Posted inଫୁରସତ

Video: ୭୦୦ ଟଙ୍କାରେ ଥର୍‌ କିଣିବାକୁ ଚାହୁଁଥିବା ଶିଶୁଙ୍କୁ ବଡ଼ ସୁଯୋଗ ଦେଲେ ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। କେବଳ ଏତିକି ନୁହେଁ, ଆନନ୍ଦ ମହିନ୍ଦ୍ରା ମଧ୍ୟ ଲୋକଙ୍କୁ ଅନେକ ସମୟରେ ସାହାଯ୍ୟ କରନ୍ତି। କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଚିକୁ ନାମକ ଏକ ଶିଶୁ ମହିନ୍ଦ୍ରା ଥର ଗାଡିକୁ ମାତ୍ର ୭୦୦ ଟଙ୍କାରେ କିଣିବାକୁ ଚାହୁଁଥିଲେ। ସେ ହୁଏତ ଏତିକି ଟଙ୍କାରେ କମ୍ପାନୀରୁ କାର୍‌ ପାଇ ନ ଥିବେ, କିନ୍ତୁ ମହିନ୍ଦ୍ରା କମ୍ପାନୀ ନିଶ୍ଚିତ ଭାବରେ ପିଲାଟିକୁ ଏକ ବଡ଼ ସୁଯୋଗ ଦେଇଛି। ସେ ଏବଂ ତାଙ୍କ ପରିବାର ଏହି ଘଟଣାକୁ କେବେ ବି ଭୁଲି ପାରିବେ ନାହିଁ।
ଚିକୁ ପୁଣେ ନିକଟସ୍ଥ ଚାକାନରେ ଅବସ୍ଥିତ ମହିନ୍ଦ୍ରା ପ୍ଲାଣ୍ଟ୍‌ ପରିଦର୍ଶନ କରିବାର ସୁଯୋଗ ପାଇଲେ। ଏହାର ଏକ ଅତି ସୁନ୍ଦର ଭିଡିଓ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି, ଯାହାକ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ପ୍ରଥମେ ପୁରୁଣା କ୍ଲିପ ଦୃଶ୍ୟମାନ ହେଉଛି, ଯେଉଁଥିରେ ଚିକୁ ତାଙ୍କ ପିତାଙ୍କ ସହ ୭୦୦ ଟଙ୍କାରେ ଥାର କିଣିବା ବିଷୟରେ କଥାବାର୍ତ୍ତା କରୁଛନ୍ତି। ଏହି ପ୍ଲାଣ୍ଟ ପରିଦର୍ଶନ କରି ବେଳେ ସେ ବହୁତ ଖୁସି ଥିଲେ।
ଆମର ଶ୍ରେଷ୍ଠ ବ୍ରାଣ୍ଡ ଆମ୍ବାସାଡରମାନଙ୍କ ମଧ୍ୟରୁ ଜଣକୁ ହୋଷ୍ଟ କରିଥିବାରୁ @ ashakharga1 ଏବଂ Team @mahindraauto ଧନ୍ୟବାଦ!
ଭାଇରାଲ ଭିଡିଓରେ ଚିକୁ ତାଙ୍କ ପ୍ରିୟ କାରରେ ମହିନ୍ଦ୍ରାଙ୍କ କାର ପ୍ଲାଣ୍ଟରେ ପହଞ୍ଚିଛନ୍ତି। ପ୍ଲାଣ୍ଟରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉତ୍ସାହର ସହିତ ସ୍ବାଗତ କରିଛନ୍ତ। ଏହି ପୁରା ଭିଡିଓରେ ସେ ବହୁତ ଖୁସି ଦେଖାଯାଉଛନ୍ତି। ସେ ପ୍ଲାଣ୍ଟ କର୍ମଚାରୀଙ୍କ ସହ କଥାବାର୍ତ୍ତା କରନ୍ତି, ଉତ୍ସାହର ସହିତ ସବୁକିଛି ପଚାରନ୍ତି ଏବଂ ଦେଖନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri