Home

ପ୍ରଶଂସକଙ୍କୁ ଝଟ୍‌କା: ବିଗ୍‌ବସ-୧୪ ସ୍ଥଗିତ

ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ବସର ପ୍ରଶଂସକଙ୍କୁ ବଡ଼ ଝଟ୍‌କା। ଚଳିତ ବର୍ଷ ଶେଷ ସୁଦ୍ଧା ବିଗ୍‌ବସ ସିଜିନ ୧୪ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବ ବୋଲି ଅନୁମାନ କରାଯାଉଥିଲା। ନିକଟରେ ଲଗାତର ଭାବେ ଏହି ଶୋ’ର ଟିଜର ଓ ପ୍ରୋମୋ…

ମଟନ୍‌, ଚିକେନ୍‌ ଠାରୁ ସ୍ବାସ୍ଥ୍ୟକର ଏହିସବୁ ପରିବା: ସ୍ବାଦ ବି ଭାରି ବଢ଼ିଆ

ପନିପରିବାରେ ପ୍ରୋଟିନ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ହେଲେ ଏମିତି କିଛି ପନିପରିବା ଅଛି, ଯେଉଁଥିରେ ଭିଟାମିନ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ତାହା ସହଜରେ ମିଳି ନ ଥାଏ। ଯଦି ବି ତାହା ମିଳେ ତେବେ ତା’ର ଦାମ୍‌…

କବରସ୍ତାନରେ କରିଥିଲେ ବୋମା ପରୀକ୍ଷା: ଆଇଏସ୍‌ ଆତଙ୍କବାଦୀ ୟୁସୁଫ୍‌ଙ୍କ ଷଡ଼ଯନ୍ତ୍ର ପଡ଼ିଲା ଧରା

ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀର ଧୋଲା କୂଆଁରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଅଞ୍ଚଳ ଅନ୍ତର୍ଗତ ଭୈସାହି ଗାଁରେ ତାଙ୍କ ଘରେ ଚଢ଼ାଉ ସମୟରେ ଆକ୍ରମଣ ଘଟାଇବା ଲାଗି ଆବଶ୍ୟକ ବହୁ ସାମ୍ରଗୀ ଜବତ ହୋଇଥିଲା। ଦେଶରେ ବଡ଼ ଧରଣର…

ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ

ଓ୍ବାଶିଂଟନ୍‌,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକାଟ୍ରିକ୍‌ ପାର୍ଟି ପକ୍ଷରୁ ପ୍ରାର୍ଥୀ ଥିବା ଜୋ ବାଇଡେନ…

ଝାରସୁଗୁଡା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ

ଝାରସୁଗୁଡା ଅଫିସ,୨୫।୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା ଆରମ୍ଭ କରାଯାଇଛି। ସୋମବାର ଏହି ହସ୍ପିଟାଲରେ ଦୁଇ ଜଣ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା କରାଯାଇଥିଲା। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ୍‌କରି ସୂଚନା…

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ପୂର୍ବରୁ ରାହୁଲଙ୍କୁ କେବଳ ଭାଜପା…

ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ନବୀନଙ୍କ ଦାବି: କେନ୍ଦ୍ରକୁ ଲେଖିଲେ ଚିଠି

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। କରୋନା…

କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ଏବେ ପଦାରେ ପଡ଼ିଛି। କପିଲ ସିବଲ୍‌ ଏବଂ ଗୁଲାମ ନବି ଆଜାଦ୍‌ଙ୍କ ଉପରେ ଆସିଥିବା ଅଭିଯୋଗ କିଛି ଘଣ୍ଟା ଧରି ବେଶ୍‌ ଚର୍ଚ୍ଚାରେ ରହିଥିଲା। ପରେ ଉଭୟ ନେତା ନିଜର ଆଭିମୁଖ୍ୟରେ…

ବଗଲାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପୂରୀ ଅଫିସ, ୨୫।୮: ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି। ୪ ଦିନ ହେଲା ଭାଜପା ପକ୍ଷରୁ ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଉଥିବା ବେଳେ…

ନିର୍ବାଚନରେ ମୋଦିଙ୍କ ପ୍ରସ୍ତାବକ ଥିବା ଡମ ରାଜାଙ୍କ ପରଲୋକ

ବାରାଣସୀ,୨୫।୮: ଉତ୍ତରପ୍ରଦେଶ ବାରଣାସୀ ନିର୍ବାଚନୀ ମଣ୍ଡଳୀର ଏମ୍‌ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା କାଶୀର ଡୋମ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ଘଟିଛି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିବା ବେଳେ ମଙ୍ଗଳବାର ୫୫ବର୍ଷ ବୟସରେ ତାଙ୍କର…

ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ ସ୍ଥାନୀୟ ପ୍ରତାପପୁର ପଞ୍ଚାୟତର ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବା ଶୈଳୀ ସଙ୍କଟ…

ପ୍ରସିଦ୍ଧ ସିଙ୍ଗରଙ୍କ ହଠାତ୍‌ ମୃତ୍ୟୁ, ଖେଳିଗଲା ଶୋକର ଛାୟା

୨୦୨୦ କେବଳ ବଲିଉଡ ପାଇଁ ନୁହେଁ ହଲିଉଡ ପାଇଁ ମଧ୍ୟ ଦୁଃଖଦାୟକ ପ୍ରମାଣିତ ହେଉଛି। ଆମେରିକାର ଅନ୍ୟତମ ପ୍ରସିଦ୍ଧ ଗାୟକ ଜଷ୍ଟିନ ଟାଉନ୍ସ ଇୟର୍ଲଙ୍କ ହଠାତ୍‌ ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ଜଷ୍ଟିନଙ୍କ ପରିବାର ତାଙ୍କ ଇନଷ୍ଟାଗ୍ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri