Home

ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ

କୋରାପୁଟ,୧୫ା୩(ଅମିତାଭ ବେହେରା): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ଓ ଋତୁଚକ୍ରରେ ସନ୍ତୁଳନ ନଷ୍ଟହେବାରେ ଲାଗିଛି। ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି। ତେବେ ଏହି ଜଳବାୟୁ ପରିବର୍ତ୍ତନ କଫିଚାଷ ଉପରେ ମଧ୍ୟ ପ୍ରଭାବ…

ସର୍ବାଧିକ ଚାନ୍ଦା ଦେଇଥିବା ଦେଶର ଶ୍ରେଷ୍ଠ ୧୦ କମ୍ପାନୀ

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ (ଇସି) ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ସାର୍ବଜନୀନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗତ ୧୨ ତାରିଖରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଇସିଙ୍କ ନିକଟରେ ତାଖଲ କରିଥିଲେ। ମାର୍ଚ୍ଚ ୧୫…

ଜଳକଷ୍ଟ ଭୋଗୁଛନ୍ତି ବନ୍ଧାମାମୁଡ଼ି ଗ୍ରାମବାସୀ

ବାଲିମେଳା,୧୫ା୩(ଶିବଦତ୍ତ ସାହୁ): ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ଜଳ ସଙ୍କଟ ଦେଖାଦେଇଛି। ମୁଖ୍ୟତଃ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଛି। ଏଭଳି ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ…

କର୍ମଚାରୀ ଛଟେଇ କରିବ ପେଟିଏମ୍‌

ନୂଆଦିଲ୍ଲୀ,୧୫।୩:ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ର ଅବଧି ଶେଷ ପୂର୍ବରୁ ପେଟିଏମ୍‌ ତା’ର କର୍ମଚାରୀ ଛଟେଇ ସହ ଅନ୍ୟାନ୍ୟ ସୁବିଧା ପ୍ରୟୋଗ କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ବିଶେଷକରି ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ଆର୍‌ବିଆଇ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଚିତ୍ରଶିଳ୍ପୀ କ୍ରୀତିକ୍ରିଷ୍ଣା

ଧାମନଗର,୧୫ା୩ (ସନ୍ତୋଷ କୁମାର ମହାପାତ୍ର):ପିଲାଟି ବେଳୁ ଚିତ୍ରକଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ଧୀରେ ଧୀରେ ଏଥିପ୍ରତି ଆଗ୍ରହ ବଢ଼ିବା ସହ ଜୀବନ୍ତ ଚିତ୍ର ଆଙ୍କି ପ୍ରଶଂସା ସାଉଣ୍ଟିଥିଲେ। ଆଉ ଏହି ପ୍ରତିଭା ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ…

ବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା

ରାଉରକେଲା,୧୫।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ବର୍ଷ ୯ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗର ଶିକାର ହେଉଥିବା ଜଣାପଡିଛି। ସେହିପରି ସମୁଦାୟ କିଡ୍‌ନୀ ରୋଗୀଙ୍କ ମଧ୍ୟରୁ ପ୍ରତିବର୍ଷ ୫ପ୍ରତିଶତ ରୋଗୀଙ୍କ ମୃତ୍ୟୁ…

ଏଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଟାଇଟଲ୍‌ ଜିତାଇବେ ‘କେଜିଏଫ୍‌’: ଜାଣନ୍ତୁ ‘କେଜିଏଫ୍‌’ କିଏ

ନୂଆଦିଲ୍ଲୀ,୧୫।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଥରେ ବି ଆଇପିଏଲ ଟାଇଟଲ ଜିତି ନାହିଁ। ଦଳ ତିନିଥର ଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଥମେ ବି ଟାଇଟଲ୍‌ ଜିତିନାହିଁ। ତେବେ ଏଥର ଆରସିବି ପୁନର୍ବାର ଟାଇଟଲ ପାଇଁ ଦାବିଦାର ରହିବ। ‘KGF’ ତାଙ୍କୁ…

ଖାଦ୍ୟ ପାଇଁ ଲାଇନରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ଇସ୍ରାଏଲ ସେନା, ୨୦ ମୃତ, ୧୫୦ରୁ ଅଧିକ ଆହତ

ଜେରୁଜେଲମ,୧୫।୩: ଇସ୍ରାଏଲ-ହମାସ ଯୁଦ୍ଧ ମାସ ମାସ ହେବ ଲାଗି ରହିଛି ଏବଂ ଗାଜାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଶିଶୁଙ୍କ ସମେତ ସାଧାରଣ ନାଗରିକମାନେ ଗୁଳି ବିନିମୟର ଶିକାର ହେଉଛନ୍ତି। ସହାୟତା ଭାବରେ ଗାଜାକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ…

୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା

ଭୁବନେଶ୍ବର, ୧୫ା୩(ବନ୍ଦନା ସେଠୀ): ଏବର୍ଷ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ…

୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ପ୍ରଶ୍ନବାଚୀ

ବ୍ରହ୍ମପୁର,୧୫ା୩ (ସ୍ମୃତିରଞ୍ଜନ ମହାଲିକ): ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ…

ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ୨୦୨୪ ହେବ ଶୁଭାରମ୍ଭ: ଜାଣନ୍ତୁ ମାଗଣାରେ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୧୫।୩: ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ଏହି ସିଜିନର ପ୍ରଥମ ମ୍ୟାଚ ମହେନ୍ଦ୍ର ସିଂ ଧୋନୀ ଏବଂ ବିରାଟ କୋହଲିଙ୍କ ଦଳ ମଧ୍ୟରେ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଚେନ୍ନାଇରେ ମୁହାଁମୁହିଁ…

ଅପେକ୍ଷାର ହେବ ଅନ୍ତ! ଆଜି ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ଇସି

ନୂଆଦିଲ୍ଲୀ,୧୫।୩: ନିର୍ବାଚନ ଆୟୋଗର ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର (୧୪ ମାର୍ଚ୍ଚ)ରେ ଅନୁଷ୍ଠିତ ଚୟନ କମିଟି ବୈଠକରେ କେରଳର ଜ୍ଞାନେଶ କୁମାର ଏବଂ ପଞ୍ଜାବର ବଲବିନ୍ଦର ସନ୍ଧୁଙ୍କ ନାମ ଚୂଡାନ୍ତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?