Home

ପୋଖରୀରେ ବୁଡି ଯୁବକଙ୍କ ଜୀବନଗଲା

ଦିଗପହଣ୍ଡି,୩୦।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟାରୁ ସେ ଘରୁ ଯାଇଥିଲେ ମଧ୍ୟ ରାତି ୧୦ ଟା ଯାଏ ଘରକୁ ଫେରି…

ନିର୍ବାଚନ ହାରିଲେ ବି ସହଜରେ ଛାଡ଼ିିବିନି କ୍ଷମତା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍‌ କହିଛନ୍ତି ଯେ, ନିର୍ବାଚନରେ ହାରିଲେ ବି ସେ ସହଜରେ କ୍ଷମତା ଛାଡ଼ିବେନି।…

ଗଣିତରେ ୧୦୦ରୁ ଏତିକି ନମ୍ବର ରଖୁଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ ପଡିଆରେ ବୋଲରଙ୍କ ମୁଣ୍ଡବିନ୍ଧା ସାଜିଥିବା କୋହଲି କେଉଁ…

ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର କରି ନିଜ ପିତାଙ୍କ ପଂକ୍ତି ଲେଖନ୍ତି। ଏବେ ସେ ଏକ ବଡ ନିଷ୍ପତ୍ତି ନେଇ…

ଖରାପ ଗୋଳାବାରୁଦ ଯୋଗାଣ: ସ୍ଥଳସେନାର କ୍ଷତି ହୋଇଛି ୯୬୦ କୋଟି

ନୂଆଦିଲ୍ଲୀ, ୩୦।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ପାକିସ୍ତାନ-ଚାଇନା ସହିତ ଭାରତକୁ ସବୁବେଳେ ମୁହାଁମୁହିଁ ସ୍ଥିତିରେ ରହିବାକୁ ପଡୁଛି। ଏପରିସ୍ଥଳେ ଅର୍ଡିନାନ୍ସ୍‌ ଫ୍ୟାକ୍ଟ୍ରି ବୋର୍ଡ(ଓଏଫ୍‌ବି) ପକ୍ଷରୁ ସ୍ଥଳସେନାକୁ ଯୋଗାଇ ଦିଆଯାଇଥିବା ଖରାପ ଗୋଳାବାରୁଦ ଯୋଗୁ ୯୬୦ କୋଟି ଟଙ୍କାର କ୍ଷତି ହୋଇଛି। ଏନେଇ…

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟରଙ୍କୁ ମନ୍ଥର ଓଭର ପାଇଁ ୧୨ ଲକ୍ଷ…

ମାତାପିତାଙ୍କୁ ମନେପକାଇ ଭାବୁକ ହେଲେ ଏହି ଲୋକପ୍ରିୟ କ୍ରିକେଟର୍‌

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ପ୍ରଥମ ବିଜୟ ଦେଇଛନ୍ତି ଲେଗ ସ୍ପିନର ରସିଦ ଖାନ। ଏହି ମ୍ୟାଚ୍‌ରେ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ତାଙ୍କ ମାତାପିତାଙ୍କୁ ସେ ମ୍ୟାନ ଅଫ ଦି…

୧୯୫୯ର ଏଲ୍‌ଏସିକୁ ଗ୍ରହଣ କରାଯିବନି

ନୂଆଦିଲ୍ଲୀ,୩୦।୯: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଥିବାବେଳେ ୧୯୫୯ର ଏକପାଖିଆ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାରତ ମଙ୍ଗଳବାର ସ୍ପଷ୍ଟ କରିଛି। ପ୍ରକୃତ ସୀମାରେଖାକୁ ସମ୍ମାନ ଜଣାଇବା ଓ କୌଣସି ଦୁଃସାହସ…

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩ କୋଟି ୩୬ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏଭଳିସ୍ଥଳେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ…

ପ୍ରେମରେ ଅସଫଳ ରହିବାରୁ ଏମିତି ନିଷ୍ପତ୍ତି ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ ଅକ୍ଟୋବର ୨, ୧୯୪୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଶା ହିନ୍ଦୀ ସିନେମାର ଏକ ବଡ ନାମ। ସମୟ ଥିଲା ଯେତେବେଳେ ବର୍ଶକ ଆଶା ପାରେଖଙ୍କ ପାଇଁ ପାଗଳ ଥିଲେ। ଆଶା ପାରେଖ ୧୯୫୯ରୁ ୧୯୭୩ ପର୍ଯ୍ୟନ୍ତ…

ଆଉନାହାନ୍ତି ଜହ୍ନମାମୁ ପତ୍ରିକାର କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ,୩୦।୯:: ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଆଉନାହାନ୍ତି। ୯୭ ବର୍ଷ ବୟସରେ ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି। ସେ ଲୋକପ୍ରିୟ ଜହ୍ନମାମୁ ପତ୍ରିକାର କାର୍ଟୁନିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ୧୯୨୪ରେ ଜନ୍ମିତ ଶିବଶଙ୍କର ଅଶି ଓ ନବେ ଦଶକରେ…

୧୦ ପରିବର୍ତ୍ତେ ୧୨ରୁ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩୦ା୯:ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ରାଜ୍ୟରେ ହେବାକୁ ଥିବା ଏକକ ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ଭିତରେ ଚଳିତ ବର୍ଷ ପିଜି ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ ପରିବର୍ତ୍ତେ ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri