Home

ଅବିବାହିତା ଝିଅଙ୍କୁ ଭରଣପୋଷଣ ଦେବା ମାତାପିତାଙ୍କ ପାଇଁ ବାଧ୍ୟତାମୂଳକ: ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ,୧୮।୧ : ଆହ୍ଲାବାଦ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ପରିବାରର ଅବିବାହିତ ଝିଅମାନେ ମଧ୍ୟ ସେମାନଙ୍କ ମାତାପିତାଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର। କୋର୍ଟ ଏହା ମଧ୍ୟ କହିଛନ୍ତି ଏହି ଝିଅମାନେ ଯେ କୌଣସି ଧର୍ମ କିମ୍ବା ବୟସର ହୁଅନ୍ତୁ…

କପେ କଫି ଦେଇଥାଏ ଲକ୍ଷେ ଟଙ୍କାର ଚାକିରୀ, ଇଣ୍ଟରଭ୍ୟୁବେଳେ ବିଶେଷ ଧ୍ୟାନ ଦିଅନ୍ତି ସିଇଓ

ଜବ୍‌ ଇଣ୍ଟରଭ୍ୟୁ ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନାକୁ ପଡିଥାଏ। କମ୍ପାନୀର ଯେକୌଣସି ପ୍ରକାର ଟେଷ୍ଟକୁ କ୍ରାକ୍‌ କରିବା ପାଇଁ ପ୍ରାର୍ଥୀ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଆବେଦନକାରୀଙ୍କ ମଧ୍ୟରୁ କିଛିଜଣ ଚାହାନ୍ତି କି, ଇଣ୍ଟରଭ୍ୟୁରେ କମ୍ପାନୀର ଲୋକଙ୍କୁ ଇମ୍ପ୍ରେସ…

ହାତରୁ iPhone ଛଡ଼ାଇ ନେଇ କାନ୍ଥରେ ବସିଲା ମାଙ୍କଡ଼, ଫେରାଇବା ଲାଗି କଲା ଏଭଳି ଦାବି; ଭିଡିଓ ଦେଖିଲେ …

ବୃନ୍ଦାବନ ଭଗବାନଙ୍କ ଭକ୍ତି ଲାଗି ଯେତିକି ଖ୍ୟାତ, ସେତିକି ଏଠାକାର ମାଙ୍କଡ଼ମାନଙ୍କ ପାଇଁ ମଧ୍ୟ। କାରଣ ସେମାନେ କେତେବେଳେ ହାତରୁ କ’ଣ ଛଡ଼ାଇ ନେବେ କୁହାଯାଇପାରିବ ନାହିଁ। ଏହାର ଅନେକ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ମାଙ୍କଡ ହାତରୁ ମୋବାଇଲ ଏବଂ…

‘ଗୋବିନ୍ଦା ସବୁଠୁ ଶ୍ରେଷ୍ଠ, ଗୋଟିଏ ଦୃଶ୍ୟରେ ସେ କନ୍ଦାଇ ଆଉ ହସାଇ ପାରନ୍ତି ’

ବମ୍ବେ: ନବେ ଦଶକର ହିଟ୍‌ ଯୋଡ଼ି ମଧ୍ୟରୁ ଗୋଟିଏ ଥିଲେ ରବିନା ଟଣ୍ଡନ ଏବଂ ଗୋବିନ୍ଦା। ଉଭୟ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି, ଯେଉଁଥିରେ ଦୁହିଁଙ୍କ କମେଡି ଦର୍ଶକଙ୍କ ମନଛୁଉଁ ଥିଲା। ବିଶେଷକରି ତାଙ୍କର ଡ୍ୟାନ୍ସ ନମ୍ବରଗୁଡ଼ିକ ବାହାବାଃ ସାଉଁଟୁଥିଲା।…

ପ୍ରଥମଥର ପଦକ ନିଶ୍ଚିତ କଲା ଓଡ଼ିଶା

ଭୁବନେଶ୍ୱର, ୧୮।୧(ତପନ ସ୍ବାଇଁ): ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ୟୁଟିଟି ୮୫ତମ ଆନ୍ତଃ ରାଜ୍ୟ ସବ୍‌ଜୁନିୟର ଓ ଜାତୀୟ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଭାବୀ ପ୍ରଦର୍ଶନ ଯୋଗୁ ଓଡ଼ିଶା…

ଇପିଏଫଓର ବଡ଼ ଘୋଷଣା: Aadhaar Card ହେବନି ଜନ୍ମର ପ୍ରମାଣ ପତ୍ର …

ନୂଆଦିଲ୍ଲୀ,୧୮।୧ : ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ଭାରତରେ, ଏହା ମୁଖ୍ୟତଃ ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଇପିଏଫଓର ଜନ୍ମ ଅପଡେଟ ପ୍ରକ୍ରିୟାରେ ଆଧାର କାର୍ଡକୁ ଏକ ଉପଯୁକ୍ତ ପ୍ରମାଣପତ୍ର ଭାବେ ବିଚାର…

ଶୃଙ୍ଖଳା, ପରିଶ୍ରମର ବିକଳ୍ପ ନାହିଁ: କିଶୋର

ଭୁବନେଶ୍ବର, ୧୮ା ୧: କଳିଙ୍ଗ ଷ୍ଟାଡିୟମର ଟେନିସ ସେଣ୍ଟର ପରିସରରେ ବୁଧବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)ର ୭ମ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନାଙ୍କୁ ୨୦୨୩ର ଶ୍ରେଷ୍ଠ କ୍ରୀଡ଼ାବିତ୍‌…

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୧୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍‌ସି ୩-୦ ଗୋଲରେ ଇଣ୍ଟର କାଶିକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚରୁ ୨ ବିଜୟ ସହ…

ସି.କେ. ନାଇଡୁ ଟ୍ରଫି: ଝାଡ଼ଖଣ୍ଡ ୯ ଉଇକେଟରେ ବିଜୟୀ

ସମ୍ବଲପୁର,୧୮ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ମଧ୍ୟରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫି କିକେଟ ମ୍ୟାଚ୍‌ରେ ଓଡ଼ିଶାକୁ ୯ ଉଇକେଟରେ ହରାଇଛି ଝାଡ଼ଖଣ୍ଡ। ଚତୁର୍ଥ ତଥା ଅନ୍ତିମ…

ଆଇସିସି ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର

ଦୁବାଇ,୧୮ା୧(ପି.ଟି.): ଆଇସିସି ଦ୍ୱାରା ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର ହୋଇଛନ୍ତି ଇଂଲଣ୍ଡର ସୁ ରେଡ୍‌ଫର୍ନ। ପୂର୍ବରୁ ଏକାଧିକ ମହିଳା ଅମ୍ପାୟର କାମ କରିଥିଲେ ମଧ୍ୟ ସେମାନେ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ସହ ଅନୁବନ୍ଧିତ ହୋଇ କାମ କରିଥାନ୍ତି। ତେବେ ରେଡ୍‌ଫର୍ନ…

ରେକର୍ଡ ଛକା ସହ ସିରିଜ ଜିତାଇଲେ ଆଲେନ୍‌

ଡୁନେଡିନ୍‌,୧୮ା୧(ପି.ଟି.): ଓପନର ଫିନ୍‌ ଆଲେନ୍‌ ଗୋଟିଏ ଇନିଂସରେ ରେକର୍ଡ ୧୬ ଛକା ମାରିବା ସହ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡକୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଜିତାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଲେନ୍‌ଙ୍କ ୬୨ ବଲ୍‌ ୧୩୭ ରନ୍‌ ବଳରେ…

ବିପର୍ଯ୍ୟୟ ଘଟାଇଲେ ମୀରା ଆଣ୍ଡ୍ରିଭା

ମେଲବୋର୍ନ,୧୮ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଦେଖିବାକୁ ମିଳିଛି ଦୁଇଟି ବଡ଼ ବିପର୍ଯ୍ୟୟ। ଓନ୍ସ ଜାବେର ଓ କାରୋଲିନ୍‌ ଓଜ୍‌ନିଆକିଙ୍କ ପରି ଖେଳାଳି ବିଦାୟ ନେଇଛନ୍ତି। ରୁଷିଆର ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭା ବିପର୍ଯ୍ୟୟ ଘଟାଇବା ସହ ୩ ଥର ଗ୍ରାଣ୍ଡସ୍ଲାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?