Posted inଜାତୀୟ

ଆଉ ନିର୍ବାଚନ ଲଢ଼ିବେନି ନୀତୀଶ କୁମାର

ପାଟନା, ୫।୧୧-ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ନିର୍ବାଚନ ଲଢ଼ିବେନି। ଚଳିତ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ନୀତୀଶ ଗୁରୁବାର ପୁର୍ନିଆର ଧାମଧାହାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ତାଙ୍କର ଏଭଳି ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି। ୭ ତାରିଖରେ ବିହାରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବାବେଳେ ୧୦ରେ ଭୋଟଗଣତି ହେବ। ୬୯ ବର୍ଷୀୟ ଜେଡିୟୁ ମୁଖ୍ୟ ନୀତୀଶ ଏଥର ନିର୍ବାଚନରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୩୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ପଠାଇଛି। କୋଇଲା ଚୋରି ସ୍କାମର...

ବସ୍‌ ଚଳାଉଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଚାଳକ, ମହିଳା ଯାତ୍ରୀ ଚଳାଇଲେ ବସ୍‌

ପୁଣେ,୧୬ା୧: ପୁଣେରେ ଏବ ବସ୍‌ ଦ୍ରୁତ ବେଗରେ ଚଳାଉଥିବାବେଳେ ଚାଳକ ଜଣକ ହଠାତ୍‌ ବେହୋସ ହୋଇପଡ଼ିଥିଲେ। ଯେଉଁଥିପାଇଁ ବସ୍‌ଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ବସ୍‌ରେ ବସିଥିବା...

୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ

ମୁମ୍ବାଇ,୧୨।୩ : ୨୦୧୩ରେ ଜଣେ ୪ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାରେ ୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର...

ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪ ।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ଘଣ୍ଟାରେ ଦେଶରେ ୩୫୫ଜଣ ନୂଆ କରୋନା...

ଭାଜପାର ସାଉଥ୍‌ ମିଶନ: ୨ଦିନ ଯାଏ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିବେ ମନ୍ତ୍ରୀ

ହାଇଦ୍ରାବାଦ,୨୭।୬: ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଦିନ ଯାଏ ରହିବାକୁ ଭାଜପାର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଆଉ...

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର...

କରୋନା ହଟସ୍ପଟ୍‌ ଧରାବିରେ ୭ ଦିନ ମଧ୍ୟରେ ଘଟିନି କୌଣସି ମୃତ୍ୟୁ

ମୁମ୍ବାଇ,୮।୬: କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଥିବା ମୁମ୍ବାଇର ଧରାବିରେ ଗତ ୭ ଦିନ ମଧ୍ୟରେ କୌଣସି ମୃତ୍ୟୁ ଘଟି ନ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଟ୍ରକ୍‌-ଓଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ୭ ଛାତ୍ରଙ୍କ ଜୀବନ

ରାୟପୁର,୯।୨: ଛତିଶଗଡର କାଙ୍କେର ଜିଲା କୋରେର ଚିଲହାଟୀ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ଏକ ଟ୍ରକ୍‌ ସହ ଓଟୋ ମୁହାଁମୁହିଁ ଧକ୍କା ହେବା...

Advertisement
Archives

Model This Week