ନାସା କ୍ୟାମେରାରେ କ୍ୟାପଚର ହେଲା ସୂର୍ଯ୍ୟଙ୍କ ସବୁଠାରୁ ବଡ ଛାଇ, ଦେଖନ୍ତୁ ମହାକାଶର ଅଦ୍ଭୁତ ଦୃଶ୍ୟ
ନୂଆଦିଲ୍ଲୀ,୨୯।୧୨: ପ୍ରତ୍ୟେକ ଦିନ, ଆମେରିକୀୟ ସ୍ପେସ ଏଜେନ୍ସି ନାସା ସ୍ପେସର ଏଭଳି ଫଟୋ ଏବଂ ଭିଡିଓ ଶେୟାର କରିଥାଏ ଯାହାକୁ ଆପଣ ପୂର୍ବରୁ ଦେଖି ନଥିବେ। ନାସା ପୁଣିଥରେ ଏଭଳି ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ସୂର୍ଯ୍ୟଙ୍କର ଲମ୍ବା ଛାୟା…
୩୦୦ବିଲେଇଙ୍କୁ ମାରି ଗ୍ରାହକଙ୍କୁ ପରଷୁଥିଲେ କ୍ୟାଟ ସୁପ୍, ଆଉ ଏବେ…
ହାନୋଇ,୨୯।୧୨: ଆପଣ ଚିକେନ କିମ୍ବା ଭେଜ ସୁପ୍ ବିଷୟରେ ତ ଶୁଣିଥିବେ ହେଲେ କେବେ ବିଲେଇ ମାଂସର ସୁପ୍ କଥା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ଭିଏତନାମାର ଏକ ପୁରୁଣା ରେଷ୍ଟୁରାଣ୍ଟରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ବର୍ଷ…
କ୍ୟାନସରକୁ ନେଇ ଏମିତି କହିଲେ ଶର୍ମିଲା ଟାଗୋର, ଚକିତ ହେଲେ କରଣ ଜୋହର
ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର କରଣ ଜୋହରଙ୍କ ସୋ’ରେ ନଜର ଆସିଛନ୍ତି। କରଣଙ୍କ କଫି ଓ୍ବିଥ କରନ ସିଜନ ୮ସହିତ ଏହି ଏପିସୋଡରେ ଶର୍ମିଲା ଟାଗୋର ଅତିଥି ଭାବରେ ଯୋଗ ଦେଇଥିଲେ। ସେ ତାଙ୍କ ସୁପରଷ୍ଟାର ପୁଅ ଶୈଫ…
ଭିଡିଓ ଜାରି କରି ଚାଇନାକୁ ଧମକ ଦେଲା ବାଲୁଚି ଲିବରେସନ ଆର୍ମି
ଇସଲାମାବାଦ,୨୯।୧୨: ପାକିସ୍ତାନରେ ରହୁଥିବା ଚାଇନା ଅଧିକାରୀଙ୍କୁ ଧମକ ଦେଉଥିବା ବାଲୁଚିସ୍ତାନ ଲିବରେସନ ଆର୍ମି ଏକ ଭିଡିଓ ଜାରି କରିଛି। ତାଙ୍କ ବାସଭବନରେ ଆତ୍ମଘାତୀ ଆକ୍ରମଣ ହେବାର ଚେତାବନୀ ଦିଆଯାଇଛି। ଭିଡିଓ ରିଲିଜ କରି ଚାଇନା ରାଷ୍ଟ୍ରପତି ଏବଂ ପାକିସ୍ତାନୀ ଜେନେରାଲଙ୍କୁ ଧମକ…
ରାଜ୍ୟ ସଭାର ସଦସ୍ୟ ହେବେ ନାହିଁ ଏଏପି ନେତା ରାଘବ ଚଢା, ଖାରଜ ହେଲା ଅନୁରୋଧ
ନୂଆଦିଲ୍ଲୀ,୨୯।୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସଂସଦର ଉପର ଗୃହରେ ଆମ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ନିଯୁକ୍ତ ହେବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ବିଭିନ୍ନ ସୂତ୍ରରୁ ଉଦ୍ଧୃତ କରି…
ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ; ହୋଇଯାନ୍ତୁ ସାବଧାନ
ୟୁପିଆଇ ଆପ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଗୁଗଲ୍ ପେ, ପେଟିଏମ, ଫୋନେପେ ଏବଂ ଭାରତପେ ଭଳି ସମସ୍ତ ୟୁପିଆଇ ଆପ୍ର ଇନ୍ଆକ୍ଟିଭ୍ ୟୁପିଆଇ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ…
ରତନ ଟାଟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଦେଶର ଜଣାଶୁଣା ଶିଳ୍ପପତି ରତନ ଟାଟା ଆଜି ୮୬ ବର୍ଷରେ ପଦାର୍ପଣ କରୁଛନ୍ତି। ଟାଟା ଗ୍ରୁପ୍କୁ ଶିଖରକୁ ନେଇଥିବା ରତନ ଟାଟାଙ୍କ ମୋଟ ସମ୍ପତ୍ତି ମୂଲ୍ୟ କୋଟି କୋଟି ଟଙ୍କା। ସେ ଭାରତର ଅନ୍ୟତମ ପରୋପକାରୀ ଶିଳ୍ପପତି ଭାବେ। ଏକ୍ସରେ ତାଙ୍କର…
Viral Video: ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଗାଡ଼ି, ଆଉ ତା’ ପରେ…
ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣକୁ ସାହାଯ୍ୟ କରେ ନାହିଁ ତେବେ ସେ ମଣିଷ ବୋଲି କହିବା ଯୋଗ୍ୟ ନୁହେଁ। ଆଜିକାଲି ଅନେକ ଲୋକ କୁହନ୍ତି, ମାନବିକତା ଦୁନିଆରୁ ହଜିଗଲାଣି। ମାତ୍ର ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ କହିବେ…
ପାକିସ୍ତାନ ଚିତ୍ପଟାଙ୍ଗ୍: ବକ୍ସିଂ ଡେ’ ଟେଷ୍ଟ ହାତେଇଲା ଅଷ୍ଟ୍ରେଲିଆ
ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୯ ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନର ୩୧୭ ରନ ଲକ୍ଷ୍ୟ ଥିଲା, ଏହାର ଜବାବରେ ଦଳ ଚତୁର୍ଥ ଦିନରେ ୨୩୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ…
ଅରବାଜଙ୍କ ଦ୍ୱିତୀୟ ବିବାହ ପରେ କ୍ରିପ୍ଟିକ ପୋଷ୍ଟ ଶେୟାର କଲେ ମଲାଇକା, ଲେଖିଲେ ‘ଆଇ ଆମ ଥ୍ୟାଙ୍କଫୁଲ’
ମୁମ୍ବାଇ: ବଲିଉଡ ଦିଭା ମଲାଇକା ଆରୋରା ପ୍ରାୟ ପ୍ରତିଦିନ ହେଡଲାଇନର ଏକ ଅଂଶ ହୋଇ ରହିଥାଆନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ ଖବରକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନଙ୍କ ଦ୍ୱିତୀୟ ବିବାହ ପରେ…
ୟୁକ୍ରେନ ଉପରେ ରୁଷିଆର ଏୟାରଷ୍ଟ୍ରାଇକ୍, ଜଳିଗଲା ଆବାସିକ କୋଠା
କିଭ୍,୨୯ା୧୨: ଦୀର୍ଘଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଉଭୟ ଦେଶ ଏବେ ମଧ୍ୟ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଆଜି ସକାଳେ ଲଭିଭ୍ରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ…
ଭାଇରାଲ ହେଲା ପ୍ରିନ୍ସପାଲଙ୍କ ସହ ଛାତ୍ରଙ୍କ ରୋମାଣ୍ଟିକ ଫଟୋ ଶୁଟ
ନୂଆଦିଲ୍ଲୀ: କିଛି କିଛି ଭିଡିଓ ଏବଂ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ବେଳେବେଳେ ମଜାଳିଆ ଏବଂ ବେଳେବେଳେ ବିବାଦୀୟ ହୋଇପଡେ। ଏହିପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁ କାରଣରୁ ଲୋକମାନେ ଇଣ୍ଟରନେଟରେ ନିଜର କ୍ରୋଧ…
Archives


