ଗତ ୪ ବର୍ଷ ହେଲା ଡିପ୍ରେସନ୍ରେ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ଝିଅ
ଅଭିନେତା ଅମିର ଖାଁଙ୍କ ଝିଅ ଇରା ଏବେ ଡିପ୍ରେସନ୍ରେ ଅଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକ ବିବ୍ରତ ହୋଇଥିଲେ। ଭିଡିଓ ମାଧ୍ୟମରେ ଇରା କହିଛନ୍ତି ଗତ…
ୟେଦୁରପ୍ପାଙ୍କ ପ୍ରସଙ୍ଗରେ ଚୌକିଦାର ଚୁପ୍ କାହିଁକି: କଂଗ୍ରେସ
ବେଙ୍ଗାଲୁରୁ,୧୧।୧୦: କର୍ନାଟକର ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ପରିବାର ନାଁରେ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି ୟେଦୁରପ୍ପାଙ୍କ ଇସ୍ତଫା ଦେବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ ଦଳରୁ ଓହରି ଯାଇଛନ୍ତି। ଏଥିସହିତ ଦଳ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲଙ୍କୁ ନେଇ ଚିନ୍ତିତ…
ଘାରିଛି ଓ୍ବେବ୍ ସିରିଜ ନିଶା
ବବି ଦେଓଲଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘ବରସାତ୍’ (୧୯୯୫) ଚଳଚ୍ଚିତ୍ରରୁ। ଏଥିରେ ତାଙ୍କର ନାୟିକା ସାଜିଥିଲେ ଟ୍ବିଙ୍କିଲ ଖାନ୍ନା। ଫିଲ୍ମଟିକୁ ମଧ୍ୟ ଆଶାନୁରୂପ ସଫଳତା ମିଳିିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ବେଶ୍ କେତୋଟି ସିନେମାର ନାୟକ ସାଜିଥିଲେ ମଧ୍ୟ…
ଦୋଛକିରେ ପଡିଛନ୍ତି ତାରା
ନବାଗତା ତାରା ସୁଟାରିଆ ଏବେ ଦୋଛକିରେ ପଡିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫର ତାଙ୍କର ଟେନ୍ସନ୍କୁ ବଢ଼ାଇ ଦେଇଛି। କାରଣ ଏଥିରେ ତାଙ୍କୁ ବିକିନୀ ଗେଟ୍ଅପ୍ରେ ଶଟ୍ ଦେବାକୁ ପଡିବ। ତେଣୁ ଏପରି ଅଫରକୁ ହଁ ଭରିବେ ନା…
୯ମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍, ମ୍ୟାଗି ଖାଇ କାଟୁଥିଲେ ରାତି
ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍ ସହ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ପ୍ରସିଦ୍ଧ। ରବିବାର ସେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଫଳରେ ଦେଶବିଦେଶର ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୩, ଅକ୍ଟୋବର ୧୧ରେ…
ବନବାସ ସମୟରେ ସୀତା କାହିଁକି ପିନ୍ଧୁଥିଲେ ହଳଦୀ ରଙ୍ଗର ବସ୍ତ୍ର, ଏହା ପଛରେ ଥିବା କାରଣ ଜାଣନ୍ତୁ
ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣ ବନବାସ ସମୟରେ କେବଳ ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିଥିଲେ। କାହିଁକି ଜାଣନ୍ତି? ଯଦି ନା ତେବେ ଏହି ରଙ୍ଗ ପଛରେ ଏକ ବଡ଼ କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ପ୍ରଭୁ…
ବିରାଟଙ୍କ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍ କିସ୍
ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା ଏକ ବ୍ଲୁ କଲରର ଡ୍ରେସ୍ ପିନ୍ଧିଥିଲେ। ଯେଉଁଥିରେ ବେବି ବମ୍ପ ଦେଖାଯାଉଥିଲା। ତେବେ ଷ୍ଟାଡିୟମରେ…
ନେହା-ରୋହନପ୍ରୀତ୍ଙ୍କ ଏକାଠି ଫଟୋ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ରୋହନପ୍ରୀତ ସିଂଙ୍କୁ ପ୍ରେମ କରିବା ଏପରିକି ତାଙ୍କୁ ବିବାହ କରିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ନେହା ରୋହନପ୍ରୀତଙ୍କ ସହ ଏକ…
ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଭାଜପା: ବାପାଙ୍କ ପରେ ପୁଅକୁ ମିଳିଲା ଟିକେଟ୍
ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ଜଗତ୍ସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ୱର ସଦର ପାଇଁ ଭାଜପା ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ଦଳ ପ୍ରାର୍ଥୀ…
ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍ଯୁଦ୍ଧ
ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ନଡ଼ିଆକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ପାଖେଇ ଆସିବାରୁ…
ଭାଲୁ-ଗଧିଆ ମୁହାଁମୁହିଁ, ପରେ ଘଟିଲା ଏମିତି
କେବେ ଭାଲୁ ଆଉ ଗଧିଆ ମୁହାଁମୁହିଁ ହେବାର ଦେଖିଛନ୍ତି? ଯଦି ନା ତେବେ ଜଣେ ଓ୍ବାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଏପରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଫଟୋଗ୍ରାଫର ଶେଟ୍ଟ ରୟାଲ କ୍ରଫ୍ଟ୍ ଭାଲୁ…
Archives


