Home

ପୁଟିନଙ୍କୁ ଭେଟିଲେ କିମ୍‌ଙ୍କ ମନ୍ତ୍ରୀ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୭ା୧: ସାମରିକ ସହଯୋଗର ଘଡ଼ିସନ୍ଧି ମୁହୂର୍ତ୍ତରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଚୋ ସୋନ୍‌-ହୁଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପର୍ଣ୍ଣ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ନିମନ୍ତ୍ରଣରେ ଚୋ…

ନିର୍ଣ୍ଣାୟକ ଟି-୨୦ରେ ଟସ୍‌ ଜିତିଲା ଭାରତ

ବେଙ୍ଗାଲୁରୁ,୧୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ…

ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ: ଜୟସ୍ବାଲ-ଅକ୍ଷରଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ,୧୭।୧: ଆଇସିସି ବୁଧବାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଏବଂ ଅଲରାଉଣ୍ଡର ଅକ୍ଷସ୍‌ର ପଟେଲଙ୍କୁ ବଡ଼ ଫାଇଦା ମିଳିଛି। ୟଶାସ୍ବୀ ଟପ-୧୦ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଛନ୍ତି। ଯଶାସ୍ବୀ ୭ଟି ସ୍ଥାନ ଉପରକୁ ଉଠିଛନ୍ତି।…

ରାମଙ୍କ ଭକ୍ତିରେ ବିଭୋର କିଲି ପଲ୍‌: ଭଜନ ଗାଇ ଶେୟାର କଲେ ଭିଡିଓ

ସୋସିଆଲ ମିଡିଆରେ ନିଜର ମଜାଳିଆ ନୃତ୍ୟ ଭିଡିଓ ସହିତ ସମସ୍ତଙ୍କୁ ମନୋରଞ୍ଜନ କରୁଥିବା ପ୍ରସିଦ୍ଧ ଇନ୍‌ଫ୍ଲୁଏନ୍ସର କିଲି ପଲ ମଧ୍ୟ ପ୍ରଭୁ ରାମଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ରାମଙ୍କ…

୩ ଘଣ୍ଟା ପରେ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେଲେ ଗୁରୁତର ରୋଗୀ

କେନ୍ଦୁଝର,୧୭ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବାରୁ ରୋଗୀ ସ୍ଥାନାନ୍ତରରେ ବିଳମ୍ବ ହେଉଛି। ଫଳରେ ଅନେକ ସମୟରେ ଅସନ୍ତୋଷ ଦେଖାଦେଉଛି। ଏଭଳି ଜଣେ ରୋଗୀଙ୍କୁ ବିଳମ୍ବରେ ସ୍ଥାନାନ୍ତର କରାଯିବା ଘଟଣାକୁ ନେଇ…

ଜୀବନର ଶେଷ ମୁହୂର୍ତ୍ତରେ ହସ୍ପିଟାଲ ବେଡ୍‌ରେ ପିଲାଙ୍କ ପରୀକ୍ଷା ଖାତା ଚେକ୍‌ କରୁଥିଲେ ଶିକ୍ଷକ:ଫଟୋ ହେଉଛି ଭାଇରାଲ୍‌

ମାତାପିତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କ ସର୍ବାଧିକ ଅବଦାନ ରହିଛି। ସେମାନେ ନିଜ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି…

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ

କେନ୍ଦୁଝର,୧୭ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ୧୨ ବର୍ଷର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି।। ତାଙ୍କ ନାମ ଅନିଲ ମନ୍ତ୍ରୀ ବୋଲି ଜଣାପଡ଼ିଛି। ମଙ୍ଗଳବାର…

୯ ହଜାର ଟଙ୍କା ଦେଇ ୧୦୦ ଗ୍ରାମ ଅଙ୍ଗୁର କିଣିଲେ ମହିଳା;କିନ୍ତୁ ଖାଇଲେ ନାହିଁ….କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଜଣେ ମହିଳା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁବାଇରେ ୧୦୦ ଗ୍ରାମ ଅଙ୍ଗୁର କିଣିବା ପାଇଁ ୯୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ ଛନ୍ତି ଜଣେ ଧନୀ ମହିଳା। ଅଙ୍ଗୁର କିଣିଛନ୍ତି ସତ, କିନ୍ତୁ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି।…

ଖାଲି ଭାରତରେ ନୁହେଁ, ଏହି ଦେଶରେ ବି ରହିଛି ତାଜମହଲ

ଦୁନିଆର ଅନେକ ଲୋକ ନିଜ ପ୍ରେମିକା ଏବଂ ସ୍ତ୍ରୀଙ୍କ ପାଇଁ ପ୍ରେମର ବିଭିନ୍ନ ପ୍ରତୀକ ତିଆରି କରିଛନ୍ତି। ଏଥିମଧ୍ୟରୁ ତାଜମହଲକୁ ସବୁଠାରୁ ଅନନ୍ୟ ଏବଂ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ। ଏପରି ଚମତ୍କାର କଳାକୌଶଳକୁ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ କୁହାଯାଏ। ଦୁନିଆରେ…

୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା

ଆଡିଲେଡ,୧୭।୧: ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଶାମର ଜୋସେଫ ଷ୍ଟିଭ ସ୍ମିଥଙ୍କୁ ତାଙ୍କର ପ୍ରଥମ ବଲରେ ଆଉଟ୍‌ କରିଥିଲେ। ଏହିପରି ଭାବରେ ଶାମର ଜୋସେଫ ଏକ ଚମତ୍କାର ଢଙ୍ଗରେ ତାଙ୍କର ଟେଷ୍ଟ କ୍ୟାରିୟର…

କଂଗ୍ରେସକୁ ଫେରିଲେ ଗମାଙ୍ଗଙ୍କ ପରିବାର

ଭୁବନେଶ୍ୱର,୧୭ା୧: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର। ଏଥିସହିତ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଦିଲ୍ଲୀରେ ଗିରିଧରଙ୍କ ପରିବାର ସଦସ୍ୟ କଂଗ୍ରେସ ହାତ ଧରିଛନ୍ତି। ଏହି ସମୟରେ ଅଜୟ…

ଆବଶ୍ୟକଠାରୁ ଅଧିକ ଖାଉଛନ୍ତି କି ଏହି ଜିନିଷ: ହୋଇପାରେ ହାର୍ଟଆଟାକ୍‌, କ୍ୟାନସର ଭଳି ରୋଗ

ସୁସ୍ଥ ରହିବା ପାଇଁ ଖାଇବା ଅଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। ପ୍ରତିଦିନ ଆମେ ଏମିତି କିଛି ଖାଦ୍ୟ ଖାଉଛୁ, ଯାହାଦ୍ୱାରା ଅତ୍ୟଧିକ ଗମ୍ଭୀର ରୋଗ ବୃଦ୍ଧି ପାଉଛି। ଏହି କାରଣରୁ ଜୀବନ ମଧ୍ୟ ଯାଉଛି। ଡବ୍ଲୁଏଚ୍‌ଓର ଏକ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?