ଚିଲିରେ ଜଳୁଛି ଜଙ୍ଗଲ: ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି, ଜରୁରିକାଳୀନ ପରିସ୍ଥିତି ଘୋଷଣା କଲେ ସରକାର
ସାଣ୍ଟିଆଗୋ,୫ା୨: କେନ୍ଦ୍ରୀୟ ଚିଲିରେ ଜଙ୍ଗଲ ଜଳୁଛି। ଏହି ନିଆଁ ଏତେ ଭୟଙ୍କର ଯେ, ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦୦ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ହଜାର ହଜାର ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ହୋଇଛନ୍ତି। ଏନେଇ…
ଧୂମ ରନ୍ଧା ମାଂସ ଓ କ୍ୟାନ୍ସର
ଖାଦ୍ୟ ଗ୍ରହଣର ଜୈବିକ ଲକ୍ଷ୍ୟ ହେଲା ଶରୀର ପୁଷ୍ଟିସାଧନ। ତେବେ, ଅନେକ ସମୟରେ ଆମେ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ଏଥିରୁ ଦୂରେଇଯାଉ, ଯାହାର ପରିଣାମ ଘାତକ ସାବ୍ୟସ୍ତ ହୋଇଥାଏ। ବିଶେଷକରି ବର୍ତ୍ତମାନ ଆଧୁନିକ ଆଭିଜାତ୍ୟ ଖାଦ୍ୟ ରୂପେ ପରିଲକ୍ଷିତ ତଥା…
ଓଲଟିଲା ବସ୍, ୧୦ରୁ ଅଧିକ ଆହତ
ସମ୍ବଲପୁର,୫ା୨: ସମ୍ବଲପୁର ଜିଲା ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ବୁଲାଣି ନିକଟରେ ସୋମବାର ଭୋର୍ରୁ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁଭମ୍…
ମିଥ୍ୟାର ଆଶ୍ରୟ
ସୋସିଆଲ ମିଡିଆ କ୍ଷୀପ୍ର ବେଗରେ ସୂଚନା ବା ଖବର ପ୍ରେରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ହାତରେ ସ୍ମାର୍ଟ ଫୋନ୍ଟିଏ ଥିଲେ ଜଗତକୁ ଜାଣିବା ଓ ବୁଝିବା ଯେମିତି ସହଜ ହୋଇଯାଇଛି ବୋଲି ଅନେକେ ଭାବୁଛନ୍ତି। ଜାନୁଆରୀ ୨୦୨୩ରେ ପ୍ରକାଶିତ…
ଆଙ୍କୁଲି ଶିଳ୍ପାଞ୍ଚଳ ଭିତ୍ତିଭୂମି ବଦଳୁଛି
ବ୍ରହ୍ମପୁର,୫ା୨(ଅଶୋକ କୁମାର ସାହୁ): ଦୀର୍ଘ ୪୧ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଆଙ୍କୁଲି ଶିଳ୍ପାଞ୍ଚଳର ଭିତ୍ତିଭୂମି ଏବେ ବଦଳିବାରେ ଲାଗିଛି। ଇଡକୋ ହାତକୁ ନେବା ପରେ ବିକାଶର କଳେବର ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଭିତ୍ତିଭୂମି ସମ୍ପୂର୍ଣ୍ଣ ବଦଳାଯିବ ଓ ସେହି…
ଆଠମଲ୍ଲିକ ଉପଖଣ୍ଡରେ ଅସୁରକ୍ଷିତ କଲରାପତରିଆ
ବଇଣ୍ଡା,୫ା୨ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କଲରାପତରିଆ ବାଘ ଅସୁରକ୍ଷିତ ହୋଇପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଛି। ଦୀର୍ଘଦିନ ହେଲା ଶିକାରୀମାନେ ଉପଖଣ୍ଡର ବିଭିନ୍ନ ଜଙ୍ଗଲାଞ୍ଚଳରେ ଫାଶ ବସାଇ ଜନ୍ତୁ ଶିକାର କରୁଥିବା ବେଳେ ସେଥିରେ ଲାଗି ଏକାଧିକ କଲରାପତରିଆ…
Viral Video: ଗ୍ୟାସଚୁଲା-ଟୋକେଇ-ଚଲା ନେଇ ଏମିତି ଗୀତ ଗାଇଲେ ଯୁବକ, ପ୍ରଭାବିତ ହେଲେ ହର୍ଷ ଗୋଏଙ୍କା
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ବାରମ୍ବାର ଦେଖି ହସିହସି ଗଡ଼ିବେ। What a performer…😀 pic.twitter.com/NrHs4Rdf8y — Harsh…
ଡିଏମ୍ଏଫ୍ ପାଣ୍ଠିରୁ ହରିଲୁଟ ଅଭିଯୋଗ
କାଳିଆପାଣି,୫ା୨(ଅସିତ ମହାନ୍ତ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍ଏଫ୍(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣି ମାଲିକମାନେ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍ଏଫ୍ ପାଣ୍ଠିକୁ ଯାଉଛି। ତଦନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ…
କମ୍ ଟଙ୍କାରେ ଗମନାଗମନ ସୁନିଶ୍ଚିତ କରିଛି ଲକ୍ଷ୍ମୀ ବସ୍
ନବରଙ୍ଗପୁର,୫।୨(ସଦାଶିବ ପ୍ରହରଜ): ୨୦୨୩ ମାର୍ଗଶିର ମାସ ଗୁରୁବାର ପ୍ରଥମ କରି ନବରଙ୍ଗପୁର ଜିଲାରେ ଗଡିଥିଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ନବରଙ୍ଗପୁର ଜିଲାବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଜିଲାର ୧୮୯ ପଞ୍ଚାୟତରେ ମୋଟ ୩୯ ବସ୍ ଚାଲିଥିବାବେଳେ…
ରୋଗୀଙ୍କୁ ଘରୋଇ ନର୍ସିଂହୋମ୍ ପଠାଉଛନ୍ତି ଡାକ୍ତର
କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ରୋଗୀ ସେବାରେ ବିଭ୍ରାଟ ପରିଲକ୍ଷିତ ହୋଇଛି। ଏସ୍ସିବି କାଜୁଆଲ୍ଟିରେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଘରୋଇ ନର୍ସିଂହୋମ ନେଇ ଅସ୍ତ୍ରୋପଚାର କରାଇବାକୁ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତର ବାଧ୍ୟ କରୁଛନ୍ତି। ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ସନ୍ତୋଷ ପାଢ଼ୀ…
ଫିରିଙ୍ଗିଆ ଥାନାଧିକାରୀଙ୍କ ନାଁରେ ବଳାତ୍କାର ମାମଲା
ଭୁବନେଶ୍ୱର,୫ା୨(ସତ୍ୟଜିତ୍ ରାଉତ): ଗଞ୍ଜାମ ଜିଲା ପାଟପୁର ଥାନାର ପୂର୍ବତନ ଥାନାଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ଏସ୍ଆଇଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ରମେଶ ବର୍ତ୍ତମାନ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧିକାରୀ ଅଛନ୍ତି।…
ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ
ପୁରୀ, ୫ା୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ଉତ୍ତରଦ୍ୱାର ତଥା ହସ୍ତୀଦ୍ୱାର ଗୁମୁଟରେ ଫାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳପାର୍ଶ୍ୱ ନିକଟରେ ଥିବା ପଦ୍ମପାଖୁଡାରେ ଅନେକ ଫାଟ ପରିଲକ୍ଷିତ ହୋଇଛି। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧି ତଥା…

