Home

ଧୋନୀଙ୍କ ପାଇଁ ଚାକିରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତର ଭେଟେରାନ କ୍ରିକେଟର ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବଲିଉଡ ଅଭିନେତା ରଣବୀର ସିଂ ଏକ ବଡ଼ ଖୁଲାସା କରିଛନ୍ତି। ସେ ଧୋନିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତର ସ୍ମୃତି ବାଣ୍ଟିଛନ୍ତି। ସେ କହିଛନ୍ତି ଯେ ଏମଏସ…

ବାଇକ୍‌ ଭିତରେ ଥିଲା ଏମିତି ଜିନିଷ, ପୋଲିସ ଦେଖି ଉଡିଗଲା ହୋସ୍‌

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ବାଇକ୍‌ ଭିତରେ ୨୦ଟି ମଦ ବୋତଲ ପୂରାଇ ନେଉଥିବାବେଳେ ପୋଲିସ ହାତରେ ଧରାପଡିଥିବା ଭିଡିଓରେ ଦେଖାଯାଇଛି। ଏହି ଭିଡିଓଟି ଗୁଜରାଟର। ରାଜ୍ୟରେ ମଦ ବ୍ୟାନ୍‌ ଥିବାରୁ ଲୋକେ…

ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ

ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ ଯୋଗୁ ଦାନଗଦି ବ୍ଲକ କେନ୍ଦୁଡିପି ଗ୍ରାମର ଏକାଧିକ ପରିବାର ଜଳଘେରରେ ରହିଛନ୍ତି। ଏନେଇ ସମ୍ପୃକ୍ତ…

ବହୁଚର୍ଚ୍ଚିତ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ ଅଫିସ,୧୭ା୮: ରାୟଗଡ଼ାର ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ସେ କହିଛନ୍ତି, ରବିବାର ରାତିରେ ନେତ୍ରାନନ୍ଦଙ୍କ ଦେହ…

ମୁଖ୍ୟମନ୍ତ୍ରୀ ତଡ଼ିବେ ମାଙ୍କଡ଼: ୫ ବର୍ଷରେ ଖର୍ଚ୍ଚ ହେବ ୫ କୋଟି

ନୂଆଦିଲ୍ଲୀ, ୧୭।୮: ରାଜଧାନୀ ଦିଲ୍ଲୀରେ ମାଙ୍କଡ଼ ଉପଦ୍ରବ ବଢ଼ିବାରେ ଲାଗିଛି। ମାଙ୍କଡ଼କୁ ତଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପରିବେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମାଙ୍କଡ଼ ତଡ଼ିବା ଲାଗି ୫ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ବରାଦକୁ…

୧୧ ଦିନରେ ୧୦ ହଜାର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ…

ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ

ସିଡ୍‌ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍‌ନୀରେ ଘଟିଛି। ଏଠାରେ ସାର୍କ କବଳରୁ ସ୍ତ୍ରୀଙ୍କୁ ରକ୍ଷା କରିବା ଲାଗି ଜଣେ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି।…

ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେବ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର, ୧୭ା୮(ବ୍ୟୁରୋ): ଲକ୍‌ଡାଉନରେ ରାଜ୍ୟକୁ ଫେରିଥିବା ପ୍ରବାସୀ କୁଶଳୀ ଶ୍ରମିକମାନେ ଏବେ କାମଧନ୍ଦା ନ ପାଇ ରୋଜଗାର ଆଶାରେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ସଜବାଜ ହେଉଛନ୍ତି। ଜୀବନକୁ ବିପଦରେ ପକାଇ ସେମାନେ ବସ୍‌, ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଯାଉଛନ୍ତି।…

ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ ଅଧିକ ଉତ୍ସାହ ଭରିବ ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଟେଷ୍ଟିଂ କ୍ରମାଗତ…

୨୩ଶହ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ରାଜଧାନୀରେ ବେଶ୍‌ ସକ୍ରିୟ ରହିଛି ଜମି ର଼୍ୟାକେଟ୍‌। କେଉଁଠି ଗୋଷ୍ଠୀଗତ ତ ଆଉ କେଉଁଠି ବ୍ୟକ୍ତିଗତ କବ୍‌ଜାକୁ ଚାଲିଯାଉଛି ଭୁବନେଶ୍ୱରର ବହୁ ମୂଲ୍ୟବାନ ଜମି। ଜବରଦଖଲ ସହ କିଣାବିକା ମଧ୍ୟ ହେଉଛି। ଫଳରେ ୨୩ଶହ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି…

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା

ବରେଲି,୧୭ା୮: ଉତ୍ତରପ୍ରଦେଶରେ ମହିଳା ବିରୋଧୀ ହିଂସା ଥମିବାର ନାଁ ନେଉନାହିଁ। ଲକ୍ଷ୍ମୀପୁର ଖେରି ଜିଲାରେ ଶୁକ୍ରବାର ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଇସାନନଗର ଅଞ୍ଚଳର ପକାରିଆ ଗ୍ରାମସ୍ଥିତ ଏକ ଚାଷଜମିରେ ଶୌଚ କରିବାରୁ ତାଙ୍କୁ ଏପରି କରାଯାଇଥିବା…

୧୫ ମାସର ପୁଅକୁ ହାତଗୋଡ଼ ବାନ୍ଧି ମାଡ଼

ଗୋପ, ୧୭ା୮(ଡି.ଏନ୍‌.ଏ.): ଜନ୍ମଦାତ୍ରୀ ମା’ ପାଲଟିଲା ନିଷ୍ଠୁର। ପାରିବାରିକ କଳହକୁ ନେଇ ନିଜ ୧୫ମାସର ଶିଶୁ ପୁତ୍ରକୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଛି ମା’। ଗୋପ ଥାନା ଅଧୀନ ଶୋରଭା ପଞ୍ଚାୟତ ପାଇକପଡ଼ା ଗ୍ରାମର ଏହି ଘଟଣାର ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri