Home

ହଠାତ୍‌ ଗୁରୁଦ୍ୱାରା ପହଞ୍ଚିଲେ ମୋଦି: ଗୁରୁ ତେଗ୍‌ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ପଞ୍ଜାବ ଏବଂ ହରିୟାଣାର ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନ ହଟାଇବା ନେଇ ଦାବି ଜାରି ରଖିଛନ୍ତି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ରକାବଗଞ୍ଜ ସ୍ଥିତ ଗୁରୁଦ୍ୱାରାରେ ହଠାତ୍‌…

ସରୋଜଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ କଲା ଏସ୍‌ଆଇଟି: ମା’ ଓ ଭଉଣୀଙ୍କୁ ଛାଡ଼ିଲା

ନୟାଗଡ଼ ଅଫିସ,୨୦ା୧୨: ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଯଦୁପୁର ଗାଁର ସରୋଜ ସେଠୀଙ୍କ ସମେତ ମା’ ଶୈଳବାଳା ଓ ବଡ଼ଭଉଣୀଙ୍କୁ ଶନିବାର ଭୋର ସମୟରେ ଉଠାଇ…

ସୁଲଭ ମୂଲ୍ୟରେ ପୁରୀରେ ରହଣି ସୁବିଧା: ୧୦୦ରୁ ୧୫୦ ଟଙ୍କାରେ ରହିପାରିବେ ଭକ୍ତ

ପୁରୀ ଅଫିସ,୨୦ା୧୨: ପୁରୀ ସହରରେ ଏବେ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ରହଣି ସୁବିଧା ମିଳିବ। ମାତ୍ର ୧୦୦ରୁ ୧୫୦ଟଙ୍କା ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଭକ୍ତ ନିବାସ ନିର୍ମାଣ କରାଯାଇ ଏକକାଳୀନ ୪ରୁ ୫ହଜାର ଲୋକଙ୍କୁ ଯେପରି ଏହି ସୁବିଧା…

ଚାଷୀଙ୍କ ଘରେ ଖାଇଲେ ଶାହା

କୋଲକାତା, ୨୦।୧୨: ପଶ୍ଚିମବଙ୍ଗକୁ ଦୁଇଦିନିଆ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ପୂର୍ବ ମେଦିନପୁରର ବଲିଜୁରୀ ଗ୍ରାମରେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କ ସହ ଭାଜପା ନେତା କୈଳାସ ବିଜୟଭର୍ଗୀୟ, ଦିଲୀପ ଘୋଷ ଏବଂ…

ଦଳ ଇଚ୍ଛାରେ କାର୍ଯ୍ୟ କରିବି: ରାହୁଲ

ନୂଆଦିଲ୍ଲୀ, ୨୦।୧୨: ଦଳୀୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୀର୍ଘ ମାସ ପରେ ଶନିବାର ଭେଟିଥିଲେ। ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପାଇଁ…

ବାଇଡେନଙ୍କ ଟିମ୍‌ରେ ବେଦାନ୍ତ

ଓ୍ବାଶିଂଟନ୍‌, ୨୦ା୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ବାଇଟ ହାଉସ୍‌ କମ୍ୟୁନିକେଶନ ଓ ପ୍ରେସ ଷ୍ଟାଫଙ୍କ ନାଁ ଘୋଷଣା କରିଛନ୍ତି। ଏହି ଟିମ୍‌ରେ ଭାରତୀୟ ବଂଶୋଭବ ବେଦାନ୍ତ ପଟେଲଙ୍କୁ ଆସିଷ୍ଟାଣ୍ଟ ପ୍ରେସ୍‌ ସେକ୍ରେଟାରୀ ପଦବୀ ମିଳିଛି। ପଟେଲ…

ଆମେରିକା ଉପରେ ସାଇବର ଆକ୍ରମଣ

ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଗରେ ରୁଷିଆ ଏହାଠୁ ଆହୁରି ବଡ଼ ସମସ୍ୟା ଛିଡ଼ା କରାଇଥିବା…

ହୋଟେଲରେ ଖାଇବା ବିଲ୍‌ ୧୫ହଜାର, କିନ୍ତୁ ଓ୍ବେଟରଙ୍କୁ ଟିପ୍ସ‌ ଦେଲେ ୩ ଲକ୍ଷ

ସାଧାରଣତଃ ଆମେ ଖାଇବାକୁ ବାହାର କୌଣସି ହୋଟେଲକୁ ଗଲେ ଭଲ ସେବା ପାଇଁ ଓ୍ବେଟରଙ୍କୁ ଟିପ୍‌ ଦେଇଥାଉ। ହେଲେ ଆମେରିକାରେ କିଛି ସାଙ୍ଗ ହୋଟେଲକୁ ଖାଇବାକୁ ଯାଇ ବିଲ୍‌ଠାରୁ ଅଧିକ ଟିପ୍ସ ଦେଇ ଏବେ ଚର୍ଚ୍ଚାରେ। ଘଟଣାଟି ପେନସିଲଭାନିଆର। ବନ୍ଧୁମାନେ ମିଶି…

କରୋନା ଭୂତାଣୁକୁ ବିନାଶ କରିବ ଏଲ୍‌ଇଡି ଲାଇଟ୍

ପ୍ରାୟ ବର୍ଷେ ହେବ ସାରା ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରିଆସୁଛି। ଏହି ଭୂତାଣୁ ଦୂର କରିବା ପାଇଁ ପ୍ରତ୍ୟେକ ଦେଶ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଅନେକ ଦେଶରେ କରୋନା ହେବାର ଆଶଙ୍କା ହ୍ରାସ କରିବାକୁ ଟିକା ପ୍ରସ୍ତୁତି…

ଏମିତି ଶପିଂ ମଲ୍‌, ଯେଉଁଠି କେବଳ ବିକ୍ରି ହୋଇଥାଏ ପୁରୁଣା ସାମଗ୍ରୀ

ସାଧାରଣତଃ ଯେକୌଣସି ଶପିଂ ମଲରେ ନୂଆ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଆଦି ବିକ୍ରି ହେଉଥିବା ଦେଖିଥିବେ। ମାତ୍ର ଏମିତି ଏକ ମଲ୍‌ ଅଛି ଯେଉଁଠି କେବଳ ପୁରୁଣା ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ଏପରି ଏକ ଶପିଂ ମଲ୍‌…

ରାତାରାତି ଷ୍ଟାର ପାଲଟିବା ପାଇଁ ଇଣ୍ଟିମେଟ୍‌ ସିନ୍‌ କରିଥିଲେ ସଞ୍ଜିଦା…

ମୁମ୍ବାଇ,୨୦।୧୨: ଛୋଟପରଦାର ବୋଲ୍ଡ ଅଭିନେତ୍ରୀ ସୁନ୍ଦରୀ ସଞ୍ଜିଦା ଶେଖ୍‌ ରବିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୨୦ରେ ସେ କୁଏତ୍‌ରେ ଜନ୍ମଗ୍ରହଣ କରିଥିଲେ। ୨୦୦୫ରେ କ୍ୟା ହୋଗା ନିମ୍ମୋ କା ଟିଭି ଶୋ’ରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର।…

ରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ନାହିରେ ହାତ ରଖି ଆୟୁର୍ବେଦ ଚିକିତ୍ସକ ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ମା’ ପେଟରେ ଶିଶୁ ଥିବା ସମୟରେ ନାହିି ନଳୀ ଦେଇ ସମସ୍ତ ପୋଷକ ତତ୍ତ୍ୱ ଗର୍ଭସ୍ଥ ଶିଶୁ ଶରୀରକୁ ଯାଇଥାଏ। ନାହିରେ ତେଲ ଲଗାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?