Home

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ

ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରସଲପୁର ଗ୍ରାମ ନୂଆପାଲି ବଡାମ ବାସୁଳୀ ଛକରେ।…

ଡେବ୍ୟୁ ଆଇପିଏଲ୍‌ରେ ଧମାଲ୍‌ କରିପାରନ୍ତି ଏହିସବୁ ଖେଳାଳି: ସେମାନଙ୍କ ମଧ୍ୟରେ ୬ କୋଟିପତି

ନୂଆଦିଲ୍ଲୀ,୧୫।୩: ଆଇପିଏଲ ନିଲାମରେ ଏଥର କିଛି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଥିମଧ୍ୟରେ ଗୁଜରାଟ ଟାଇଟାନ୍ସ ଦ୍ୱାରା ୧୦ କୋଟିରେ କିଣାଯାଇଥିବା ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନ, ଚେନ୍ନାଇ ସୁପର କିଙ୍ଗ୍ସ ୮.୪ କୋଟିରେ କିଣିଥିବା ସମୀର…

ଅଧରାତିରେ ଶ୍ମଶାନରେ ପହଞ୍ଚି ଏମିତି କାମ କଲେ ଯୁବତୀ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବାକୁ ଲୋକମାନେ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ। ରାତିରେ ଶ୍ମଶାନକୁ ଯିବା ପୂର୍ବରୁ ଆପଣ ଅନେକ ଥର ଭାବିବେ, କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ଏପରି କାର୍ଯ୍ୟ କରିଛନ୍ତି। ଏଥିରେ ସେ…

ଟ୍ରାଫିକ୍‌ ସିଗ୍‌ନାଲରେ ଛିଡା ହୋଇ ଏମିତି ଡ୍ୟାନ୍ସ କଲେ ଷ୍ଟ୍ରିଟ୍‌ କୁଇନ୍‌: ସମସ୍ତଙ୍କ ହୃଦୟ ଜିତିନେଲେ, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନର ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଟଙ୍କା ପଛରେ ଦୌଡୁଥିବା ଦେଖାଯାଏ। ମଣିଷ ଧନରୁ ସେମାନଙ୍କର ସୁଖ ଖୋଜିବାରେ ବ୍ୟସ୍ତ ଥିବାବେଳେ କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଜିନିଷରେ ଖୁସି ହୁଅନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆପଣଙ୍କୁ ବୁଝାଇବ…

ଭାରତକୁ ଖୁବ ଶୀଘ୍ର ମିଳିବ ଏହି ସାଇଲେଣ୍ଟ କିଲର

ନୂଆଦିଲ୍ଲୀ,୧୫।୩: ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଅଧିକ ଶକ୍ତିଶାଳୀ ହେଉଛି। ଆମେରିକାର ବାଇଡେନ ସରକାର ଏ ବାବଦରେ ଅଧିକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ, ଜେନେରାଲ ଆଟୋମିକ୍ସରୁ 31 MQ9B ପ୍ରିଡେଟର ଡ୍ରୋନ ହାସଲ ପାଇଁ ବାଇଡେନ ପ୍ରଶାସନ…

ବିନ୍ଦୁସାଗରରେ ମହିଳାଙ୍କ ମୃତଦେହ

ଭୁବନେଶ୍ୱର,୧୫ା୩: ଭୁବନେଶ୍ୱର ବିନ୍ଦୁସାଗରରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ମିଳିଛି। ଆଜି ଭୋର୍‌ରୁ ମହିଳାଙ୍କ ମୃତଦେହ ବିନ୍ଦୁସାଗରରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…

ସବୁଠାରୁ ଅଧିକ ଇଲେକ୍ଟୋରାଲ ବଣ୍ଡ କିଣିଥିବା ମାର୍ଟିନ କିଏ, ଦିନେ ଥିଲେ ଶ୍ରମିକ ଆଜି ଲଟେରୀ କିଙ୍ଗ

ନୁଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ସାର୍ବଜନୀନ କରିଛନ୍ତି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ମିଳିଥିବା ତଥ୍ୟକୁ ଗୁରୁବାର ୱେବସାଇଟରେ ସାର୍ବଜନୀନ କରିଛି ନିର୍ବାଚନ ଆୟୋଗ। ଦେଶର କମ୍ପାନୀ ଏବଂ କିଛି ବ୍ୟକ୍ତି ୨୦୧୯ଠାରୁ ବର୍ତ୍ତମାନ…

ଲାଇଭ୍‌ ମ୍ୟାଚ୍‌ରେ ଖଜୁରି ଖାଇ ପଡିଆରେ ରୋଜା ଭାଙ୍ଗିଲେ ଏହି ୨ କ୍ରିକେଟର୍‌

ଶାରଜା,୧୫।୩: ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଶାରଜା କ୍ରିକେଟ ଷ୍ଟାଡିୟମରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ହାଶମତୁଲ୍ଲା ଶାହିଡି ଏବଂ ମହମ୍ମଦ ନବୀ ପଡ଼ିଆରେ ଖଜୁରି ଖାଇ ରମଜାନ…

ପ୍ରସନ୍ନଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୩: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରର ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁଆରୋଗ୍ୟ…

ମମତାଙ୍କୁ କିଏ ମାରିଥିଲା ଧକ୍କା? ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଆବାସ ଯିବ ପୋଲିସ

କୋଲକାତା,୧୫।୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ପୋଲିସ କମିଶନରଙ୍କୁ କହିଛନ୍ତି ଯେ ତାଙ୍କୁ ବେଡରୁମରେ ପଛପଟୁ ଠେଲି ଦିଆଯାଇଥିଲା, ଯେଉଁଥିପାଇଁ ସେ ତଳେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ବ୍ୟତୀତ ଏସଏସକେଏମ ହସ୍ପିଟାଲର ନିର୍ଦ୍ଦେଶକ ମଣିମୟ ବନ୍ଦୋପାଧ୍ୟାୟ ମଧ୍ୟ…

ଆଇପିଏଲ୍‌ରେ ପ୍ରଥମ ଉଇକେଟ୍‌ କିଏ ନେଇଥିଲେ ଜାଣନ୍ତି

ନୂଆଦିଲ୍ଲୀ,୧୫।୨:୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହୋଇଥିଲା। ଏହି ଲିଗରେ ସୌରଭ ଗାଙ୍ଗୁଲି, ସେନ୍‌ ୱାର୍ନ ଏବଂ ରିକି ପଣ୍ଟିଙ୍ଗଙ୍କ ଭଳି ମହାନ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହା ଏପ୍ରିଲ ୧୮, ୨୦୦୮ ଥିଲା ଯେତେବେଳେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋଲକାତା…

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର ଭୋର୍‌ ସମୟରେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଦେଇ ଏକ ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍‌(ଓଡି-୦୧ଏଡି-୪୬୭୨) ପଶ୍ଚିମବଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?