Home

ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା

ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ…

ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…

ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍‌ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର…

ଫୋପଡା ଯାଇଥିବା ଅଳିଆ ଏକାଠି କରି କୋଟିପତି ହେଲେ ମହିଳା

ବ୍ରିଟେନ: ଘରେ ଅଳିଆ ଆବର୍ଜନା ରଖିବାକୁ କେହି ଚାହାଁନ୍ତି ନାହିଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ଅଳିଆ ସଂଗ୍ରହ କରିବାକୁ ଭଲ ପାଆନ୍ତି। କେବଳ ଅଳିଆ ସଂଗ୍ରହ କରି ଏହି ମହିଳା କୋଟିପତି ହୋଇପାରିଛନ୍ତ। ହଁ, ଯଦି ଆପଣ…

ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ…

ବମ୍ବେ: ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍‌ ଗେମ୍‌ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି। ଗତବର୍ଷ ଅଭିନେତ୍ରୀ…

ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ

ନୂଆଦିଲ୍ଲୀ,୩।୨: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହୋଇଛନ୍ତି। ନିକଟରେ ଶୋଏବ ତୃତୀୟ ବିବାହ କରିବା ପରେ ଏନେଇ ସ୍ପଷ୍ଟ ହୋଇଛି। ଏସବୁ ମଧ୍ୟରେ ସାନିଆଙ୍କ ପୁଅ ଇଜହାନ୍‌ଙ୍କୁ ନେଇ ବଡ଼…

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୨: ଭାରତୀୟ ଜନତା ଦଳର ଭେଟେରାନ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ନିଜେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି…

ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି

ବିଶାଖାପାଟଣା,୩।୨: ଭାରତର ଅନୁଭବୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ଓଭର ମଧ୍ୟରେ ଅଶ୍ୱିନ ଶତକ ମାରିଥିବା ଜଶସ୍ବୀ ଜୟସ୍ବାଲଙ୍କ ସହ କଥାବାର୍ତ୍ତା…

ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ

ନୂଆଦିଲ୍ଲୀ,୩।୨: ରହସ୍ୟ ଘେରରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ତାଙ୍କର ମୃତ୍ୟୁ ଗର୍ଭାଶୟ କ୍ୟାନସରରେ ହୋଇଛି କି ନାହିଁ ତାହା ବି ଏବେ ସନ୍ଦେ ଘେରରେ। ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି। କାହିଁକି…

ସିଦ୍ଧୁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବ କଂଗ୍ରେସ

ନୂଆଦିଲ୍ଲୀ,୩।୨: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ପଞ୍ଜାବରେ ମଧ୍ୟ କଂଗ୍ରେସ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ପହିଲାରେ କଂଗ୍ରେସ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…

ସନାତନ ଧର୍ମକୁ ‘ଡେଙ୍ଗୁ-ମ୍ୟାଲେରିଆ’ କହିଥିବା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଲା, ସମନ ଜାରି କଲେ କୋର୍ଟ

ବେଙ୍ଗାଲୁରୁ, ୩।୨: ଗତବର୍ଷ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ଅଡ଼ୁଆ ବଢ଼ିଛି। ବେଙ୍ଗାଲୁରୁ କୋର୍ଟ ଉଦୟାନିଧିଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାର୍ଚ୍ଚ ୪ରେ ତାଙ୍କୁ କୋର୍ଟରେ ହାଜର…

ଯଶସ୍ବୀଙ୍କ ଡବଲ ଶତକ, ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲଆଉଟ୍‌

ବିଶାଖାପାଟନମ୍‌,୩।୨: ଭାରତୀୟ ଦଳର ତାରକା ଯୁବ ବ୍ୟାଟର୍‌ ଯଶସ୍ବୀ ଜସୱାଲ ବିଶାଖାପାଟନମ୍‌ ଟେଷ୍ଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ସେ ଇଂରାଜୀ ବୋଲରମାନଙ୍କୁ ପରାସ୍ତ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଡବଲ ଶତକ ସ୍କୋର କରିବାରେ ସଫଳ…

ଥଣ୍ଡା,ଜ୍ୱର, ସୁଗାର ସମେତ ୩୯ ଔଷଧ ହେଲା ଶସ୍ତା

ନୂଆଦିଲ୍ଲୀ,୩।୨: ସାଧାରଣ ଲୋକମାନେ କୌଣସି ରୋଗର ମୁକାବିଲା କରିବା ସମୟରେ ଚିନ୍ତାରେ ପଡିଯାଆନ୍ତି। କରୋନା ମହାମାରୀ ପରେ ଦେଶରେ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଏହି ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?