ରାଜ୍ୟ ସଭାରେ ହଙ୍ଗାମା: ୮ ଏମ୍ପି ସପ୍ତାହେ ପାଇଁ ନିଲମ୍ବିତ
ନୂଆଦିଲ୍ଲୀ, ୨୧।୯: ମୌସୁମୀ ଅଧିବେଶନର ୮ମ ଦିନରେ ସୋମବାର ରାଜ୍ୟ ସଭାରେ ୮ ବିରୋଧୀ ସଦସ୍ୟଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। କୃଷି ବିଧେୟକକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ହଙ୍ଗାମାକୁ ନେଇ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…
ସ୍କୁଲ ଫିସ୍ ଦେବା ପାଇଁ ବାସନ ବିକୁଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡର ବ୍ୟାଡ୍ମ୍ୟାନ୍ ଗୁଲଶନ ଗ୍ରୋଭରଙ୍କୁ ଆଜି ୬୫ ବର୍ଷ ହୋଇଛି। ପିଲାଦିନକୁ ଦାରିଦ୍ର୍ୟରେ ବିତାଇଥିବା ଗୁଲଶାନ କେବଳ ବଲିଉଡରେ ନୁହେଁ, ହଲିଉଡ, ଜର୍ମାନ, ଅଷ୍ଟ୍ରେଲିୟ, ପୋଲାଣ୍ଡ, କାନାଡିୟ, ଇରାନ, ମାଲେସିଆ, ବ୍ରିଟେନ ଏବଂ ନେପାଳୀ ଚଳଚ୍ଚିତ୍ର ସମେତ ଭାରତର ବିଭିନ୍ନ ଭାଷାରେ…
‘ଫେଲୁଦା’କୁ ଅନୁମୋଦନ: କମ୍ ଖର୍ଚ୍ଚ, ସ୍ବଳ୍ପ ସମୟରେ କରୋନା ରିପୋର୍ଟ
ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଏଣିକି କମ୍ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍ ସିଆର୍ଆଇଏସ୍ପିଆର୍ (କ୍ଲଷ୍ଟରଡ ରେଗୁଲାରୀ ଇଣ୍ଟରସ୍ପେସ୍ଡ ଶର୍ଟ ପାଲିନ୍ଡ୍ରୋମିକ ରିପିଟ୍ସ) ଟେଷ୍ଟ କିଟ୍ ‘ଫେଲୁଦା’କୁ ଡ୍ରଗ୍ସ କଣ୍ଟ୍ରୋର ଜେନରୋଲ…
କାଳ ସାଜୁଛି ବିଳମ୍ବ ରିପୋର୍ଟ
ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ବଳ ଲଗାଇଛନ୍ତି। ଚିକିତ୍ସାଠାରୁ ଆରମ୍ଭ କରି ସଚେତନତା ଓ କଟକଣା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ତଥାପି ସଂକ୍ରମଣ ବଢ଼ି ଚାଲିଥିବାରୁ ଏବେ ନାନା ତର୍ଜମା ଚାଲିଛି। ଇତିମଧ୍ୟରେ କେତେକ…
ଚାଇନା ଗୋଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ
ନୂଆଦିଲ୍ଲୀ,୨୧।୯(ପି.ଟି.): ଚାଇନା ଗୋଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ରାଜୀବ ଶର୍ମା ମୁକ୍ତ ସାମ୍ବାଦିକତା କରନ୍ତି। ଶନିବାର ଶର୍ମାଙ୍କୁ ଗିରଫ କରାଯିବାର କିଛି ଘଣ୍ଟା ପରେ ତାଙ୍କର…
ବେଡ୍ରୁମ୍ରେ ପଶି ମାଡ଼ ମାରିଲା ପୋଲିସ
ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବେଡ୍ରୁମ୍ରେ ପଶି ତାଙ୍କୁ ମାଡ଼ ମାରିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ପୋଲିସର ଏଭଳି…
ଏସ୍ସିବିରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ବିଳମ୍ବ ହେବ
କଟକ ଅଫିସ,୨୧।୯: ଏସ୍ସିବିରେ ପ୍ରସ୍ତାବିତ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ କିଛିଦିନ ବିଳମ୍ବ ଘଟିବ। ଏହା ଆସନ୍ତା ୨୧ ତାରିଖରେ ଲୋକାର୍ପଣ ହେବାର ଥିଲା। କିନ୍ତୁ ୬ଦିନ ପରେ ଏହା ଲୋକାର୍ପଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନ ମିିଳିଛି। ରବିବାର…
ଘୋଷଣାରେ ରହିଯିବ ‘ଗାନ୍ଧୀ ସର୍କିଟ’
ଭୁବନେଶ୍ୱର,୨୧।୯(ବ୍ୟୁରୋ): ଚଳିତବର୍ଷ କେବଳ ପାଳନରେ ସୀମିତ ରହିଯିବ ସରକାରଙ୍କ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ମହାସମାରୋହର ସହ ଆୟୋଜନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଥିଲେ। ହେଲେ ଏବେ କୋଭିଡ୍ ବାହାନା ଦେଖାଇ ସେସବୁକୁ ବନ୍ଦ…
କୋଠା ଭୁଷୁଡି ୧୦ ମୃତ
ଭିୱଣ୍ଡି,୨୧ ।୯: ମହାରାଷ୍ଟ୍ର ଥାନେର ଭିୱଣ୍ଡିରେ ସୋମବାର ସକାଳେ ଏକ ତିନି ମହଲା କୋଠା ଭୁଷୁଡି ପଡିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଟେଲ କମ୍ପାଉଣ୍ଡରେ ଥିବା ଏହି କୋଠାଟି ସୋମବାର ପ୍ରାୟ ଭୋର ୩ଟା…
ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧।୯(ବ୍ୟୁରୋ)ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ରବିିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଛି…
କ୍ଷତିରେ ଯାତ୍ରୀ ପରିବହନ: ଚିନ୍ତାରେ ମାଲିକ
ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନା ପ୍ରଭାବରୁ ବର୍ତ୍ତିପାରୁନି ଯାତ୍ରୀ ପରିବହନ ସେବା। ବସ୍ ଠାରୁ ଆରମ୍ଭ କରି ଟ୍ୟାକ୍ସି ଏବଂ ଅଟୋ ଭଳି ଯାତ୍ରୀବାହୀ ଯାନ କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଛି। ବସ୍ ସେବା ଅତିମାତ୍ରାରେ ପ୍ରଭାବିତ ହୋଇଛି। କରୋନା ଭୟ ରହିଥିବାରୁ…
ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ : ରଘୁସାର୍ଙ୍କ ହାତ ତିଆରି ଶିକ୍ଷଣ ସରଞ୍ଜାମ
ଖଇରା, ୨୧।୯(ଡି.ଏନ୍.ଏ.)-ଶିକ୍ଷକତା ଥିଲା ତାଙ୍କର ପେଶା ା ହେଲେ ପିଲାମାନେ ଶିକ୍ଷଣ ସରଞ୍ଜାମ ମାଧ୍ୟମରେ କିଭଳି ଗଣିତ ବିଜ୍ଞାନ ସରଳ ଭାଷାରେ ବୁଝିପାରିବେ ସେହି ସରଞ୍ଜାମ ତିଆରି କରିବା ପାଇଁ ସେ ଲାଗିପଡୁଥିଲେ। ସରକାରଙ୍କୁ ତରଫରୁ ବିଦ୍ୟାଳୟକୁ ଅର୍ଥ ଆସୁ ବା…
Archives


