ସ୍ତ୍ରୀଙ୍କଠାରୁ ପ୍ରତାରଣା ପରେ ଏହି ଝିଅକୁ ଭଲପାଇ ବସିଥିଲେ କ୍ରିକେଟର ଦୀନେଶ କାର୍ତ୍ତିକ: ଦେଖାକରିବା ପାଇଁ ଯାଉଥିଲେ ଜିମ୍
ବର୍ତ୍ତମାନ ଆଇପିଏଲ୍ର ୧୩ତମ ସିଜିନ୍ ଚାଲିଛି। ଏହି ଅବସରରେ କ୍ରିକେଟରଙ୍କ ପ୍ରେମ କାହାଣୀ ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଦୀନେଶ କାର୍ତ୍ତିକଙ୍କ ଏକ ମଜାଦାର ଖବର ସମ୍ମୁଖକୁ ଆସିଛି। ୧୭ ବର୍ଷ ବୟସରେ କାର୍ତ୍ତିକ ଫଷ୍ଟକ୍ଲାସ…
କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୦୦ ପାର୍ କଲା
କୋରାପୁଟ,୨୫ା୯(ସ୍ବ.ପ୍ର.): କୋରାପୁଟ ଜିଲାରୁ ଶୁକ୍ରବାର ଆଉ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୁଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୦୧କୁ ବୃଦ୍ଧିପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ…
ବାଜିଲା ନିର୍ବାଚନ ବିଗୁଲ, ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ, ୨୫।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଗୁଲ ବାଜିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ବିହାରରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮ରୁ ଆରମ୍ଭ ହେବ,…
କୃଷି ବିଲ୍କୁ ବିରୋଧ: ବରଗଡ଼ରେ ରାସ୍ତାକୁ ଓହ୍ଲାଇଲେ ଚାଷୀ
ବରଗଡ଼ ଅଫିସ,୨୫ା୯: କୃଷି ବିଲ୍କୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ବିରୋଧର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର ଚାଷୀ ପ୍ରତିନିଧିମାନେ ସଂଗଠିତ ହୋଇ ବରଗଡ଼ ଗାନ୍ଧୀଛକରେ ରାସ୍ତାକୁ ଓହ୍ଲାଇଛନ୍ତି। କୃଷି ବିଲ୍ ଦ୍ବାରା…
ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ
ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ମାୟା ଭୂୟାଁ(୬୦)। ଗୁରୁବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର…
ଓଲା ଗାଡ଼ି ଅପହରଣ କରି ୩ ଗିରଫ
କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର ତ୍ରିଲୋଚନ ସାମନ୍ତରାୟ ଓରଫ ଦିପୁ, ପଟ୍ଟାମୁଣ୍ଡାଇ ଥାନା ଡାମରପଙ୍କ ବାଲିପାଟଣା ଗ୍ରାମର ପରେଶ…
ଖାଲିପଡ଼ିଛି ମଙ୍ଗାଶାଳ
ବରଗଡ଼ ଅଫିସ୍, ୨୫ା୯: ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବରଗଡ଼ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦେଶ ତଥା ଦେଶ ବାହାରେ ଏଠାରେ ପ୍ରସ୍ତୁତ ସମ୍ବଲପୁରୀ ଶାଢ଼ିଠାରୁ ଆରମ୍ଭ କରି ଅନ୍ୟ ପୋଷାକ, ପରିଚ୍ଛଦର ଚାହିଦା ମଧ୍ୟ ଅଧିକ ।…
ରିଲିଫ ଚାଉଳ ବଣ୍ଟନରେ ଦୁର୍ନୀତି
ଯାଜପୁର ଅଫିସ୍,୨୫।୯: ରିଲିଫ୍ ଚାଉଳ ହଡ଼ପ କରାଯାଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ ହେବାର ଗୋଟିଏ ଦିନ ପରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଯାଜପୁର ବ୍ଲକ ଏରାବାଙ୍କ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ବିପନ୍ନ ପରିବାରକୁ ନୋଟିସ୍ ଜାରି…
ମିଛୁଆ ଲୋକ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି: ମୋଦି
ନୂଆଦିଲ୍ଲୀ,୨୫।୯: ଭାରତୀୟ ଜନ ସଂଗଠନର ଜନକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ଜନତା ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ପାର୍ଟି କର୍ମକର୍ତ୍ତାମାନେ ଲୋକଙ୍କ…
ସରକାରୀ ଆଇଟିଆଇରେ ସ୍ପଟ ଆଡ୍ମିଶନ ଆରମ୍ଭ
କଟକ ଅଫିସ,୨୫।୯: ୪୯ଟି ସରକାରୀ ଆଇଟିଆଇ ଓ ୪୫୫ଟି ବେସରକାରୀ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଡିଜିଟି ନିର୍ଦ୍ଦେଶନାମା ମୁତାବକ ଆଇଟିଆଇ ନାମଲେଖା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସରିବ। ୪୯ଟି ସରକାରୀ ଆଇଟିଆଇରେ…
ଖଣ୍ଡଗିରି ଅସ୍ଥାୟୀ ବସ୍ ଡିପୋକୁ ନେବ ଓଏସ୍ଆର୍ଟିସି
ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦୂର ହେବ ବରମୁଣ୍ଡା ବସ୍ଷ୍ଟାଣ୍ଡ ସମସ୍ୟା। ଏହାର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବରରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି)କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଖଣ୍ଡଗିରିରେ ହୋଇଥିବା ଅସ୍ଥାୟୀ ବସ୍ ଡିପୋର…
ବ୍ରାଉନ୍ସୁଗାର ଡିଲରଙ୍କ ଆର୍ଥିକ କାରବାର ଯାଞ୍ଚ କରିବ ଇଡି
ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରାଜ୍ୟରେ ପୁଣି ବ୍ରାଉନସୁଗାର ଓ ନିଶା କାରବାର ବଢ଼ି ଚାଲିଛି। ଧଳା ଜହରର କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତ ମିଳାଇଛନ୍ତି। ଏସ୍ଟିଏଫ୍ର ଚିଠି ପରେ ଏବେ ବ୍ରାଉନସୁଗାର ଡିଲରଙ୍କ…
Archives


