Home

‘ଟିପି ଟିପି ଟପ୍‌’ର ସହାୟତା ନେଲା ପୋଲିସ

ମୁମ୍ବାଇ: ପିଲାଦିନର ସ୍ମୃତି ଭାରି ମଧୁର। ସେଥିପାଇଁ ତ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ରୋମାଞ୍ଚିତ ହୋଇ ଉଠନ୍ତି ଅନେକ। ପିଲାଦିନର ଏମିତି ଏକ ଖେଳ ହେଉଛି ଟିପି ଟିପି ଟପ୍‌। ଏହି ଖେଳ ମାଧ୍ୟମରେ ପିଲାମାନେ ବେଶ୍‌ ମଜା କରିଥାନ୍ତି।…

ଚକୋଲେଟ୍‌ ଗଣେଶ

ଭୋପାଳ: କରୋନା ପାଇଁ ଏବେ ସବୁଆଡ଼େ ଗଣେଶ ପୂଜା ନେଇ କଟକଣା ଲାଗିଛି। କିନ୍ତୁ ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥର ଗଣେଶ ପୂଜାରେ ଏକ ଭିନ୍ନ ପ୍ରୟାସ କରି ଚକୋଲେଟ…

ରାଜଧାନୀରେ ଆଇଏସ୍‌ ଆତଙ୍କବାଦୀ: ରଚିଥିଲେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୨।୮: ରାଜଧାନୀ ଦିଲ୍ଲୀରେ ଆଇଏସ୍‌ ଆତଙ୍କବାଦୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଧୋଲାକୂଆଁର ରିଙ୍ଗ୍‌ ରୋଡ୍‌ ନିକଟରେ ଆଇଏସ୍‌ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ଏଠାରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ପୋଲିସ ଏନ୍‌କାଉଣ୍ଟର…

ମହିଳାଙ୍କ ସ୍ବର ‘ମୁଥୁଲକ୍ଷ୍ମୀ’

କଥା ଊନବିଂଶ ଶତାବ୍ଦୀର। ପୁରୁଷ ପ୍ରଧାନ ସମାଜର ତଥାକଥିତ କଟକଣା ଆଗରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ମହିଳା। ଧାର୍ମିକ, ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାରେ ଅବରୁଦ୍ଧ କରିଦିଆଯାଉଥିଲା ନାରୀଙ୍କ ସ୍ବର। ଏହି ସମୟରେ ନାରୀ ସଶକ୍ତୀକରଣକୁ ନୂଆ ଦିଶା ଦେଇଥିଲେ ମୁଥୁଲକ୍ଷ୍ମୀ ରେଡ୍ଡୀ। ଆବିଳତାପୂର୍ଣ୍ଣ…

ସଫଳତା ଦେଲା ନୂତନ ମିସୋନିକ୍ସ ଡିଭାଇସ୍‌

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପ୍ରାୟ ୧୫ ଦିନ ତଳେ ଦୁର୍ଘଟଣାରେ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁ ପଶ୍ଚିମବଙ୍ଗର ଜଣେ ୪୫ ବର୍ଷୀୟ ବ୍ୟକ୍ତି ପକ୍ଷାଘାତର ଶିକାର ହେବା ସହ ତାଙ୍କର ମଳ ଓ ମୂତ୍ର ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଏଭଳି ଜଣେ ଜଟିଳ ରୋଗୀ…

ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର ଜଣେ କଲେକ୍ଟର କିଣିଛନ୍ତି। ଏନେଇ ଇଷ୍ଟ ବିଷ୍ଟଲ ନିଲାମ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।…

କରମଳା ବଜାରରେ ବୋମାମାଡ଼

କଣାସ,୨୨।୮(ଡି.ଏନ.ଏ): ଗଡ଼ିଶାଗୋଦା ଥାନା ଅଧୀନ କରମଳା ଗ୍ରାମର ବଜାରରେ ଗୁରୁବାର ରାତିରେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଛି। ଖବରପାଇ ପୋଲିସ ପହଞ୍ଚି ୨ଟି ବୋମା ଓ ୨ ବାଇକ୍‌ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ କରମଳା ଗ୍ରାମର ସଜନୀ ସାହୁଙ୍କୁ…

ଆମ୍ବୁଲାନ୍ସ ପାଇଁ ଅଧକିଲୋମିଟର ଚାଲିଲେ ଗର୍ଭବତୀ

ଚୌଦ୍ୱାର,୨୨।୮(ଡି.ଏନ୍‌.ଏ): ଲଘୁଚାପ ବର୍ଷା ଯୋଗୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି। ଫଳରେ ଲୋକେ ଘରୁ ବାହାରିପାରୁ ନ ଥିବାବେଳେ ରୋଗୀ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ସାହି ଭିତରକୁ ପଶିପାରୁ ନାହିଁ। ଏହି…

ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଲେ ବିକାଶ ହୋଇପାରିବ: ନବୀନ

ଭୁବନେଶ୍ୱର,୨୨।୮(ବ୍ୟୁରୋ): କରୋନା ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢ଼େଇ ସାଙ୍ଗକୁ ଲୋକଙ୍କ ଜୀବିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡ଼କ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ…

ଆସୁଛି ଲଘୁଚାପ: ୨୪, ୨୫ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଓ ୨୫ ତାରିଖରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ…

୩ ମାସ ବେତନର ୫୦% ବେରୋଜଗାରୀ ଭତ୍ତା ମିଳିବ

ନୂଆଦିଲ୍ଲୀ, ୨୨।୮: କୋଭିଡ୍‌ ମହାମାରୀ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କୁ ବେରୋଜଗାରୀ ଭତ୍ତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ସଦସ୍ୟ…

ବନ୍ୟା ପୀଡ଼ିତ ଛାତ୍ରୀଙ୍କ ଆଶା ସୋନୁ

କୋରୁକୋଣ୍ଡା,୨୨।୮(ଡି.ଏନ୍‌.ଏ.): ବନ୍ୟାରେ ଘରଦ୍ୱାର ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟରରେ ଦେଖିବା ପରେ ସହାୟତା ପାଇଁ ସୋନୁ ଆଗେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri