Posted inଜାତୀୟ

ଗଠନ ହେବ ‘କାଓ କ୍ୟାବିନେଟ୍‌’

ନୂଆଦିଲ୍ଲୀ,୧୮।୧୧: : ମଧ୍ୟପ୍ରଦେଶରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ‘କାଓ କ୍ୟାବିନେଟ’(ଗାଈ କ୍ୟାବିନେଟ୍‌) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଈ କ୍ୟାବିନେଟ୍‌ରେ ପଶୁପାଳନ, ଜଙ୍ଗଲ, ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଗୃହ ଏବଂ କୃଷକ କଲ୍ୟାଣ ବିଭାଗ ଅନ୍ତର୍ଭୁକ୍ତ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଗାଈ କ୍ୟାବିନେଟର ପ୍ରଥମ ବୈଠକ ଗୋଷ୍ଟାଷ୍ଟମୀ ଦିନ ଅର୍ଥାତ୍‌ ନଭେମ୍ବର୨୨ରେ ମଧ୍ୟାହ୍ନ ୧୨ଟା ସମୟରେ ଗୋ ଅଭୟାରଣ୍ୟର ଆଗର ମାଲୱାଠାରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ,୬ ।୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ସୋମବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଇଛି । ହୱାଲା କନେକସନକୁ ନେଇ ଜୈନଙ୍କୁ...

ମୋ ପୁଅ ନିର୍ଦ୍ଦୋଷ: ଅଜୟ ମିଶ୍ରା

ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ମାମଲା ବେଳକୁ ବେଳ ଜଟିଳ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ...

ତେଲେଙ୍ଗାନାରେ ସ୍ବାଇନ ଫ୍ଲୁ ରୋଗୀ

ହାଇଦ୍ରାବାଦ,୧୯।୧: ତେଲେଙ୍ଗାନରେ ଏବେସୁଦ୍ଧା ୧୫୦ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍‌ ପ୍ରିଭେନ୍‌ଟିଭ୍‌ ମେଡିସିନର ନିର୍ଦ୍ଦେଶକ ଡାକ୍ତର ଶଙ୍କର। ସେ କହିଛନ୍ତି...

୧୭ରେ ଆସୁଛନ୍ତି ୬ ଆଫ୍ରିକୀୟ ଚିତା

ଭୋପାଳ,୭।୯:୧୯୪୭ରେ ଭାରତର ଶେଷ ଚିତାର ମୃତ୍ୟୁ ଘଟିଥିଲା ଛତିଶଗଡ଼ର କୋରେଆ ଜିଲାରେ। ଏହା ପରେ ବିଶ୍ୱର ଦ୍ରୁତତମ ପ୍ରାଣୀକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା। ଏହାର...

୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍‌ : ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍‌ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ।...

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ...

ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବା ମାମଲାରେ ଏସ୍‌ସିଙ୍କ କଡ଼ା ନିଷ୍ପତ୍ତି, ବିଶେଷଜ୍ଞ ପ୍ୟାନେଲ ଗଠନ ଲାଗି ସୁପାରିଶ…

ନୂଆଦିଲ୍ଲୀ, ୩।୮ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ଉପହାର( ଫ୍ରି ବି) ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ (ଏସ୍‌ସି)ଅଧିକ କଠୋର ହୋଇଛନ୍ତି ଏବଂ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଅବହେଳା: ଯୁବକ ରୋଡ ଶୋ’ରେ ଧସେଇ ପଶିଲେ…

ବେଙ୍ଗାଲୁରୁ,୨୫।୩ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ନେଇ ଏକ ଖବର ଆସିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି...

Advertisement
Archives

Model This Week