Home

ମୋ ପିଲାର ନାଁ ଜାଣିନାହାନ୍ତି ରାଷ୍ଟ୍ରପତି, ଭୁଲ୍‌ ନାଁ ନେବାରୁ ରାଗିଲେ ମୃତ ଛାତ୍ରୀଙ୍କ ମା’

ଓ୍ବାଶିଂଟନ,୧୦ା୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଷ୍ଟେଟ୍‌ ଅଫ୍‌ ୟୁନିଅନର ଭାଷଣ ସମୟରେ ଜର୍ଜିଆର ମୃତ ନର୍ସିଂ ଛାତ୍ରୀ ଲାକେନ ରିଲେ ଆକ୍ଟଙ୍କ ନାମର ଭୁଲ୍‌ ଘୋଷଣା କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ବାସ୍ତବରେ ଭାଷଣ ସମୟରେ ବାଇଡେନ ଲାକେନ…

ଭାଜପାକୁ ବଡ଼ ଝଟ୍‌କା

ଚଣ୍ଡିଗଡ଼,୧୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍‌କା ଲାଗିଛି। ହରିୟାଣାର ଭାଜପା ଲୋକ ସଭା ଏମ୍‌ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ପରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି।…

ପାକିସ୍ତାନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ଚାଇନା କହିଲା ଆମର ବନ୍ଧୁତ୍ୱ ବିଶ୍ୱକୁ ପସନ୍ଦ

ବେଜିଂ,୧୦।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଆସିଫ ଅଲି ଜରଦାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଇସ୍ପାତ ପରି ବନ୍ଧୁତା ଇତିହାସର ପସନ୍ଦ ଏବଂ ଦୁନିଆର ସାମ୍ପ୍ରତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି…

ଟିଏମସି ପ୍ରାର୍ଥୀ ତାଲିକାରେ ଅଭିନେତା ଆଉ କ୍ରିକେଟର, ଜାଣନ୍ତୁ କିଏ କେଉଁଠୁ ପାଇଲା ଟିକେଟ୍‌

କୋଲକତା,୧୦।୩: ଲୋକ ସଭା ନିର୍ବାଚନକୁ ନେଇ ଚାତୀୟ ରାଜନୀତି ସରଗରମ ରହିଛି। କିଛିଦିନ ପୂର୍ବରୁ ଭାଜପା-କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ରବିବାର ଅର୍ଥାତ୍‌ ଆଜି ଟିଏମସି ପ୍ରାର୍ଥୀ ତାଲିକା ଜାରି କରିଛି। ଇଣ୍ଡିଆ ମେଣ୍ଟ ସହ କୌଣସି…

ଇତିହାସ ରଚିଲା ଭାରତ: ୩ ଫର୍ମାଟରେ ହେଲା ନମ୍ବର-୧

ନୂଆଦିଲ୍ଲୀ,୧୦।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଟି-୨୦ ଏବଂ ଦିନିକିଆରେ ଶୀର୍ଷରେ ରହିଥିଲା ଭାରତ। ଏହିପରି…

କେବଳ ଗୁଟଖା ଦାଗ ସଫା କରିବାକୁ ଏତିକି କୋଟି ଟଙ୍କା ଖର୍ଚ୍ଚ କରୁଛି ରେଲଓ୍ବେ, ଚମକାଇ ଦେବ ଡାଟା

ନୂଆଦିଲ୍ଲୀ,୧୦।୩: ଭାରତୀୟ ରେଲଓ୍ବେ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା। ଭାରତୀୟ ରେଲଓ୍ବେରେ ପ୍ରାୟ ୨.୫ କୋଟି ଯାତ୍ରୀ ପ୍ରତିଦିନ ଯାତ୍ରା କରନ୍ତି। ରେଲଓ୍ବେ ବର୍ତ୍ତମାନ ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଉଛି। ଟ୍ରେନ ଠାରୁ ଷ୍ଟେଶନ ପର୍ଯ୍ୟନ୍ତ ସବୁକିଛି ବହୁତ…

ଆଇପିଏଲ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା! ଖେଳି ନ ପାରନ୍ତି…

ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ବାକି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ସମସ୍ତ ଟିମ୍‌ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ପାଇଁ…

ମହିଳାମାନଙ୍କୁ ବଡ଼ ଉପହାର ଦେଲେ ମୋଦି: ପ୍ରତି ମାସରେ ମିଳିବ ଏତିକି ଟଙ୍କା…

ନୂଆଦିଲ୍ଲୀ,୧୦।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସେ ମହତାରୀ ବନ୍ଦନ ଯୋଜନା ଆରମ୍ଭ କରିଥିଲେ ଏବଂ ଏହି ଯୋଜନାର ପ୍ରଥମ କିସ୍ତି ଛାଡିଥିଲେ। ଏହି ଯୋଜନା ଅନୁଯାୟୀ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା…

ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି

କୋଲକାତା,୧୦ା୩: ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ଆସୁଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସଭାପତି ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ମମତା ଘୋଷଣା କରିଛନ୍ତି ଯେ, ଟିଏମସି କେବଳ ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ।…

Lok sabha Election: କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ୍‌ ଦେଲେ ମମତା, ଏହି ଠୁ ଲଢିବେ ନିର୍ବାଚନ

କୋଲକତା, ୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ୪୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ତୃଣମୂଳ କଂଗ୍ରେସ(ଟିଏମସି) ବହରାମପୁରରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିିକେଟ୍‌ ଦେଇଛି। ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ…

ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା

ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨ ତୁଙ୍ଗ…

ଭାଇଙ୍କ ନାଁରେ ସବୁ ସମ୍ପତ୍ତି କରିଦେଲେ ଭଉଣୀ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ମୁଖ୍ୟ ବିଚାରପତି

ଔପନ୍ୟାସିକ ବିକ୍ରମ ସେଠ୍‌ଙ୍କ ମା’ ଜଷ୍ଟିସ ଲୀଲା ସେଠ୍‌ ହେଉଛନ୍ତି ପ୍ରଥମ ମହିଳା ବିଚାରପତି ଯିଏକି ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ପ୍ରଥମେ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ପରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?