ନିର୍ବାଚନ ହାରିବା ପରେ ପ୍ରାର୍ଥୀ ରଖିଲେ ଧନ୍ୟବାଦ ସଭା: ପରେ ଯାହା ଘଟିଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଜୟପୁର, ୧୪।୧୦: ରାଜସ୍ଥାନର ଯୋଧପୁରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ପିପାଡ ତହସିଲ ନାମକ ଗାଁରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୁନ୍ଦର ଦେବୀ ଏବଂ ମକୁ ଦେବୀ ମଧ୍ୟରେ…
ବୃଦ୍ଧଙ୍କ ଘରୁ ଉଦ୍ଧାର ହେଲା ୨୦ ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ
ସଲ୍ଟ ଲେକ ସିଟି,୧୩।୧୦-ଆମେରିକାର ହୋଲାଡେ ସହରରେ ରହୁଥିବା ଜଣେ ବୃଦ୍ଧଙ୍କ ଘରେ ପୋଲିସ ଚଢାଉ କରି ୨୦ଟି ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ ଜବତ କରିଛି। ଏହି ଘଟଣାରେ ମାର୍ଟିନ ବୋନ(୬୮) ନାମକ ଜଣେ ବୃଦ୍ଧଙ୍କୁ ପୋଲିସ ଗିରଫ…
କଟକ ସହରରୁ ୯୮ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ, ୧୩।୧୦- କଟକ ସହରରୁ ମଙ୍ଗଳବାର ୯୮ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି…
ଆରୋଗ୍ୟ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରେ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୧୩।୧୦(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ଆଉ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୭୯, ଯାଜପୁରରୁ ୧୪୮, ଅନୁଗୋଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗିରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡ଼ାରୁ…
ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍
ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରିପାରିବ ନାହିଁ। ସେମିତି କିଛି ଘଟିଛି ମେକ୍ସିକୋରେ। ମେକ୍ସିକୋର ତଲାଲଟେନାଙ୍ଗୋ ସହର…
ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ
ଅହମଦାବାଦ, ୧୩।୧୦: ଲକ୍ଡାଉନ୍ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ ସେଓ ଲାଗି ହୋଇଛି। ଠାକୁରଙ୍କୁ ସେଓରେ ସଜାଇ ଦିଆଯାଇଛି। ଏବେ ଏହା ସୋସିଆଲ୍ ମିଡ଼ିଆରେ…
ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ
ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ…
ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ
ମଥୁରା, ୧୩।୧୦: ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି କୁହାଯାଉଛି।…
ମା’ ହେବାକୁ ଯାଉଛନ୍ତି ଶାହିଦଙ୍କ ପୂର୍ବତନ ପ୍ରେମିକା
ଶାହିଦ କପୁରଙ୍କ ପୂର୍ବତନ ପ୍ରେମିକା କୁହାଯାଉଥିବା ଅମୃତା ରାଓ ବିବାହ ପରଠାରୁ ନିଜ ରିୟଲ ଲାଇଫ୍କୁ ଫିଲ୍ମ ତଥା ଗ୍ଲାମର ଦୁନିଆଠାରୁ ସବୁବେଳେ ଦୂରେଇ ରଖିଛନ୍ତି। ହେଲେ ଏବେ ‘ବିବାହ’ ଅଭିନେତ୍ରୀ ଅମୃତା ଚର୍ଚ୍ଚାକୁ ଆସିଛନ୍ତ। ଏହାର କାରଣ ହେଉଛି ସେ…
ପୁରା ଟଙ୍କା ନ ମିଳିବାରୁ ଅଧା ମେକ୍ଅପ୍ରେ ଶୁଟିଂ ସେଟ୍ରେ ପହଞ୍ଚିଥିଲେ ଏହି ଲୋକପ୍ରିୟ ଅଭିନେତା
ବଲିଉଡ୍ ଇଣ୍ଡଷ୍ଟ୍ରିରେ ସବୁଠାରୁ ମଜାଳିଆ କଳାକାରଙ୍କ କଥା କୁହାଗଲେ ସର୍ବପ୍ରଥମ ନାମ ଆସିଥାଏ କିଶୋର କୁମାରଙ୍କର। ତାଙ୍କ ସମୟରେ କିଶୋରଙ୍କୁ ସବୁଠାରୁ ବିନ୍ଦାଶ୍ ବ୍ୟକ୍ତି ବୋଲି କୁହାଯାଉଥିଲା। ତେବେ କିଶୋର ସଂଗୀତରେ କ୍ୟାରିୟର କରିବାକୁ ଚାହୁଁଥିଲେ। କିନ୍ତୁ ସେ ଅଭିନୟ କରନ୍ତୁ…
୧୧ ରାଜ୍ୟ ସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ
ନୂଆଦିଲ୍ଲୀ, ୧୩।୧୦: ନଭେମ୍ବର ୯ରେ ୧୧ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ନିର୍ବାଚନ ପାଇଁ ଅକ୍ଟୋବର ୨୦ରୁ ୨୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ।…
କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍ବ୍ରେକର ରିପୋର୍ଟ
ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ ଦ୍ୱାରା…
Archives


