ଅପରାଧିଙ୍କୁ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ। ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ। କିନ୍ତୁ ଏଥର ଆମେରିକାର ଆଲାବାମାରେ ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ…

ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବେ ନାହିଁ ପ୍ରଭୁ ଶ୍ରୀରାମ: ତେଜପ୍ରତାପ ଯାଦବଙ୍କୁ ହେଲା ସ୍ବପ୍ନାଦେଶ

ପାଟନା,୧୪।୧: ରାଷ୍ଟ୍ରୀୟ ଜନତା ଦଳ ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ରାଜ୍ୟ ନୀତୀଶ କୁମାର ସରକାରଙ୍କ ମନ୍ତ୍ରୀ ତେଜ ପ୍ରତାପ ପୁଣି ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରଭୁ ରାମ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ…

ଇତିହାସ ରଚିଲେ ରୋହିତ ଶର୍ମା

ଇନ୍ଦୋର,୧୪।୧: ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ପୁରୁଷ କ୍ରିକେଟର ଭାବରେ ୧୫୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ…

ରୋଷେଇ ନ ଆସିବାରୁ ଦିଅର କଲେ ଅଭିଯୋଗ ମହିଳା ପହଞ୍ଚିଲେ କୋର୍ଟ, ଏବେ ଆସିଲା ଏହି ରାୟ

ମୁମ୍ବାଇ,୧୪।୧: ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ‘କିପରି ରାନ୍ଧିବା ଜାଣେ ନାହିଁ’ ଉପରେ ଦିଆଯାଇଥିବା ମନ୍ତବ୍ୟ ଆଇପିସିର ଧାରା 498A ଅନୁଯାୟୀ କ୍ରୁରତା ନୁହେଁ। ବାସ୍ତବରେ ଜଣେ ମହିଳା ସ୍ବାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏଫଆଇଆର ଦାଖଲ…

ବାଥରୁମରେ ଓସ୍କାର ରଖନ୍ତି ଏହି ଅଭିନେତ୍ରୀ

କାଲିଫର୍ନିଆ: ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ ବିଶ୍ୱରେ ବେଶ ପରିଚିତ। ଅଭିନେତ୍ରୀଙ୍କ ବିୟୁଟି ଏବଂ ଅଭିନୟ ଦେଖି ଦର୍ଶକମାନେ ଦିଓ୍ବାନା ହୋଇଯାଇଥିଲେ ଏବଂ ହଁ, ଟାଇଟାନିକ ଲୋକଙ୍କର ସର୍ବକାଳୀନ ପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?