Home

ଲୁଚାଛପାରେ ୬୫ ବର୍ଷରେ ବିବାହ କରିଥିଲେ ଏହି ଅଭିନେତା, ଗର୍ଭବତୀ ହେବା ପରେ ସ୍ତ୍ରୀଙ୍କୁ ଦେଲେ ଧୋକା…

ମୁମ୍ବାଇ,୫।୨ : ପ୍ରସିଦ୍ଧ ଅଭିନେତା ଦର୍ଶନ ଜରିୱାଲାଙ୍କ ବିଷୟରେ ବଡ ଖବର ଆସୁଛି । ଦର୍ଶନ ଜରିୱାଲା ସିନଟା (ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏଶନ)ର ସଭାପତି ତଥା କାର୍ଯ୍ୟନିର୍ବାହୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି, ଏହା ପରେ ସେ କ୍ରମାଗତ…

ବିଜୟ ଆଡକୁ ମୁହାଁଉଛି ଭାରତ: ଇଂଲଣ୍ଡକୁ ଚତୁର୍ଥ ଝଟ୍‌କା

ବିଶାଖାପାଟନମ୍‌,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଆଡକୁ ମୁହାଁଉଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ୧୫୪ ସ୍କୋରରେ ଚତୁର୍ଥ ଝଟକା ପାଇଛି। ଆର୍‌ ଅଶ୍ୱିନ ଜୋ ରୁଙ୍କେ…

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କ ବଡ ବୟାନ, ‘ଜ୍ଞାନବାପି-କୃଷ୍ଣ ଜନ୍ମଭୂମି ଶାନ୍ତିରେ ଆମକୁ ମିଳିଗଲେ…

ଅଯୋଧ୍ୟା,୫।୨: ବାରଣାସୀର ଜ୍ଞାନବାପି ମସଜିଦ ପରିସରରେ ଥିବା ବ୍ୟାସ ତେଖାନାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ତେବେ ଏହାରି ଭିତରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜଙ୍କ ଏମ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯଦି…

Viral-Video: ୧୬ ଦିନ ଧରି କଞ୍ଚା ଚିକେନ ଖାଉଛନ୍ତି ବ୍ୟକ୍ତି, କାରଣ ଜାଣନ୍ତୁ…

ଦୁନିଆରେ ଅଜବ କାର୍ଯ୍ୟ କରୁଥିବା ଲୋକମାନଙ୍କର ଅଭାବ ନାହିଁ। ବେଳେବେଳେ ପରୀକ୍ଷଣ କରିବାକୁ ଏବଂ ବେଳେବେଳେ ପ୍ରସିଦ୍ଧ ହେବାକୁ, ଲୋକମାନେ ଏପରି କିଛି କରିବା ଆରମ୍ଭ କରନ୍ତି ଯାହାକୁ କୌଣସି ପ୍ରକାରେ ସାଧାରଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ। ଜଣେ ବ୍ୟକ୍ତି…

ଅଶାନ୍ତ ପାକିସ୍ତାନ: ସାଧାରଣ ନିର୍ବାଚନ ପୂର୍ବରୁ ପୋଲିସ ଷ୍ଟେଶନ ଉପରେ ଗ୍ରେନେଡ ଆକ୍ରମଣ, ୧୦ ପୋଲିସକର୍ମୀ ଶହୀଦ

ଇସଲାମାବାଦ,୫।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଦେବାର ତିନି ଦିନ ପୂର୍ବରୁ ସୋମବାର ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୦ ଜଣ ପୋଲିସ କର୍ମଚାରୀଙ୍କ…

ଆର୍ଥିକ ଦୂର୍ବଳ ଶ୍ରେଣୀ ରାଜ୍ୟରେ କେରଳ, ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ,୫।୨: କେରଳ ଦେଶର ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। ସୁପ୍ରିମକୋର୍ଟରେ କେରଳ ରାଜ୍ୟ ଯାଚିକାର ଜବାବ ରଖିବାବେଳେ କେନ୍ଦ୍ର ସରକାର କହିଛନ୍ତି, କେରଳ ଆର୍ଥିକ ରୂପରେ ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। କେରଳ ସରକାର କୋର୍ଟରେ ଯାଚିକା ଦାଖଲବେଳେ କେନ୍ଦ୍ର ଉପରେ…

ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ

ପୁରୀ,୫।୨(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା ମିଳିଛି।…

ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ହ୍ବିପ୍‌ ଜାରି କଲେ ଜେଏମ୍‌ଏମ୍‌-କଂଗ୍ରେସ

ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ହ୍ବିପ୍‌ ଜାରି କରିଛନ୍ତି ଜେଏମ୍‌ଏମ୍‌-କଂଗ୍ରେସ। ଉଭୟ ଦଳର ସମସ୍ତ ବିଧାୟକ ସୋମବାର ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କ ପାଖରେ…

ଖାଦ୍ୟ ଖାଇବା ପରେ ହୋଇଯାଉଥିଲେ ଅସୁସ୍ଥ, ଥରେ କି ଦ ଥର ନୁହେଁ ୧୨୭ଥର ରେଷ୍ଟୁରାଣ୍ଟକୁ ମାରିଛନ୍ତି ଚୁନା

କୌଣସି ଦିନ ବାହାରେ ଖାଇବାକୁ ଇଛା ହେଲେ ଆମେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପ୍ରିଫର କରିଥାଉ। ନିଜ ମନପସନ୍ଦର ଅର୍ଡର କରି ଖାବା ପରେ ବିଲ୍‌ ପେମେଣ୍ଟ କରି ଆସିଥାଉ। କିନ୍ତୁ ନିକଟରେ ଏମିତି ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି ଯିଏକି…

ଭାରତ ଆମର ସର୍ବୋତ୍ତମ ବନ୍ଧୁ: ୭୧ ପ୍ରତିଶତ ଇସ୍ରାଏଲ ନାଗରିକଙ୍କ ମତ…

ଜେରୁଜେଲମ,୫।୨ : ସମ୍ପ୍ରତି ବିଶ୍ୱ ପରିସଂଖ୍ୟାନ ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇସ୍ରାଏଲ ନାଗରିକମାନେ ଭାରତକୁ ସର୍ବୋତ୍ତମ ବନ୍ଧୁ ବୋଲି ବିବେଚନା କରୁଛନ୍ତି। ଏକ୍ସରେ ପୋଷ୍ଟ କରି ସେମାନେ ଲେଖିଛନ୍ତି ଆମେ ଆମର ଭାରତୀୟ ବନ୍ଧୁମାନଙ୍କୁ ବହୁତ ଭଲ ପାଉ।…

Video: ୭୦୦ ଟଙ୍କାରେ ଥର୍‌ କିଣିବାକୁ ଚାହୁଁଥିବା ଶିଶୁଙ୍କୁ ବଡ଼ ସୁଯୋଗ ଦେଲେ ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। କେବଳ ଏତିକି ନୁହେଁ, ଆନନ୍ଦ ମହିନ୍ଦ୍ରା ମଧ୍ୟ ଲୋକଙ୍କୁ ଅନେକ ସମୟରେ ସାହାଯ୍ୟ କରନ୍ତି। କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ…

ସିରିଜ ଦୁର୍ଘଟଣା: ୪ ଟ୍ରକ୍‌, ବହୁ ବାଇକ୍‌ ଚୂରମାର୍‌

କେନ୍ଦୁଝର,୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ସକାଳେ କେନ୍ଦୁଝର ସହର ସ୍ଥାନୀୟ ଜୁଡ଼ିଆ ନିକଟରେ ଡବ୍ଲ୍ୟୁବି ୫୭ଡି/୬୩୩୪ ନମ୍ବର ବିଶିଷ୍ଟ ଆଇରନ ବୋଝେଇ ଟ୍ରକ୍‌ ସମ୍ବଲପୁର ଆଡ଼ୁ କେନ୍ଦୁଝର ଦେଇ ଯାଉଥିବା ବେଳେ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଅନ୍ୟ ୩ ଟ୍ରକ୍‌କୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?