Home

କଂଗ୍ରେସରୁ ଇସ୍ତଫା ଦେଲେ ଖୁଶବୁ: ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

ଚେନ୍ନାଇ, ୧୨।୧୦: ତାମିଲନାଡୁରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଫିଲ୍ମ ଅଭିନେତ୍ରୀ ଖୁଶବୁ ସୁନ୍ଦର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ରାଜ୍ୟ ପ୍ରବକ୍ତା ପଦରୁ ତାଙ୍କୁ…

ମୋଦି କ୍ୟାବିନେଟରେ ଏନ୍‌ଡିଏର ଜଣେ

ନୂଆଦିଲ୍ଲୀ,୧୨ା୧୦: ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଲାସ ପାଶ୍ୱାନଙ୍କ ପରଲୋକ ପରେ କେନ୍ଦ୍ର ସରକାରରେ ଏବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ମାତ୍ର ଗୋଟିଏ ସହଯୋଗୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଶାସକ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରୁ…

୯୦ ବର୍ଷ ପରେ ମୈନ ଦ୍ୱୀପରେ ଶିଶୁ ଜନ୍ମ

ମୈନେ,୧୨।୧୦: ଦୀର୍ଘ ୯୦ ବର୍ଷ ପରେ ମୈନ ଦ୍ୱୀପରେ ଜଣେ ଶିଶୁ ଜନ୍ମ ନେଇଛି। ଦୁଇ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁର ନାମ ଆଜାଲିଏ ବେଲି ଗ୍ରେ ରଖାଯାଇଛି। ଆରୋନ୍‌ ଗ୍ରେ ଓ ଏରିନ୍‌ ଫର୍‌ନାଲ୍ଡ ଗ୍ରେଙ୍କର ଏହା…

ଟିଆର୍‌ଏସ୍‌ କର୍ମୀଙ୍କୁ ହତ୍ୟାକଲେ ମାଓବାଦୀ

ହାଇଦ୍ରାବାଦ, ୧୨।୧୦: ତେଲଙ୍ଗାନାର ମୁଲୁଗୁ ଜିଲା ଅନ୍ତର୍ଗତ ଆଲୁବାକା ଗ୍ରାମରେ ମାଓବାଦୀମାନେ ଜଣେ ଟିଆର୍‌ଏସ୍‌ କର୍ମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମାଓବାଦୀଙ୍କୁ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।…

ପାକ୍‌ରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ

ନୂଆଦିଲ୍ଲୀ, ୧୨।୧୦: ପାକିସ୍ତାନର ଦକ୍ଷିଣ ପୂର୍ବ ସିନ୍ଧ୍‌ ପ୍ରଦେଶର ବାଡିନ୍‌ ଜିଲା କାରିଓ ଘନ୍‌ଓ୍ବାରରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ପୋଲିସ ମାମଲା ରୁଜୁକରିବା ସହ ଜଣକୁ ଗିରଫ କରିଥିବା…

ପୁଣି ମୁହଁ।ମୁହିଁ ୨ ଓକିଲ

ନୂଆଦିଲ୍ଲୀ,୧୨ା୧୦(ଆଇଏଏନ୍‌ଏସ୍‌): କେହି କେହି ଏହାକୁ ସଂଯୋଗ ବୋଲି କହୁଥିବାବେଳେ ଆଉ କେତେକଙ୍କ ମତରେ ଏହା ହେଉଛି ଭାଗ୍ୟ। କିନ୍ତୁ ଦୁହେଁ କହୁଛନ୍ତି ଏହା ସେମାନଙ୍କ ପାଇଁ ପେସା। ଦିଲ୍ଲୀର ନିର୍ଭୟା ମାମଲା ଲଢ଼ିଥିବା ଦୁଇ ଆଇନଜୀବୀ ଏବେ ଉତ୍ତରପ୍ରଦେଶର ହାଥ୍‌ରସ ମାମଲାରେ…

କଂଗ୍ରେସ ନେତ୍ରୀଙ୍କୁ ସହଯୋଗୀଙ୍କ ମାଡ଼

ଦେଓରିଆ,୧୨।୧୦: ଉତ୍ତରପ୍ରଦେଶରେ ଜଣେ ମହିଳା ନେତ୍ରୀଙ୍କୁ ରବିବାର କଂଗ୍ରେସ କର୍ମୀମାନେ ମାଡ଼ ମାରିଛନ୍ତି। ଉପନିର୍ବାଚନ ଲାଗି ବଳାତ୍କାର ଅଭିଯୁକ୍ତଙ୍କୁ ଟିକେଟ ଦିଆଯିବାକୁ ସେ ବିରୋଧ କରିଥିଲେ। ଏହାକୁ ନେଇ କିଛି କଂଗ୍ରେସ କର୍ମୀ ବିରୋଧକରିବା ସହ ନେତ୍ରୀଙ୍କୁ ମାଡ଼ ମାରିିଥିବା ଜଣାପଡ଼ିଛି।…

କୋଭିଡ୍‌ ହସ୍ପିଟାଲରେ ଡାକ୍ତର ଆନ୍ଦୋଳନ

ନୂଆଦିଲ୍ଲୀ, ୧୨।୧୦: ମହାମାରୀ କରୋନା କାଳରେ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ନର୍ସ (କୋଭିଡ୍‌ ଯୋଦ୍ଧା)ଙ୍କୁ ଦିଲ୍ଲୀ ସରକାରଙ୍କ ହତାଦର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ୪ ମାସ ହେଲା ଦରମା ନ ପାଇ ଏମାନେ…

ରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଶରଣକୂଳରୁ-ପୁରୀ ଯାଇଥିବା ନୂଆଜଗନ୍ନାଥ ସଡ଼କରେ ରବିବାର ଅପରାହ୍ନ ୫ଟାରେ ଏକ ହାତୀ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିଲା। ହାତୀକୁ ଦେଖି ଲୋକେ ଭୟରେ ଦୌଡିବାକୁ…

ଧୋନୀଙ୍କ ଝିଅଙ୍କୁ ବଳାତ୍କାର ଧମକ ଦେଇଥିବା ନାବାଳକ ଧରାପଡିଲେ

ଗାନ୍ଧୀନଗର,୧୨।୧୦: ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏନେଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକ ରାଗି ଯାଇଛନ୍ତି। ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଧୋନୀଙ୍କ ୫ ବର୍ଷର ଝିଅ ଜିଭାଙ୍କୁ…

୧୩ରେ ସିବିଏସ୍‌ଇ ଅଫିସ ଆଗରେ ଧାରଣା ଦେବ ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): କରୋନା ମହାମାରୀ ପାଇଁ ଗତ ୬ମାସ ହେବ ସ୍କୁଲ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନ ହେବା ପାଇଁ ଅନ୍‌ଲାଇନ କ୍ଲାସ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଫି’ ଛାଡ଼ କିମ୍ବା ସ୍ବାଭାବିକ ପରିସ୍ଥିତି ଆସିଲେ…

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧୭ ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ୧୭ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିପାଇଁ ମୋଟ ୪୩୦ ଅଧ୍ୟାପକ ପଦବୀ ଥିବାବେଳେ ୩୧୩ଟି ପୂରଣ ହୋଇଛି। ଏବେ ୧୧୭ ଅଧ୍ୟାପକ ପଦବୀ ଖାଲି ରହିଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri