ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ
ପୁରୀ, ୫ା୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ଉତ୍ତରଦ୍ୱାର ତଥା ହସ୍ତୀଦ୍ୱାର ଗୁମୁଟରେ ଫାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳପାର୍ଶ୍ୱ ନିକଟରେ ଥିବା ପଦ୍ମପାଖୁଡାରେ ଅନେକ ଫାଟ ପରିଲକ୍ଷିତ ହୋଇଛି। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧି ତଥା…
କଂଗ୍ରେସ ଟିକେଟ ପାଇଁ ଅନ୍ଲାଇନ ଆବେଦନ
ଭୁବନେଶ୍ୱର,୫ା୨(ସୁନିତ୍ ମିଶ୍ର): କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଦଳ ପକ୍ଷରୁ ଅନ୍ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରଗମନ ଅଭିଯାନ ଆରମ୍ଭ କରାଯାଇଛି। ରବିବାର ଠାରୁ ଟିକେଟ ଆଶାୟୀମାନେ www.pragaman.inରେ ଅନ୍ଲାଇନ ଯୋଗେ ଆବେଦନ କରିପାରିବେ। ଆସନ୍ତା…
ଆଜିଠୁ ବିଧାନସଭା ବଜେଟ ଅଧିବେଶନ
ଭୁବନେଶ୍ୱର,୫।୨(ସୁନିତ୍ ମିଶ୍ର): ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ସୋମବାରଠାରୁ ଆରମ୍ଭହୋଇ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ହୋଇପାରେ। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ…
ବିବାହ ମଣ୍ଡପରେ ଏମିତି ଡ୍ୟାନ୍ସ କଲେ ବର, ଲୋକେ କହିଲେ ପିଟି ମାଷ୍ଟର, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ବିବାହରେ ନିଶ୍ଚିତ ଭାବରେ ଡ୍ୟାନ୍ସ ଏବଂ ଗୀତର ଆସର ଜମିଥାଏ। ଏଥିରେ ଯଦି ବରକନ୍ୟା ସାମିଲ ହୁଅନ୍ତି ଏହି ଖୁସି ଆଉ ଟିକେ ବଢ଼ିଯାଏ। କିନ୍ତୁ ବେଳେବେଳେ ଏହି ଡ୍ୟାନ୍ସରେ ଏପରି ମୋଡ଼ ଆସିଥାଏ ଯେ, ଦର୍ଶକମାନେ ହସିହସି ଗଡ଼ନ୍ତି। ବିବାହରେ…
Video: ଢୋଲର ତାଳେ ତାଳେ ନାଚୁଛି ହାତୀ: ଭିଡିଓ ହେଉଛି ଭାଇରାଲ
ପ୍ରତିଦିନ ଇଣ୍ଟରନେଟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି। ନିକଟରେ ହାତୀର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ହାତୀ ଢୋଲର ତାଳେ ତାଳେ ନାଚୁଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ହାତୀର ଚାରିପାଖରେ ଲୋକ…
ମଣିଷ ନୁହେଁ…ପ୍ରଥମେ ଏହି ମହିଳା ରୋବର୍ଟକୁ ମହାକାଶକୁ ପଠାଇବ ଇସ୍ରୋ!
ନୂଆଦିଲ୍ଲୀ,୪।୨: ଭାରତୀୟ ମହିଳା ରୋବଟ ମହାକାଶଚାରୀ-ଭୋମିମିତ୍ରା (Vyommitra) ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ! ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ଭୋମିମିତ୍ରାର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆଜି ଅର୍ଥାତ୍ ରବିବାର କେନ୍ଦ୍ର ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର)…
ଚେତାବନୀ ଦେଲେ ନେତାନ୍ୟାହୁ
ତେଲ ଆଭିବ,୪।୨: ପ୍ରାୟ ଚାରିମାସ ଧରି ଚାଲିଥିବା ଗାଜା ଯୁଦ୍ଧରେ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ ସଂଖ୍ୟା ରବିବାର ୨୨୫କୁ ବୃଦ୍ଧି ପାଇଛି। ଦକ୍ଷିଣ ଗାଜାରେ ଯୁଦ୍ଧ କରୁଥିବା ଇସ୍ରାଏଲ ସେନା ସର୍ଜେଣ୍ଟ ଶିମୋନ ସେହୋଶୁଆ ଅସୁଲିନ (୨୪) ଙ୍କ ମୃତ୍ୟୁ ସହିତ…
ବିରୋଧୀ ରାଜନୀତିର ସେଣ୍ଟର ହେଲାଣି ହାଇଦ୍ରାବାଦ! ଫେରିଲେ ଝାଡ଼ଖଣ୍ଡ ବିଧାୟକ, ପହଞ୍ଚିଲେ ବିହାର କଂଗ୍ରେସ ଏମଏଲଏ
ହାଇଦ୍ରାବାଦ,୪।୨: ଗୋଟିଏ ପଟେ ଝାଡ଼ଖଣ୍ଡରେ ଶାସକ ମିଳିତ ମଞ୍ଚର ବିଧାୟକମାନେ ହାଇଦ୍ରାବାଦରୁ ଫେରିଥିବା ବେଳେ ଅନ୍ୟ ପଟେ ବିହାରର କଂଗ୍ରେସ ବିଧାୟକମାନେ ୧୨ ଫେବୃଆରୀରେ ଟ୍ରଷ୍ଟ ଭୋଟ ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବିହାରର ଅନେକ କଂଗ୍ରେସ ବିଧାୟକ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ.…
ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍ ପାର୍ଟି ଦେଲେ ବୋହୂ
ନିକଟରେ ସାଉଥ୍ ସିନେମାର ମେଗାଷ୍ଟାର ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଭାରତ ସରକାର ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି। ଏହି ଖୁସିରେ ଚିରଞ୍ଜୀବୀଙ୍କ ବୋହୂ ତଥା ଅଭିନେତା ରାମଚରଣଙ୍କ ସ୍ତ୍ରୀ ଉପାସନା ଡିନର ପାର୍ଟି ସଫଳତାକୁ ପାଳନ କରିଥିଲେ। ଏହି ପାର୍ଟିରେ କେବଳ ସାଉଥ ଷ୍ଟାର…
ଛତ୍ରପତି ଶିବାଜୀ ମହାରାଜ ଭୂମିକାରେ ନଜର ଆସିବେ ଶାହିଦ
ମୁମ୍ବାଇ: ଶାହିଦ କପୁରଙ୍କୁ ହିନ୍ଦୀ ସିନେମାର ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ବିବେଚନା କରାଯାଏ, ଯିଏ କି ବର୍ଷ ବର୍ଷ ଧରି ବିଭିନ୍ନ ଶୈଳିରେ ଅଭିନୟ କରି ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି। ଏହି ଅଭିନେତା ବର୍ତ୍ତମାନ ରୋଶନ ଆଣ୍ଡ୍ର୍ୟୁସଙ୍କ ସହ…
ରାଶାଙ୍କ ବଲିଉଡ ଡେବ୍ୟୁକୁ ନେଇ ରବିନା କହିଲେ, କରିବାକୁ ପଡିବ କଠିନ ପରିଶ୍ରମ
ମୁମ୍ବାଇ: ବଲିଉଡର ହଟ ଗର୍ଲ ରବିନା ଟଣ୍ଡନ ବଡ ପରଦାରେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ତାଙ୍କ ମସ୍ତ ମସ୍ତ ଅନ୍ଦାଜ ଏବଂ ଅଭିନୟ ଯାଦୁରେ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି। ଏବେ ତାଙ୍କ ଝିଅ ରାଶା ଥଡାନି ତାଙ୍କ ମା’ଙ୍କ…
ୟୁସିସି ଡ୍ରାଫ୍ଟକୁ କ୍ୟାବିନେଟରେ ସବୁଜ ସଙ୍କେତ, ଫେବୃଆରୀ ୬ରେ ବିଲ ଆସେମ୍ଲିରେ ହୋଇପାରେ ଉପସ୍ଥାପନ
ଡେରାଡୁନ,୪।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟକୁ ଉତ୍ତରାଖଣ୍ଡ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି। ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଡ୍ରାଫ୍ଟ ବିଲ ପ୍ରସ୍ତୁତ କରାଯାଇ ବିଧାନସଭାରେ ଟେବୁଲରେ ଉପସ୍ଥାପନ କରିବାକୁ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ…

