Home

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ହ୍ରାସ ପାଇଛି ବେକାରୀ ଅଭିବୃଦ୍ଧି ହାର: ରାଜ୍ୟପାଳ

ଭୁବନେଶ୍ୱର,୫।୨: ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ବିଧାନସଭାରେ ବଜେଟ ଅଧିବେଶନରେ ନିଜର ଅଭିଭାଷଣ ରଖିଛନ୍ତି। ସେଥିରେ ସେ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, କରୋନା ପରେ ରାଜ୍ୟ ଅର୍ଥନୀତି ଦୃତ ଗତିରେ ବୃଦ୍ଧି ପାଇଛି।…

Cheapest Flight Ticket: କମ୍‌ ମୂଲ୍ୟରେ ହେବ ବିମାନ ଟିକେଟ ବୁକିଂ! ଜାଣନ୍ତୁ କିଭଳି କରିବେ…

ନୂଆଦିଲ୍ଲୀ,୫।୨ : ଭାରତୀୟଙ୍କ ମଧ୍ୟରେ କୌଣସି ଯାତ୍ରା ପାଇଁ ଟ୍ରେନକୁ ପସନ୍ଦ କରିବାର ସବୁଠାରୁ ବଡ କାରଣ ହେଉଛି କମ ମୂଲ୍ୟରେ ଟ୍ରେନ ସିଟ ଉପଲବ୍ଧ । ଦୀର୍ଘ ଦୂରତା ଯାତ୍ରା ପାଇଁ ଟ୍ରେନ ଟିକେଟ ମହଙ୍ଗା ନୁହେଁ ଏବଂ ଏକ…

ଆଇଏନ୍‌ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୫।୨: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ବା ଆଇଏନ୍‌ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ପୂର୍ବତନ ଆବାହକ ତଥା ତନୟା ପଟ୍ଟନାୟକଙ୍କଠାରୁ ଆଗାମୀ ଆବାହକ ତୁଶି ମୋଟର୍ସର…

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକୋତ୍ସବ ‘ସୂରଜ’ ଉଦ୍‌ଯାପିତ

ଭୁବନେଶ୍ୱର,୫।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକ ଉତ୍ସବ ‘ସୂରଜ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି…

ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ

ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ଯତ୍ନର ବ୍ୟବଧାନ ବନ୍ଦ କର’କୁ ନେଇ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥିଲା। ଏହି…

ମୋ ନାଁରେ ଦୁର୍ନୀତି ପ୍ରମାଣିତ ହେଲେ, ମୁଁ ରାଜନୀତି ଛାଡିଦେବି:ହେମନ୍ତ ସୋରେନ୍‌

ରାଞ୍ଚି,୫।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଝାଡଖଣ୍ଡ ବିଧାନସଭାରେ ନିଜ ମତ ରଖିଛନ୍ତି। ମୋ ନାଁରେ ଦୁର୍ନୀତି ପ୍ରମାଣିତ ହେଲେ, ମୁଁ ରାଜନୀତି ଛାଡିଦେବି ବୋଲି ସେ କହିଛନ୍ତି। ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ହେମନ୍ତ ସୋରେନ ବିଧାନସଭାରେ କହିଛନ୍ତି, ମୋତେ…

ଦୁନିଆକୁ ଆସିବା ମାତ୍ରେ ଆଖି ବୁଜିଲା ହାତୀ ଛୁଆ: ଘଣ୍ଟା ଘଣ୍ଟା ଜଗି ରହିଲା ମା’

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ସୋମବାର ଏକ ଛୁଆ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ହାତୀଛୁଆ ଗତକାଲି ଜନ୍ମ ହୋଇଥିଲା। ଯୋଡ଼ା ବିଟ ଡଡୁଆଁ ଗ୍ରାମ ନିକଟରେ ବୈତରଣୀ ବି ଜଙ୍ଗଲ ରାତି…

ଶୁବମନ ଗିଲଙ୍କୁ ପ୍ରଶଂସା କଲେ ତେନ୍ଦୁଲକର, ୟୁଜର୍ସ କହିଲେ ଜ୍ୱାଇଁଙ୍କ ପାଇଁ ଆସିଗଲା ଶୁଭେଚ୍ଛା

ନୂଆଦିଲ୍ଲୀ,୫।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ଏକ ଚମତ୍କାର ଶତକ ହାସଲ କରିଥିଲେ। କିଛି ସମୟ ପାଇଁ ଗିଲ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ…

ବରଣମାଳା ପୂର୍ବରୁ କନ୍ୟାଙ୍କ ସହ ଏମିତି କାମ କରିଦେଲେ ବର: ଲୋକେ କହିଲେ, ଆଉ କିଛି ସମୟ ଅପେକ୍ଷା କରିଦେଇଥିଲେ ହୋଇ ନ ଥାନ୍ତା, ଦେଖନ୍ତୁ ଭିଡିଓ

ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ସେଦିନ ବର ଏବଂ କନ୍ୟା ରାଜା-ରାଣୀ ପରି ସଜେଇ ହୋଇଥାନ୍ତି। ଆଖପାଖରେ ଥିବା ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥାଏ। ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ…

ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡିରେ ପାକିସ୍ତାନର ଝଲକ, ବିକ୍ରି ହୁଅନ୍ତି ଝିଅ…

ମୁମ୍ବାଇ,୫।୨ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଆଗାମୀ ସିରିଜ ‘ହୀରାମଣ୍ଡି’ ବିଷୟରେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜରେ ପାକିସ୍ତାନର ହୀରାମଣ୍ଡିର ଝଲକ ଦେଖିବାକୁ ମିଳିବ। ପ୍ରେମ, ଶକ୍ତି ଏବଂ ସ୍ବାଧୀନତା ପାଇଁ କିପରି ଦେହଜୀବୀମାନେ…

ଓଜୋନ ପ୍ରଦୂଷଣ କାରଣରୁ ୧୦୦ରେ ୪୬ ଜଣଙ୍କର ମୃତ୍ୟୁ ଭାରତରେ ହେଉଛି… ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୫।୨ ଭାରତ ସମେତ ସମଗ୍ର ବିଶ୍ୱରେ ଓଜୋନ ପ୍ରଦୂଷଣର ଆଶଙ୍କା ବୃଦ୍ଧି ପାଉଛି। ଏକ ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଜଳବାୟୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଧ୍ୟାନ ଦିଆଯାଏ ନାହିଁ, ତେବେ ଆସନ୍ତା…

ରୋଜଗାରକୁ ନେଇ ସ୍ବାମୀଙ୍କୁ ଅପମାନ ଦେବା, ବଡ ବଡ ଦାବି କରିବା ନିଷ୍ଠୁରତା: ହାଇକୋର୍ଟ

ନୂଆଦିଲ୍ଲୀ,୫।୨: ରୋଜଗାରକୁ ନେଇ ସ୍ବାମୀଙ୍କୁ ଥଟ୍ଟା କରିବା ଏବଂ କ୍ରମାଗତ ଭାବରେ ଅଯୌକ୍ତିକ ଦାବି କରିବା ମାନସିକ କ୍ରୁରତା ଅଧୀନରେ ଆସେ ବୋଲି କୋର୍ଟ କହିଛନ୍ତି। ଏହି ଆଧାରରେ ଛାଡପତ୍ର ପାଇବା ପାଇଁ ସ୍ବାମୀଙ୍କର ଅଧିକାର ଅଛି। ଏକ ମାମଲାର ଶୁଣାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?