ଦେବୀ ଦୁର୍ଗା ସାଜି ଫଟୋଶୁଟ୍ କଲେ ଏହି ସୁନ୍ଦରୀ ରାଜନେତ୍ରୀ
ଲୋକସଭା ସଦସ୍ୟା ତଥା ଅଭିନେତ୍ରୀ ନୁସରତ ଜାହାନ କୌଣସି ନା କୌଣସି କଥାକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ କ୍ରମାଗତ ଭାବେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ତାକୁ ପ୍ରଶଂସକମାନେ ପସନ୍ଦ ମଧ୍ୟ…
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର
ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍ ଜିଲାରେ ମଙ୍ଗଳବାର ଭୋର୍ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ମାନକୋଟ ସେକ୍ଟରରେ…
ଏନ୍ଏଚ୍ରେ ୫ ହଜାରରୁ ଅଧିକ ମୃତ୍ୟୁଯନ୍ତା: ତାମିଲନାଡୁରେ ସର୍ବାଧିକ
ନୂଆଦିଲ୍ଲୀ, ୨୯।୯: ଜାତୀୟ ରାଜପଥ(ଏନ୍ଏଚ୍)ରେ ୫ ହଜାର ୪୮୯ ମୃତ୍ୟୁଯନ୍ତା ରହିଛି। ୨୦୧୫ରୁ ୨୦୧୯ ମଧ୍ୟରେ ଏସବୁ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥର ପ୍ରତି ୫୦୦ ମିଟରରେ ମଧ୍ୟରେ ହାରାହାରି ୫ଟି ଦୁର୍ଘଟଣା ଗତ ୩ ବର୍ଷରେ ଘଟିଥିବା କେନ୍ଦ୍ର…
କେତେ ଦିନ ଅଟକ ରହିବେ ମେହବୁବା: ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏସମ୍ପର୍କରେ ଖଣ୍ଡପୀଠ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାକୁ ପଚରା ଯାଇଛି।…
ଶତକ ହାସଲରୁ ବଞ୍ଚିତ ହେଲେ ଏହି କ୍ରିକେଟର୍, ଗର୍ଲଫ୍ରେଣ୍ଡ୍ କହିଲେ ଏମିତି
ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ହାରିଯାଇଛି, କିନ୍ତୁ ଦଳର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ତାଙ୍କ ଚମତ୍କାର ଇନିଂସରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଇଶାନ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ କଠିନ ସମୟରେ ରକ୍ଷା କରିଥିଲେ। ୫୮ ବଲରେ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍ଲ
ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୧ରେ କାଲିଦାସ…
ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା
ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ଏହା ଦ୍ୱାରା ପ୍ରତିଦିନ ୧୫୧.୫ ନିୟୁତ ଲିଟର ଜଳ ଶୋଧନ କରାଯାଇପାରିବ। ସେଥିମଧ୍ୟରେ…
୨୧ ବର୍ଷ ପରେ ଦୋଷମୁକ୍ତ ହେଲେ ଏହି ବ୍ୟକ୍ତି, କୋର୍ଟ କହିଲେ ବଳାତ୍କାର ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା
ନୂଆଦିଲ୍ଲୀ,୨୯।୯: ଦୀର୍ଘ ୨୧ ବର୍ଷ ପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ। ଜଣେ ମହିଳାଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ବଳାତ୍କାର ନୁହେଁ ବରଂ ଉଭୟ ପରସ୍ପରକୁ ଗଭୀର ଭାବେ…
ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୫…
CORONAVIRUS UPDATE: ରାଜ୍ୟରେ ୩୦୬୭ ନୂଆ ପଜିଟିଭ୍ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ
ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା୨୧୫୬୭୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ଜଣ…
କେବଳ ଛାତିରେ ଯନ୍ତ୍ରଣା ନୁହେଁ, ଏହିସବୁ ଲକ୍ଷଣ ଦେଖାଗଲେ ହୋଇପାରେ ହୃଦ୍ଘାତ
ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ସାରା ବିଶ୍ୱରେ ହୃଦୟ ଦିବସ ପାଳନ କରାଯାଏ। ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ହେଉଛି ଏହି ଦିନ ପାଳନ କରିବାର ପ୍ରକୃତ ଉଦ୍ଦେଶ୍ୟ। ୱାଲର୍ଡ ହାର୍ଟ ଫେଡେରେସନ ଅନୁଯାୟୀ, ସାରା ବିଶ୍ୱରେ ସର୍ବାଧିକ ମୃତ୍ୟୁ ହୃଦ…
ବାବ୍ରି ଭଙ୍ଗା ମାମଲା: ଷଡ଼ଯନ୍ତ୍ର ନା କରସେବକଙ୍କ କ୍ରୋଧ କିଏ ଦାୟୀ, ବୁଧବାର ଫଇସଲା
ନୂଆଦିଲ୍ଲୀ, ୨୯।୯: ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ ବୁଧବାର ଆସିବ। ମସଜିଦ୍ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା କୋର୍ଟ କରିବେ। ଏଠାରେ…
Archives


