Home

ଅଯୋଧ୍ୟାରେ ଖୋଲିବ ସାତ ତାରକା ନିରାମିଷ ହୋଟେଲ, ଦେଶରେ ପ୍ରଥମ

ଅଯୋଧ୍ୟା,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମଙ୍ଗଳବାର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହାରି ଭିତରେ ଅଯୋଧ୍ୟାକୁ ମିଳିବାକୁ ଯାଉଛି ଏକ ସାତ ତାରକା ହୋଟେଲ। ଦେଶରେ…

ଇଣ୍ଡିଗୋ ବିମାନ ପାଇଲଟଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି କିଏ? ହନିମୁନ୍‌ ଲାଗି ଯାଉଥିଲେ ଗୋଆ, ଏବେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୬।୧: ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାରପିଟ୍‌ କରିବା ମାମଲା ଚର୍ଚ୍ଚାରେ ରହିଛି। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଥିଲା। ଏବେ ଅଭିଯୁକ୍ତ ଯାତ୍ରୀ ସାହିଲ କଟାରିଆ କ୍ଷମାପ୍ରାର୍ଥନା କରୁଥିବାର ଭିଡିଓ ସାମ୍ନାକୁ…

Japan Plane Collide: ଜାପାନରେ ଦୁଇ ବିମାନ ମଧ୍ୟରେ ଧକ୍କା, ଥିଲେ ୨୮୯ ଯାତ୍ରୀ

ଟୋକିଓ,୧୬।୧: ଜାପାନର ଏକ ବିମାନବନ୍ଦରରେ ଦୁଇ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହାପରେ ଦୁଇ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏଥିରେ ଜନଜୀବନ କ୍ଷୟକ୍ଷତି ହୋଇ ନ ଥିଲେ ହେଁ ବିମାନ ଦୁଇଟି କ୍ଷତିଗ୍ରସ୍ତ…

ମାଞ୍ଜାସୁତାରେ ପୁଣି ଜଣକ ବେକ କଟିଲା

କଟକ,୧୬ା୧ (କାର୍ତ୍ତିକ ସାହୁ) ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ଲାଗି ପୁଣି ଜଣକ ବେକ କଟିଛି। ବାଦାମବାଡ଼ି ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏଭଳି ଅଘଟଣ। ଆହତ ବ୍ୟକ୍ତି ଜଣକ ହେଲେ ୪୨ ମୌଜା ନହରପଦା ଗ୍ରାମର ଶିବ ପ୍ରସାଦ ପଣ୍ଡା(୪୮)। ସୂଚନାନୁସାରେ,…

ଝରକା ତାଡି ବିଚାରପତିଙ୍କ ଘରୁ ଟଙ୍କା, ୩ଭରି ସୁନା ଲୁଟିନେଲେ ଦୁବୃର୍ତ୍ତ

କେନ୍ଦୁଝର,୧୬ା୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡରେ ରହଥିବା ଜଣେ ଅବସରପ୍ରାପ୍ତ ଜଜ ରାଜ କୁମାର ସାହୁଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘରେ କେହି ନ ଥିବାବେଳେ ଦୁବୃର୍ତ୍ତମାନେ ଝରକା ତାଡି…

ଅଯୋଧ୍ୟାରେ ପହଞ୍ଚିଲେ ରାମ-ସୀତା! ଲକ୍ଷ୍ମଣ କହିଲେ…

ଅଯୋଧ୍ୟା,୧୬।୧: ରାମାନନ୍ଦ ସାଗରଙ୍କ ସୁପରହିଟ୍‌ ସିରିଏଲ ‘ରାମାୟଣ’ର ପ୍ରମୁଖ ଅଭିନେତା/ଅଭିନେତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଭୂମିକାର ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲ ଲୋହରୀ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି। ରାମଲଲାଙ୍କ…

କେନ୍ଦ୍ରାପଡାରେ ମଦ ବିକ୍ରି ବନ୍ଦ

କେନ୍ଦ୍ରାପଡା,୧୬।୧: ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ। ବିକ୍ରି ସହ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା…

ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି…

ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସପ୍ତମ ଶ୍ରେଣୀ ଛାତ୍ରୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମପୁର,୧୬।୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକ୍‌ ବାହାରପୁର ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀ ଜଣକ ହେଲେ ସପ୍ତମ ଶେଣ୍ରୀର ରାଣୀ ଭୁୟା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: କେଜରିଓ୍ବାଲ-ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଶୁଣାଣି ଉପରେ ରହିତାଦେଶ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଏଏପି ଏମପି ସଞ୍ଜୟ ସିଂହଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଶୁଣାଣି ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର ଏକ…

ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମାଆଙ୍କୁ ୮ବର୍ଷ ଓ ବାପାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ

ବାଲିଗୁଡା,୧୬।୧:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ ତାରିଖ ଦିନ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଏହି ମାମଲାର ରାୟ ମଙ୍ଗଳବାର ଆସିଛି। ବାଲିଗୁଡାର ଅତିରିକ୍ତ ଜିଲା ଜଜ…

Viral Video: ଗୁଣ୍ଡାମାନଙ୍କୁ ନେଇ ପହଞ୍ଚିଲେ ପ୍ରେମିକ, ବିବାହ ମଣ୍ଡପରୁ ପ୍ରେମିକାଙ୍କୁ ଉଠାଇନେଲେ.. 

ହିନ୍ଦି ସିନେମାରେ ଅନେକ ଫିଲ୍ମ ରହିଛି ଯେଉଁଥିରେ ହିରୋ ବିବାହ ମଣ୍ଡପରୁ ହିରୋଇନଙ୍କୁ ଉଠାଇ ନେଇଥାଏ। ହେଲେ ବାସ୍ତବ ଜୀବନରେ କ’ଣ ସେଭଳି ଦୃଶ୍ୟ ଦେଖିଛନ୍ତି। ହୁଏତ ନା। ଏବେ କିନ୍ତୁ ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଗୁଣ୍ଡାମାନଙ୍କୁ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?