ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୭୮ କରୋନା ଆକ୍ରାନ୍ତ: କଟକ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୭।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୫୪୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ…
ତାପଙ୍ଗରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ
ଭୁବନେଶ୍ୱର(ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୨୭ା୯- ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ରବିବାର କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ ଚଢାଉ କରି ୨୬୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ…
ପୁରୀ, କୋଣାର୍କକୁ ଗଡ଼ିଲା ‘ମୋ ବସ୍’
ଭୁବନେଶ୍ୱର, ୨୭ା୯ (ବ୍ୟୁରୋ)- ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହୋଇଛି। ରବିବାର ବିଶ୍ୱ ପର୍ଯ୍ୟଟନ ଦିବସରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଉପହାର ସ୍ବରୂପ ମୋ ବସ୍ ସେବା ଆରମ୍ଭ ହେବ ବୋଲି ମୋ ବସ୍ ପରିଚାଳନା ସଂସ୍ଥା…
ମେରୁଦଣ୍ଡ ଯନ୍ତ୍ରଣା ଦୂର କରେ ଏହି ଶାଗ
ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି; ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍ ନେକ୍ରୋସିସ୍, ଗଣ୍ଠି ସଂକ୍ରମଣ, ଟ୍ୟୁମର୍, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଅନେକ…
କଟକରୁ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୭।୯-କଟକ ସହରରୁ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୮୧ ରହିଛି। ତୁଳସୀପୁରରୁ ୬, ଚାଉଳିଆଗଞ୍ଜରୁ ୨, କଲେଜ ଛକରୁ ୨, ମଙ୍ଗଳବାଗରୁ ୨,…
ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅଭିନେତ୍ରୀ କରୋନା ପଜିଟିଭ
ନୂଆଦିଲ୍ଲୀ,୨୭।୯-ପୂର୍ବତନ ବିଗବସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂରା ସତର୍କତା ଅବଲମ୍ବନ କରିବା ପରେ ବି ମୁଁ କରୋନାରେ ସଂକ୍ରମିତ…
କୃଷି ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ,୨୭।୯: କୃଷକ ତଥା ବିଭିନ୍ନ ରାଜନୈତିକ ଦଳର ବିରୋଧ ମଧ୍ୟରେ ରବିବାର କୃଷି ବିଲ୍ ସମେତ ୩ଟି ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇଛନ୍ତି। ମୋଦି ସରକାରରେ ସହଯୋଗୀ ଥିବା ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ବିଲ୍କୁ ବିରୋଧ…
କୋହଲି ଜଣେ ମଣିଷ, ମେଶିନ ନୁହେଁ
ନୂଆଦିଲ୍ଲୀ, ୨୭।୯:କିଙ୍ଗସ ଏକାଦଶ ପଞ୍ଜାବଙ୍କ ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କୁ କଡ଼ା ସମାଲୋଚନା କରାଯାଇଛି। କୋହଲି କେବଳ ପଞ୍ଜାବ ବିପକ୍ଷରେ ଦୁଇଟି କ୍ୟାଚ ହାତଛଡା କରିବାରୁ ଦଳ ହାରିଥିଲା। ସେବେଠାରୁ ପ୍ରଶଂସକମାନେ ବିରାଟଙ୍କୁ ସମାଲୋଚନା କରି…
ସାପ ଧରୁଥିବାବେଳେ ଯୁବକଙ୍କ ସହ ଘଟିଲା ଏମିତି: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ସାପକୁ ଧରୁଥିବାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଜଣେ ଯୁବକ କଳାରଙ୍ଗର ଏକ ସ୍ଲୋପରେ ଛିଡା ହୋଇ ପାଣିରେ ପହଁରୁଥିବା ଏକ ସାପକୁ…
ଉଦ୍ଧବ ଠାକ୍ରେଙ୍କୁ ଭେଟିଲେ ଶରଦ ପାୱାର
ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଶିବସେନା ଏମ୍ପି…
ସ୍ବାମୀଙ୍କୁ ଜେଲ୍ ପଠାଇବାର ଦୁଇଦିନ ପରେ ଏମିତି କହିଲେ ଅଭିନେତ୍ରୀ
ଅଭିନେତ୍ରୀ ପୁନମ ପାଣ୍ଡେ ନିଜ ବୋଲ୍ଡ ଅନ୍ଦାଜକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ପୁନମ ଏବଂ ବିବାଦ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି। କିଛି ସପ୍ତାହ ପୂର୍ବରୁ ପୁନମ ସାମ ବମ୍ବେଙ୍କୁ ବିବାହ କରିଥିଲେ। ଏନେଇ ସେ ସୋସିଆଲ ମିଡିଆ…
ଜେଡିୟୁରେ ସାମିଲ ହେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ
ପାଟନା,୨୭।୯-ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ଜନତା ଦଳ ୟୁନାଇଟେଡ(ଜେଡିୟୁ )ରେ ସାମିଲ ହୋଇଛନ୍ତି ରାଜ୍ୟର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ରବିବାର ଗୁପ୍ତେଶ୍ବର ଜେଡିୟୁର ସଦସ୍ୟତା ହାସଲ କରିଛନ୍ତି। ପ୍ରକାଶ ଯେ, ଗତ…
Archives


