Home

ଜେଲେନକ୍ସିଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର…

କିଭ,୩୧।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନରେ ଏକ କ୍ଷମତା ଦଖଲ ବିଦ୍ରୋହ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବରିଷ୍ଠ ଜେନେରାଲମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଷଡ଼ଯନ୍ତ୍ର କରୁଥିବା…

କ୍ୟାଚଅପ୍‌ ବ୍ୟବହାର କରି ଜାଣନ୍ତୁ ସମ୍ପର୍କ ମଜବୁତ ଅଛି କି ନାହିଁ!

ସୋସିଆଲ ମିଡିଆରେ ଏକ ଅଜବ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳାମାନେ କେଚଅପ ଦ୍ୱାରା ନିଜ ରିଲେଶନଶିପ କେତେ ମଜବୁତ ପରଖୁଛନ୍ତି। ଏହାକୁ କ୍ୟାଚଅପ୍‌ ଚ୍ୟାଲେଞ୍ଜର ନାମ ଦିଆଯାଇଛି। ଏହି ଚ୍ୟାଲେଞ୍ଜନୁସାରେ ମହିଳାମାନେ ରୋଷଇଘରେ କ୍ୟାଚଅପ୍‌ ଢାଳୁଛନ୍ତି। ପରେ ନିଜ…

ସ୍ବାମୀଙ୍କ ମଧ୍ୟରେ ଏହି ଗୁଣକୁ ଖୋଜିବେ ତୃପ୍ତି, କହୁ କହୁ କହିଦେଲେ ମନ କଥା

ବମ୍ବେ: ବ୍ଲକବଷ୍ଟର ବଲିଉଡ୍‌ ଫିଲ୍ମ ‘ଆନିମଲ’ରେ ଅଭିନୟ କରି ‘ନ୍ୟାଶନାଲ କ୍ରସ୍‌’ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍‌ରି। ୨୦୧୨ରୁ ଅଭିନୟ କରି ଆସୁଥିଲେ ହେଁ ତାଙ୍କୁ ସେତେଟା ଲୋକପ୍ରିୟତା ମିଳି ନ ଥିଲା। ହେଲେ ଫିଲ୍ମରେ ରଣବୀର କପୁରଙ୍କ ସହ…

ବିଗ୍‌ବସ୍‌ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍‌ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ…

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡି ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୧।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍‌ ଉପରେ ବୁଧବାର ଆକ୍ରମଣ କରାଯାଇଛି। କାର୍‌ ଉପରକୁ ପଥର ଫିଙ୍ଗାଯାଇଛି। ଯେଉଁଥିରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ପଥର ଫିଙ୍ଗିବା ପରେ କେହି…

ସଲମାନ ଖାନଙ୍କ ନାଁରେ କାଷ୍ଟିଂ ସ୍କାମ, ପ୍ରଡକ୍ସନ କମ୍ପାନୀ ଜାରି କଲା ନୋଟିସ

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଡକ୍ସନ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିବାକୁ କମ୍ପାନୀ ସ୍ପଷ୍ଟ ଭାବେ ମନା କରି ଦେଇଛି। ଏହା…

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ ଲାଗିଥିବା…

ଇଣ୍ଡିଆ ନେଇ ନୀତୀଶଙ୍କ ମନ୍ତବ୍ୟ: ମୁଁ ଆରମ୍ଭରୁ କହିଥିଲି ନାମ ଠିକ ନୁହେଁ, ମୋ କଥା କେହି ଶୁଣିଲେ ନାହିଁ, ଭିଡ଼ିଓ ଭାଇରାଲ…

ପାଟନା,୩୧।୧ : ନିକଟରେ ଆରଜେଡି ଛାଡି ଭାଜପା ସହ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଉପରେ ଆକ୍ରମଣ କରିଛନ୍ତି। ନୀତୀଶ କୁମାର କହିଛନ୍ତି ମୁଁ ଆରମ୍ଭରୁ ବିରୋଧୀ ଦଳର ନାମକୁ ‘ଇଣ୍ଡିଆ’ ରଖିବା ନେଇ…

ବିରାଟଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି, ଫେକ୍‌ ଖବର ନେଇ ଉତ୍ତର ଦେଲେ ବିକାଶ…

କୋଲକାତା,୩୧।୧ : ଆଜିକାଲି ଭାରତୀୟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ହାରିଛି। ବ୍ୟକ୍ତିଗତ କାରଣରୁ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସିରିଜର ପ୍ରଥମ…

ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ…

ଚଣ୍ଡିଗଡ଼,୩୧।୧ : ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନୂତନ ମେୟରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଏବଂ ପ୍ରଶାସନକୁ ନୋଟିସ ଜାରି…

ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍‌ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି ଭାବେ…

ରାମ ମନ୍ଦିର ସ୍ବପ୍ନ ସତ ହେଲା, ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧।୧ : ସଂସଦର ବଜେଟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ମଧ୍ୟବର୍ତ୍ତୀ ବଜେଟ, ଯାହା ଆସନ୍ତା କାଲି ଅର୍ଥାତ ଫେବୃଆରୀ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?