Home

ଗାଜାରେ ୩୬ରୁ କେବଳ ୧୫ ହସ୍ପିଟାଲରେ ଚାଲିଛି ଚିକିତ୍ସା, ମାନବୀୟ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲା ହୁ

ଗାଜା ପଟ୍ଟି,୨୮।୧୨: ଅକ୍ଟୋବର ୭ରେ ଇସ୍ରାଏଲରେ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ହୋଇଥିବା କାଉଣ୍ଟର ଆକ୍ରମଣ ଜାରି ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ…

କମିବ ପେଟ୍ରୋଲ ଦର!

ନୂଆଦିଲ୍ଲୀ,୨୮।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ସରକାର ଦେଶବାସୀଙ୍କୁ ଏକ ବଡ ଉପହାର ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଗୁରୁବାର ବିଶେଷ ସୂତ୍ରରୁ ମିଳିଥିବା ଏକ ଖବରରୁ ଜଣାପଡିଛି କି ସରକାର ଏହି ନିର୍ବାଚନ ପୂର୍ବରୁ ପେଟ୍ରୋଲ ଦାମ…

ଏହି ନାମରେ ଜଣାଯିବ ଅଯୋଧ୍ୟାର ନୂଆ ବିମାନବନ୍ଦର

ଲକ୍ଷ୍ନୌ,୨୮।୧୨: ଅଯୋଧ୍ୟାରେ ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର ୩୦)ରେଅଯୋଧ୍ୟା ଗସ୍ତ କରିବେ। ଏହି ସମୟରେ ବିମାନବନ୍ଦରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଅଯୋଧ୍ୟାର ଅତ୍ୟାଧୁନିକ…

ଅବୁ ଧାବିରେ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ଅବୁ ଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ। ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବାକୁ ମନ୍ଦିରର ଏକ ପ୍ରତିନିଧୀମଣ୍ଡଳ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ…

ରାହୁଲଙ୍କ ‘ଭାରତ ନ୍ୟାୟ ଯାତ୍ରା’ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ହେବ କି ଫାଇଦା, ସର୍ଭେରେ ଖୁଲାସା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ପରି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଜାନୁୟାରୀ ୧୪ରୁ ମଣିପୁରରୁ ମୁମ୍ବାଇ ଅଭିମୁଖେ ବାହାରିବେ। ଏହା ମଧ୍ୟରେ ସେ ୧୪ ରାଜ୍ୟର ୮୫ ଜିଲା ଦେଇ…

କ୍ରିକେଟ ମଇଦାନକୁ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଲେ ଅମ୍ବାତି ରାୟଡୁ

ବିଜୟଓ୍ବାଡା,୨୮।୧୨: ପୂର୍ବତନ କ୍ରିକେଟର ଅମ୍ବାତି ରାୟଡୁ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଓ୍ବାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟଓ୍ବାଡାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଏହି କ୍ରିକେଟର ରାଜନୀତିରେ ସାମିଲ ହୋଇଛନ୍ତି।…

ଏଲଗାରଙ୍କ ଚମତ୍କାର ଇନିଂସ: ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ

ସେଞ୍ଚୁରିଅନ୍‌,୨୮।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଉଛି। ଆଜି ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୦୮ ସ୍କୋର କରି ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସରେ ଭାରତ…

ଲାଇଭ୍‌ ମ୍ୟାଚ୍‌ରେ ପ୍ରଶଂସକଙ୍କ ସହ ଝୁମିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚର ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୨୪୧ ରନର ଅଗ୍ରଣୀ ହାସଲ କରିଛି। ମ୍ୟାଚର ତୃତୀୟ ଦିନରେ ପଡ଼ିଆରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ…

ଭାଜପା ଏମପି ମୋତେ ଲୁଚି ଲୁଚି ଭେଟୁଛନ୍ତି: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ ଏବେ ବିଚାରଧାରାର ଲଢେଇ ଚାଲିଛି। ଏହି ସଂଗ୍ରାମର ମୂଳଦୁଆ ହେଉଛି ଆଦର୍ଶ । ଦୁଇଟି ଚିନ୍ତାଧାରା ମଧ୍ୟରେ ଝଗଡା ହେଉଛି। କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସରେ…

ଅଖିଳେଶଙ୍କ ବଡ ଦାବି

ଲକ୍ଷ୍ନୌ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟି ମଧ୍ୟ ଉତ୍ତରପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ ଏସପି ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ…

ଉଦ୍ଧବଙ୍କୁ ଝଟକା ଦେଲା କଂଗ୍ରେସ

ମୁମ୍ବାଇ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ୨୩ ଟି ଆସନ ଲାଗି ସହଯୋଗୀ ଶିବସେନା (ୟୁବିଟି) ର ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଇଣ୍ଡିଆ ଆଲାଇନ୍ସର ବୈଠକରେ ଶିବସେନା ୨୩ଟି ଆସନ ଦାବି କରିଛି।…

ଚମକିବ ସଞ୍ଜୁ ସାମସନଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ୨୦୨୪ରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଟି-୨୦ ସିରିଜ ଖେଳିବ। ଟିମ ଇଣ୍ଡିଆର ଦଳ ଆଫଗାନିସ୍ତାନ ବିପକ୍ଷରେ କିପରି ହେବ ତାହା ଦେଖିବାକୁ ବାକି ରହିଛି। କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri