Posted inଜାତୀୟ

ଗଠନ ହେବ ‘କାଓ କ୍ୟାବିନେଟ୍‌’

ନୂଆଦିଲ୍ଲୀ,୧୮।୧୧: : ମଧ୍ୟପ୍ରଦେଶରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ‘କାଓ କ୍ୟାବିନେଟ’(ଗାଈ କ୍ୟାବିନେଟ୍‌) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଈ କ୍ୟାବିନେଟ୍‌ରେ ପଶୁପାଳନ, ଜଙ୍ଗଲ, ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଗୃହ ଏବଂ କୃଷକ କଲ୍ୟାଣ ବିଭାଗ ଅନ୍ତର୍ଭୁକ୍ତ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଗାଈ କ୍ୟାବିନେଟର ପ୍ରଥମ ବୈଠକ ଗୋଷ୍ଟାଷ୍ଟମୀ ଦିନ ଅର୍ଥାତ୍‌ ନଭେମ୍ବର୨୨ରେ ମଧ୍ୟାହ୍ନ ୧୨ଟା ସମୟରେ ଗୋ ଅଭୟାରଣ୍ୟର ଆଗର ମାଲୱାଠାରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଗୁଳିମାଡ଼, ୮ ମୃତ

ଓ୍ବାଶିଂଟନ, ୧୭।୩: ଆମେରିକାର ଆଟାଲାଣ୍ଟାରେ ଭୟାନକ ଗୁଳିମାଡ ହୋଇଛି। ଅଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ କରିଥିଲେ।...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୬।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରୁ ଅସ୍ତ୍ରଶସ୍ତ୍ର...

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ...

ଜେଏନ୍‌ୟୁରେ ‘ମୋଦି ଗୋ ବ୍ୟାକ୍‌’ ସ୍ଲୋଗାନ୍‌

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜେଏନ୍‌ୟୁରେ ସ୍ଲୋଗାନ ଦିଆଯାଇଛି। ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ମୋଦି ଜେଏନ୍‌ୟୁରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମା ଲୋକାର୍ପଣ କରିବାର...

ପ୍ରଶାନ୍ତ କିଶୋରଙ୍କୁ ଭେଟିଲେ ସିନ୍ଧୁ

ନୂଆଦିଲ୍ଲୀ, ୨୭।୪: ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଗତ ଅନେକ ଦିନ ଧରି କଂଗ୍ରେସରେ ସାମିଲ ହେବା ନେଇ...

ନିର୍ବାଚନ ପୂର୍ବରୁ ରାଜ୍ୟ ମାନ୍ୟତା ଫେରାଅ: ଗୁଲାମ ନବୀ

ନୂଆଦିଲ୍ଲୀ, ୨୫।୧୦: ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ରବିବାର କେନ୍ଦ୍ର...

ଇସ୍ରୋ ବୈଜ୍ଞାନିକଙ୍କ ସନ୍ଦେହ ଜନକ ମୃତ୍ୟୁ: ତଦନ୍ତ ଜାରି

ହାଇଦ୍ରାବାଦ୍‌,୨।୧୦: ଇସ୍ରୋ ବୈଜ୍ଞାନିକ ଏସ୍‌.ଆର୍‌. ସୁରେଶ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଆମେରପେଟ୍‌ ସ୍ଥିତ ନିଜ ବାସ ଭବନରୁ ସୁରେଶଙ୍କ ମୃତ୍ୟୁ ଦେହକୁ ଉଦ୍ଧାର...

ମଝି ଆକାଶରେ ଜଳିଗଲା ମିଗ୍‌-୨୧ ବିମାନ

ଭୋପାଳ, ୨୫।୯: ଭାରତୀୟ ବାୟୁସେନାର ଏକ ଟ୍ରେନର ମିଗ୍‌-୨୧ ବିମାନ ବୁଧବାର ଗ୍ବାଲିୟରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ମଝି ଆକାଶରେ ଜଳିଯାଇଛି। ଏଥିରେ ଥିବା ଜଣେ...

Advertisement
Archives

Model This Week