କମଲା ହାରିସ୍ଙ୍କ ଅଜାଙ୍କ ଗ୍ରାମ ଉତ୍ସବମୁଖର
ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଯାଉଥିବାବେଳେ ତାଙ୍କ ରନିଂ ମେଟ୍ ତଥା ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ଙ୍କ ମାଆଙ୍କର ଭାରତରେ ଥିବା ଗାଁ ଉତ୍ସବମୁଖର ହୋଇଉଠିଛି। ଗ୍ରାମବାସୀ ସ୍ଲୋଗାନ ଦେବା ସହ ହାରିସ୍ଙ୍କ ବିଜୟ କାମନା…
ଓବାମାଙ୍କ ଉପରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଥିବା ଜୋ ବାଇଡେନ୍ଙ୍କ ପୂରାନାମ ଜୋସେଫ୍ ରୋବିନେଟ୍ଟେ ବାଇଡେନ୍ ଜୁନିୟର। ୧୯୪୨ ନଭେମ୍ବର ୨୦ରେ ଜନ୍ମିତ ଏହି ରାଜନେତା ବାରାକ୍ ଓବାମା ପ୍ରଶାସନରେ ୨୦୦୯ରୁ ୨୦୧୭ ଉପରାଷ୍ଟ୍ରପତି ଥିଲେ। ଡେମୋକ୍ରାଟିକ ପାର୍ଟର ସଦସ୍ୟ ଭାବେ…
ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା
ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା କେବଳ ମର୍ଯ୍ୟାଦାଜନକ ନୁହେଁ, ଏଥିସହିତ ପର୍ଯ୍ୟାପ୍ତ ସୁବିଧା ଓ ଲାଭ ମିଳିଥାଏ। ରାଷ୍ଟ୍ରପତିଙ୍କୁ ୪ ଲକ୍ଷ ଡଲାର ବାର୍ଷିକ ବେତନ, ବାସଭବନ ସାଙ୍ଗକୁ ବ୍ୟକ୍ତିଗତ ବିମାନ ଓ ହେଲିକପ୍ଟର ଯୋଗାଇ ଦିଆଯାଇଥାଏ।…
ଟ୍ରମ୍ପ୍ ଯୁଗର ଅବସାନ
ଓ୍ବାଶିଂଟନ,୬ା୧୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଡେମୋକ୍ରାଟିକ୍ ଚ୍ୟାଲେଞ୍ଜର ଜୋଶେଫ୍ ଆର୍ ବାଇଡେନ୍ ଜୁନିୟରଙ୍କଠାରୁ ପରାସ୍ତ ହୋଇଛନ୍ତି। ସମ୍ପୂର୍ଣ୍ଣ ଫଳାଫଳ ଆସିବା ବାକି ଥିଲେ ମଧ୍ୟ ଟ୍ରମ୍ପ୍ ଯେଉଁ ସ୍ଥିତିରେ ରହିଛନ୍ତି, ସେଠାରୁ ଉଠି ନିର୍ବାଚନ ଜିତିବା ଏକପ୍ରକାର ଅସମ୍ଭବ ମନେହେଉଛି।…
୧୦ରୁ ଖୋଲିବ ମ୍ୟୁଜିୟମ: ସଂସ୍କୃତି ମନ୍ତ୍ରଣାଳୟର ଏସ୍ଓପି ଜାରି
ନୂଆଦିଲ୍ଲୀ, ୬ା୧୧(ପିଆଇବି):ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନ୍ଲକ୍ ୫.୦ ଗାଇଡ୍ଲାଇନ ଆଧାରରେ ୧୦ ତାରିଖରୁ ଦେଶରେ ମ୍ୟୁଜିୟମ୍, ଆର୍ଟ ଗ୍ୟାଲେରି ଏବଂ ପ୍ରଦର୍ଶନୀ ଖୋଲିବାକୁ ଯାଉଛି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର) ଜାରି ହୋଇଛି। କରୋନା ସଂକ୍ରମଣ…
ଫେବୃୟାରୀରେ ଆସିବ କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ, ୬ା୧୧:ଭାରତ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହୋଇଛି। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେଣୁ ଫେବୃୟାରୀରେ ଟିକା ବଜାରକୁ…
୫ ମେଗା ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର,୬ା୧୧(ବ୍ୟୁରୋ):ମେଟାଲ ସେକ୍ଟରରେ ୯୨,୭୧୩ କୋଟି ଟଙ୍କାର ୫ ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୪ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(ଏଚ୍ଏଲ୍ସିଏ) ବୈଠକରେ ଏହି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।…
ସଂକ୍ରମଣ କମାଉଛି ଆଇଭର୍ମେକ୍ଟିନ୍
ଭୁବନେଶ୍ୱର,୬ା୧୧(ବ୍ୟୁରୋ):କୋଭିଡ୍-୧୯ ସଂକ୍ରମଣକୁ ଅନେକାଂଶରେ ରୋକିବାରେ ସହାୟକ ହେଉଛି ଆଇଭରମେକ୍ଟିନ ପ୍ରୋଫିଲାକ୍ସିସ୍ ଔଷଧ। ଆଇଭରମେକ୍ଟିନର ଦୁଇ ଡୋଜ୍ରେ ସଂକ୍ରମଣ ୭୩% ପର୍ଯ୍ୟନ୍ତ କମିଯାଉଥିବା ଭୁବନେଶ୍ୱର ଏମ୍ସ ଦାବି କରିଛି। କୋଭିଡ୍ ଚିକିତ୍ସା ଓ ଏହାର ପ୍ରତିକାର ଉପରେ ଏମ୍ସ ପକ୍ଷରୁ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ…
ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍ଲାଇନ
ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ (ଆବଦ୍ଧାଞ୍ଚଳ) ବାହାରେ ରହିଥିବା କଲେଜ ଓ ୟୁନିଭର୍ସିଟିଗୁଡ଼ିକ ସମ୍ପୃକ୍ତ ରାଜ୍ୟ…
ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ
ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି। କେବଳ ସେତିକି ନୁହେଁ ମାତ୍ର ୪୭ ରନରେ ଅଲଆଉଟ ହୋଇଥିବାରୁ ଭେଲୋସିଟିର…
ଆଉ ନିର୍ବାଚନ ଲଢ଼ିବେନି ନୀତୀଶ କୁମାର
ପାଟନା, ୫।୧୧-ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ନିର୍ବାଚନ ଲଢ଼ିବେନି। ଚଳିତ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ନୀତୀଶ ଗୁରୁବାର ପୁର୍ନିଆର ଧାମଧାହାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ…
ରାଜ୍ୟରେ ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୫ ା୧୧(ବ୍ୟୁରୋ)- ରାଜ୍ୟରେ ଗୁରୁବାର ଆଉ ୧୪୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲଶ୍ୱରରୁ ୧୧୦, କଟକରୁ ୧୦୭, ସୁନ୍ଦରଗଡରୁ ୯୭, ଜଗତସିଂହପୁରରୁ ୯୩, କେନ୍ଦୁଝରରୁ ୯୦, ଅନୁଗୋଳରୁ ୮୪, ବଲାଙ୍ଗୀରରୁ…

