Home

ଭୁବନେଶ୍ୱରରେ ପଜିଟିଭ, କବିସୂର୍ଯ୍ୟନଗରରେ ନେଗେଟିଭ

କବିସୂର୍ଯ୍ୟନଗର,୧୬ା୮(ଡି.ଏନ୍‌.ଏ.)- କବିସୂର୍ଯ୍ୟନଗରର ଜଣେ ବ୍ୟବସାୟୀଙ୍କ କୋଭିଡ୍‌-୧୯ ରିପୋର୍ଟ ଭୁବନେଶ୍ୱରରେ ପଜିଟିଭ ଆସିଥିବାବେଳେ କବିସୂର୍ଯ୍ୟନଗରରେ ନେଗେଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଯାହାକୁ ନେଇ ସମ୍ପୃକ୍ତ ବ୍ୟବସାୟୀ ଦ୍ୱନ୍ଦ୍ୱରେ ପଡିବା ସହ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି।…

ବାଣ ବିସ୍ଫୋରଣରେ ଭୁଶୁଡ଼ି ପଡିଲା ଘର

ବେଗୁନିଆ,୧୬ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କଣ୍ଟାବାଡ଼ ଗ୍ରାମରେ ଶନିବାର ରାତିରେ ବାଣ ବିସ୍ଫୋରଣ ଘଟି କାଶୀନାଥ ମହାପାତ୍ରଙ୍କ ଘର ସହ ପଡୋଶୀଙ୍କ ୪ ବଖରା କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ପୋଲିସ ଓ…

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ

ନୂଆଦିଲ୍ଲୀ,୧୬।୮: କ୍ରିକେଟରରୁ ରାଜନେତା ପାଲଟିଥିବା ତଥା ଯୋଗୀ ସରକାରର ମନ୍ତ୍ରୀ ଚେତନ ଚୌହାନଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷିୟ ଚେତନ କରୋନା ଆକ୍ରାନ୍ତ ହେବାପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ରବିବାର ଅପରାହ୍ନ ୪.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ…

୧୫ ଦିନରେ ୟୁପି ସରକାରର ୨ ମନ୍ତ୍ରୀ କରୋନା ମୃତ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରୀ ଚେତନ ଚୌହ୍ବାନ ରବିବାର କରୋନା ପ୍ରାଣ ହରାଇଛନ୍ତି। ଗତ ୧୧ ତାରିଖରେ ସେ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ତାଙ୍କୁ ମେଦାନ୍ତ…

କଟକରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

କଟକ ଅଫିସ,୧୬ା୮- ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି ଅଧିକ ସଂଖ୍ୟାରେ…

ବେକେ ବନ୍ୟା ପାଣିରେ ବାଇକ ଚଲାଉଛନ୍ତି ଯୁବକ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ବେକେ ବନ୍ୟା ପାଣିରେ ଜଣେ ଯୁବକ ବାଇକ ଚଲାଉଛନ୍ତି। ଆଜ୍ଞା ହଁ।…

ଆସିଲା ବିଶ୍ୱର ସବୁଠୁ ଶସ୍ତା ଇଲେକ୍ଟ୍ରିକ ବାଇକ୍‌, ଦାମ୍‌ ରହିଛି ଏତିକି

ଶସ୍ତା ଫୋନ ଏବଂ ଶସ୍ତା ଏଲ୍‌ଇଡି ଟେଲିଭିଜନ ପରେ ଡିଟେଲ ଇଣ୍ଡିଆ ବର୍ତ୍ତମାନ ଭାରତୀୟ ବଜାରରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ କରିଛି। କମ୍ପାନୀ ଦାବି କରିଛି ଯେ ଏହି ଇଲେକ୍ଟ୍ରିକ ବାଇକ୍‌ କିଲୋମିଟର ପିଛା ମାତ୍ର ୨୦ ପଇସା ଖର୍ଚ୍ଚ…

ଦେଶ ପାଇଁ ଏହି କାମ ସାରି ପିତାଙ୍କ ଚିତାରେ ନିଆଁ ଦେଲେ ମହିଳା ପୋଲିସ ଇନ୍ସପେକ୍ଟର

ଚେନ୍ନାଇ,୧୬।୮: ତାମିଲନାଡୁ ଜଣେ ମହିଳା ପୋଲିସର ଇନ୍ସପେକ୍ଟର ପିତାଙ୍କ ମୃତ୍ୟୁ ସତ୍ତ୍ୱେ ତାଙ୍କ ଅନ୍ତିମ ସଂସ୍କାର ବନ୍ଦ କରି ସ୍ବାଧୀନତା ଦିବସ ପରେଡର ନେତୃତ୍ୱ ନେଇଥିଲେ। ସଶସ୍ତ୍ର ରିଜର୍ଭ ପୋଲିସର ଇନ୍ସପେକ୍ଟର ଏନ୍‌.ମାହେଶ୍ୱରୀ ବାପାଙ୍କ ମୃତ୍ୟୁ ଖବର ଶୁଣି ଥିଲେ ମଧ୍ୟ…

ଭୁବନେଶ୍ୱରରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୮ ଲୋକାଲ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୦ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୨ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଲୋକାଲ କଣ୍ଟାକ୍ଟ କେସ ରହିଛି। ଗୋଟିଏ ଘରୋଇ ହସ୍ପିଟାଲରୁ ୩ ଜଣ, ପଟିଆରୁ ୫ ଜଣ, ବୁଦ୍ଧେଶ୍ୱର…

ଯଦି ଏପରି କାମ କରିବେ ଜୀବନରେ ଧନର ଅଭାବ ରହିବ ନାହିଁ

ଅର୍ଥ ମଣିଷ ଜୀବନରେ ନିତ୍ୟାନ୍ତ ଆବଶ୍ୟକ। ଆଧୁନିକ ଯୁଗରେ ମଣିଷ ପାଇଁ ପ୍ରତିଟି କ୍ଷେତ୍ରରେ ଅର୍ଥ ଦରକାର ପଡୁଛି। ଯେବେ ମଣିଷ ନିକଟରେ ଅର୍ଥର ଅଭାବ ଦେଖାଯାଏ ତାର ସମସ୍ତ ଯୋଜନା ଭାଙ୍ଗିଯାଇ ଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବସ୍ତୁବାଦୀ ଯୁଗରେ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପାଇଁ ମା’ କଲେ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲା କଥା କହିବା କାରଣରୁ ଅନେକ ଥର ଅସୁବିଧାରେ ପଡ଼ନ୍ତି। ଏହି କାରଣରୁ ବେଳେବେଳେ ତାଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେବେଳେ ତାଙ୍କୁ ଟ୍ରୋଲର ମଧ୍ୟ ସାମ୍ନା କରିବାକୁ ପଡେ। ସୁଶାନ୍ତ ମାମଲାରେ ମଧ୍ୟ କଙ୍ଗନା ଯେଉଁ କଠୋର…

କୁମ୍ଭୀରକୁ ନଦୀରୁ ଘୋଷାରି ଆଣିଲା ବାଘ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳୁଛି। ଏକ ବାଘ ପାଣି ଭିତରେ ଥିବା କୁମ୍ଭୀରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri