Home

ବଗଲା ବଞ୍ଚାଓ ପଦଯାତ୍ରା ଆରମ୍ଭ

ପୁରୀ ଅଫିସ,୧୪ା୧୦:ବଗଲା ଧର୍ମଶାଳା ଜମି ବିକ୍ରି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବ ଭାଜପା। ଏନେଇ ବୁଧବାର ସକାଳ ୯ଟାରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସିଂହଦ୍ୱାରଠାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଛି। ବିକ୍ରି ହୋଇଥିବା କବଲା ରଦ୍ଦ ଏବଂ…

ଆଜି ରାଜ୍ୟରେ ପୁଣି ୨୬୦୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୯୩ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

ମଝି ଆକାଶରେ ୨ ହେଲିକପ୍ଟର ମଧ୍ୟରେ ଧକ୍କା: ୧୫ ମୃତ

କାବୁଲ, ୧୪।୧୦: ଆଫଗାନିସ୍ତାନରେ ୨ ବାୟୁସେନା ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ହେଲମଣ୍ଡ ପ୍ରଦେଶର ଲଶ୍କର ଗେହ ନିକଟସ୍ଥ ନଓ୍ବା-ଇ ବର୍କଜାୟି ଜିଲାରେ ସୈନ୍ୟବାହିନୀଙ୍କୁ ଆଣିବା କାର୍ଯ୍ୟରେ…

୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଡିସେମ୍ବର ସୁଦ୍ଧା ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ ଡିସେମ୍ବର ସୁଦ୍ଧା ୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଅଟୋମେଟେଡ୍‌ ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଏହାଦ୍ୱାରା ସହଜରେ ଅପରାଧୀଙ୍କ ଡାଟା ସଂରକ୍ଷିତ ହୋଇ ରହିପାରିବ। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ…

ଧୋନୀଙ୍କ ଭଳି ହେଲିକପ୍ଟର ଶର୍ଟ ମାରୁଥିଲେ ଏହି ଖେଳାଳି, ଘଟିଲା ଏମିତି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କ ଭଲ ପ୍ରଦର୍ଶନ ପରେ ବୋଲର ମଧ୍ୟ ଉନ୍ନତମାନର ବୋଲିଂ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ଇନିଂସର ୧୯ତମ ଓଭରର…

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର ଅଫିସ ,୧୪।୧୦ – ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରାଯାଇଛି। ଶିକ୍ଷକ ଭୁବନାନନ୍ଦ ସାହୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ…

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ। ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ ରାଜ୍ୟର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ଅଚାନକ ଦେଖି କାନ୍ଦିବାକୁ ଲାଗିଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଖେଳାଳି

ଦୁବାଇ,୧୪।୧୦; ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଚମତ୍କାର ପ୍ରଦର୍ଶନ କରୁଛି। ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଏହି ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ମଧ୍ୟରୁ ୫ଟି ଜିତିଛି।…

ବିହାର: ଭାଜପାରୁ ୯, ଜେଡିୟୁରୁ ୧୫ ବହିଷ୍କୃତ

ପାଟନା, ୧୪ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକେଟ ଆଶାରେ ଦଳଡିଆଁ ପାଇଁ ଭାଜପାର ୯ ଓ ଜେଡିୟୁର ୧୫ ନେତାଙ୍କୁ ବହିଷ୍କୃତ କରାଯାଇଛି। ଭାଜପାରୁ ୯ ନେତା ଏଲ୍‌ଜେପିରୁ ଟିକେଟ ପାଇ…

ଲଦାଖର ୟୁଟି ମାନ୍ୟତା ବେଆଇନ

ନୂଆଦିଲ୍ଲୀ/ବେଜିଂ,୧୪ା୧୦: କେନ୍ଦ୍ର ସରକାର ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ (ୟୁଟି) ମାନ୍ୟତା ଦେବାର ୧୪ ମାସ ପରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଅଡ଼ୁଆ ଛିଣ୍ଡୁନାହିଁ। ଭାରତ ସହ ସୀମା ବିବାଦରେ ବ୍ୟସ୍ତ ଚାଇନା ଏହାକୁ ଅସ୍ବୀକାର କରିଆସୁଛି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ…

ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟିପିଛି। ଏହି ପ୍ରସଙ୍ଗ କେବଳ…

ବଜ୍ରପାତ ନେଲା ୨ ଜୀବନ

ନୟାଗଡ ଅଫିସ,୧୪।୧୦:ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ବର୍ଷା ସହ ବଜ୍ରପାତ ହୋଇଛି। ବୁଧବାର ସକାଳେ ଏଠାର ଡିହଗାଁ ପଂଚାୟତରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଉଦୟ ନାଥ ପ୍ରଧାନ (୮୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri