Home

ଖୁସି ଖବର ଦେଲେ ବିରାଟ କୋହଲି, ଅନୁଷ୍କା ହେବେ ମା’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛି। ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି ବୋଲି ସେ ଘୋଷଣା କରିଛନ୍ତି। ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ବିରାଟ…

ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁରୁବାର ଫୋନ୍‌ ଯୋଗେ କଥା ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଏନ୍‌ଇଇଟି ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟର ଅନେକ…

ରେକର୍ଡ ପରେ ରେକର୍ଡ କରୁଛି କରୋନା

ନୂଆଦିଲ୍ଲୀ,୨୭।୮: ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ପୁଣିଥରେ ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି। କାରଣ ୨୪ ଘଣ୍ଟା ମଧ୍ୟରେ ଏହା ସର୍ବାଧିକ ସଂଖ୍ୟା।…

ମୋ ପୁଅକୁ ରିୟା ବିଷ ଦେଇ ମାରିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ଏହି ମାମଲାର ଯାଞ୍ଚ୍‌ ସିବିଆଇ କରୁଛି। ସିବିଆଇର ଏକ ଟିମ୍‌ ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ ଖୋଜିବାରେ ଲାଗିଛି। ଏବେ ସୁଶାନ୍ତଙ୍କ…

୧୨ ଘଣ୍ଟା ପରେ ବିନା ପିପିଇ କିଟ୍‌ରେ ହସ୍ପିଟାଲ ଗଲେ

ପୁରୀ ଅଫିସ,୨୭ା୮: କରୋନା ଆକ୍ରାନ୍ତଙ୍କୁ ପୁରୀରେ ମିଳିଲାନି ପ୍ରଶାସନିକ ସହଯୋଗ। ଘରଠାରୁ ମାତ୍ର ୩ଶହ ମିଟର ଦୂରରେ କୋଭିଡ୍‌ ହସ୍ପିଟାଲ ଥିଲେ ସୁଦ୍ଧା ସେଠାରେ ପହଞ୍ଚତ୍ବାକୁ ଲାଗିଗଲା ପ୍ରାୟ ୧୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ। ପ୍ରଶାସନିକ ସହଯୋଗ ନ ମିଳିବାରୁ ଶେଷରେ ସନ୍ଧ୍ୟାରେ…

ରାତିରେ ସରକାରୀ ଜମିରୁ ବାଲି ଲୁଟ୍‌

ପୁରୀ ଅଫିସ,୨୭ା୮: ପୁରୀ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ ପ୍ରାକୃତିକ ବାଲିସ୍ତୂପ କାମ କରୁଥିଲା। ବର୍ଷା, ପବନ ଅବା ସମୁଦ୍ର ଲୁଣାପାଣି ମାଡ଼ିି ଆସିବାରୁ ଏହା ପ୍ରତିହତ କରି ପାରୁଥିଲା। ହେଲେ ଆଜି ଆଉ ସେଭଳି ଚିତ୍ର ନାହିିଁ।…

ଶେଷରେ ମାନିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୭।୮:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି। ଏହି ପରିସ୍ଥିତିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଗମ୍ଭୀର ରୂପ ଧାରଣ କରିଛି ବୋଲି ଶେଷରେ ମାନିଛନ୍ତି। ଲଦାଖ ସ୍ଥିତି ଉପରେ…

୭ ବିସ୍ଥାପିତ ପରିବାରକୁ ମିଳିଲା ଜମି

ପୁରୀ ଅଫିସ,୨୭ା୮: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁମାନେ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନଙ୍କ ଶହ ଶହ ବର୍ଷର ଭିଟାମାଟି ଦେଇଥିଲେ ସେମାନଙ୍କ ମଧ୍ୟରୁ ୭ ବିସ୍ଥାପିତ ପରିବାରକୁ ଜମି ପ୍ରଦାନ କରାଯାଇଛି। ବୁଧବାର ଏହି ବିସ୍ଥାପିତ…

ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିପାରେ କରୋନା…

ନୂଆଦିଲ୍ଲୀ, ୨୭।୮: କରୋନା ମହାମାରୀ ସଂକ୍ରମଣ କେବଳ ଫୁସଫୁସ୍‌ ନୁହେଁ ଏହା ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିଦେଇ ପାରେ ବୋଲି ଏମ୍ସ୍‌ର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ତେବେ ସାମାନ୍ୟ, ମଧ୍ୟମ ଏବଂ ଗୁରୁତର କରୋନା ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ…

ଲଣ୍ଡନରେ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତାବ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ସଂଯୁକ୍ତରାଷ୍ଟ୍ରର ରାଜଧାନୀ ଲଣ୍ଡନଠାରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ଏହା ଲଣ୍ଡନ, ୟୁରୋପର ଜଗନ୍ନାଥ ଧାମ ରୂପେ ପରିଚୟ ପାଇବ। ଏନେଇ ସଂଯୁକ୍ତ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ‘ଦ ଜଗନ୍ନାଥ ଟେମ୍ପଲ୍‌…

ଯମେଶ୍ୱରଙ୍କଠାରୁ ହିସାବ ବୁଝିଲେ ସୁଦର୍ଶନ

ପୁରୀ ଅଫିସ, ୨୭ା୮: ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ହେଉଛନ୍ତି ଶ୍ରୀଲୋକନାଥ। ସେହିପରି ଶ୍ରୀମନ୍ଦିରର ବର୍ଷକ ଯାକର ହିସାବ ବୁଝାଶୁଝା କରନ୍ତି ପ୍ରଭୁ ଯମେଶ୍ୱର। ତେଣୁ ଯମେଶ୍ୱରଙ୍କୁ ଶ୍ରୀମନ୍ଦିରର ହିସାବ ରକ୍ଷକ କୁହାଯାଏ। ପବିତ୍ର ରାଧାଷ୍ଟମୀରେ ମହାପ୍ରଭୁଙ୍କ ପ୍ରତିନିଧି ଶ୍ରୀସୁଦର୍ଶନ ଯମେଶ୍ୱରଙ୍କ ନିକଟକୁ…

ପାରଳାଖେମୁଣ୍ଡି ଗଣମୃତ୍ୟୁକୁ ୪ବର୍ଷ ପୂରିଲା: ଧରା ପଡ଼ିନାହାନ୍ତି ଦୋଷୀ

ପାରଳାଖେମୁଣ୍ଡି,୨୭ା୮(ସ୍ବ.ପ୍ର.):ବହୁଚର୍ଚ୍ଚିତ ପାରଳା ଗଣମୃତ୍ୟୁ ଘଟଣାକୁ ଗତ ୨୧ରେ ୪ବର୍ଷ ପୂରିଛି। ଏହି ଘଟଣାରେ ପାରଳା ରାଜପ୍ରାସାଦର ତତ୍କାଳୀନ ପରିଚାଳିକା ଅନଙ୍ଗମଞ୍ଜରୀ ପାତ୍ର, ଭଉଣୀ ବିଜୟଲକ୍ଷ୍ମୀ ପାତ୍ର, ଦୁଇଭାଇ ସଞ୍ଜୟ ପାତ୍ର ଓ ସନ୍ତୋଷ ପାତ୍ର ପ୍ରାଣ ହରାଇଥିଲେ। ସେତେବେଳେ ଏହା ରାଜ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri