Home

Pakistan Elections 2024: ନିର୍ବାଚନ ଲଢୁଥିବା ହିନ୍ଦୁ ମହିଳାଙ୍କୁ ମିଳୁଛି ମୁସଲମାନଙ୍କ ସମର୍ଥନ…

ଇସଲାମାବାଦ,୫।୨ : ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ବର୍ତ୍ତମାନ ଶେଷ ମୁହୂର୍ତ୍ତରେ ନିଜର ସମସ୍ତ ଶକ୍ତି ସହିତ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିନ୍ଦୁ…

ରାଗିଲେ ପରିଣିତିଙ୍କୁ ଏମିତି ମନାନ୍ତି ରାଘବ, ପ୍ରଶଂସକଙ୍କୁ ଦେଲେ ଟିପ୍ସ

ମୁମ୍ବାଇ: ବଲିଉଡର ସୁଇଟ କପଲ ଲିଷ୍ଟରେ ରହିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କ ନାମ। ଏହି ଦମ୍ପତି ଗତ ବର୍ଷ ସେପ୍ଟେମ୍ବରରେ ବିବାହ କରିଥିଲେ। ପରିଣିତି ଏବଂ ରାଘବ ଉଦୟପୁରରେ ଏକ ଡେଷ୍ଟିନେଶନ…

ନକ୍ସଲଙ୍କ ବିରୋଧରେ ଲଢେଇ ସମୟରେ ଯବାନଙ୍କ ପାଖରେ ଥାଏ ଏହି ‘ଚାମୁଣ୍ଡା’: ଜାଣନ୍ତୁ ଏହା ବିଷୟରେ ରୋଚକ କାହାଣୀ

ରାୟପୁର,୫।୨: ଛତିଶଗଡର ସୁକମାରେ ଥିବା ସିଆର୍‌ପିଏଫ୍‌ ବାଟାଲିୟନ ପାଇଁ ଜଣେ ୧୦ ବର୍ଷର ବୋଦା ବହୁତ ସହାୟକ ହୋଇଛି। ଏହି ବୋଦାର ନାଁ ଚାମୁଣ୍ଡା। ପିପୁଲ୍ସ ଲିବରେସନ ଗରିଲା ଆର୍ମିର ମାଓବାଦୀ ବିଦ୍ରୋହୀଙ୍କ ସହ ଲଢିବା ପାଇଁ ସିଆର୍‌ପିଏଫ୍‌ ବାଟାଲିୟନ ଏଠାରେ…

ସାମୁଦ୍ରିକ ଶାସ୍ତ୍ର: ନାଭିର ଆକାରରୁ ଜାଣନ୍ତୁ ଭାଗ୍ୟ…

ସାମୁଦ୍ରିକ ଶାସ୍ତ୍ରରେ, ଚାଲିଚଲଣ ଏବଂ ଶାରୀରିକ ଗଠନକୁ ଦେଖି ଜଣେ ବ୍ୟକ୍ତିଙ୍କ ଭବିଷ୍ୟତ ପୂର୍ବାନୁମାନ କରାଯାଇଥାଏ। ସାମୁଦ୍ରିକ ଶାସ୍ତ୍ରରେ, ନାଭିର ଆକାରକୁ ଦେଖି ଜଣେ ବ୍ୟକ୍ତିଙ୍କର ଭାଗ୍ୟ ବିଷୟରେ କୁହାଯାଇ ପାରିଥାଏ। ପ୍ରତି ଲୋକଙ୍କର ନାଭି ହେଉଛି ଶରୀରର କେନ୍ଦ୍ର ସ୍ଥାନ…

ବିଜୟଠାରୁ ମାତ୍ର ୪ ଉଇକେଟ୍‌ ଦୂରରେ ଭାରତ

ବିଶାଖାପାଟନମ୍‌,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଠାରୁ ମାତ୍ର ୪ ଉଇକେଟ୍‌ ଦୂରରେ ଅଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନର ଲଞ୍ଚ ପର୍ଯ୍ୟନ୍ତ ଭାରତ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡା ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣକର…

ରାଜ୍ୟ ସଭା ଏମପି ଭାବେ ଶପଥ ନେଇ ପାରିବେନି ଏଏପି ନେତା ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୨: ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂ ସୋମବାର ଫେବୃଆରୀ ୫ରେ ରାଜ୍ୟ ସଭା ଏମପି ଭାବରେ ଶପଥ ଗ୍ରହଣ କରିପାରିବେ ନାହିଁ। ରାଜ୍ୟ ସଭା ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ଏମପି ଭାବେ ଶପଥ ଗ୍ରହଣ କରିବାକୁ ଅନୁମତି ଦେଇନାହାଁନ୍ତି। ଅଧ୍ୟକ୍ଷ…

ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ

କଟ୍ଟିପୁରମ,୫।୨: ଭୋକରେ ମଣିଷ ନିଜ ବିବେକ ହରାଇ ବସେ। କେତେବେଳେ କଣ କରୁଛି ସେ ନିଜେ ବି ଜାଣିପାରେନି। ଏହିପରି ଅନେକ ଉଦାହରଣ ଆମେ ସମାଜରେ ଦେଖି ଆସିଛୁ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ…

ପଦ୍ମପୁରକୁ ଜିଲା ମାନ୍ୟତା ଦାବି ତେଜିଲା: ସରକାରୀ କାର୍ଯ୍ୟାଳୟ ବନ୍ଦ, ଅଫିସ ଗେଟରୁ ଫେରିଲେ ଏଡିଏମ, ଉପଜିଲାପାଳ

ପଦ୍ମପୁର, ୫।୨(ପ୍ରଦୀପ୍ତ ଦାଶ ): ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ନେଇ ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ସୋମବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରାଯାଇଛି। ଏହି କ୍ରମରେ ପଦ୍ମପୁର ଏଡିଏମ ଚଭନ କୁନାଲ ମୋତିରାମ,…

କାହିଁକି ସ୍ବାମୀଙ୍କ ପଦସେବା କରନ୍ତି ସ୍ତ୍ରୀ, କ’ଣ ରହିଛି ଧାର୍ମିକ କାରଣ…

ହିନ୍ଦୁ ଧର୍ମରେ ରୀତିନୀତିର ଅଧିକ ସ୍ବୀକୃତି ରହିଛି। ସେହି ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ସ୍ତ୍ରୀ ସ୍ବାମୀଙ୍କ ପଦସେବା କରନ୍ତି। କିନ୍ତୁ ଏହା କାହିଁକି କରାଯାଏ? ଏହା ପଛର କାରଣ କ’ଣ? ଦେବୀ ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁଙ୍କ ପାଦତଳେ ବସି…

ଶୁବମନ ଗିଲଙ୍କୁ ଖୁବ ପ୍ରଶଂସା କଲେ ଯୁବରାଜ-ଧଓ୍ବନ, ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି, ଯାହାର ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମର ଡକ୍ଟରଓ୍ବାଇ, ଏସ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟେଷ୍ଟର ତୃତୀୟ ଦିନରେ ଭାରତର ଦ୍ୱିତୀୟ ଇନିଂସରେ…

ଅନନ୍ତ ଅମ୍ବାନୀଙ୍କ ବିବାହରେ ପରଫର୍ମ କରିବେ ଆଲିଆ-ରଣବୀର

ମୁମ୍ବାଇ: ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ହୋଇଥାଏ। ଏବେ ଅନନ୍ତ ଅମ୍ବାନୀଙ୍କ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?