Home

ହନିମୁନ ପାଇଁ ଦୁବାଇରେ ପହଞ୍ଚିଲେ ନେହା: ଭାଇରାଲ ହେଲା ହୋଟେଲର ଭିଡିଓ

ଅକ୍ଟୋବର ୨୪ରେ ଦିଲ୍ଲୀରେ ବଲିଉଡ ପ୍ରସିଦ୍ଧ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂହ ବିବାହ କରିଥିଲେ। ବିବାହ ପରେ ନେହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଶେୟାର କରିଥିଲେ। ଏହି…

ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଲେ ଶତାଧିକ କୁମ୍ଭୀର: ଦେଖନ୍ତୁ ଭିଡିଓ

ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ଶତାଧିକ କୁମ୍ଭୀର। ଜୀବନ ବିକଳରେ କୁମ୍ଭୀର ଗୁଡିକ ପଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ନାଳରେ ଶତାଧିକ କୁମ୍ଭୀର ବିଚରଣ କରୁଛନ୍ତି।…

କୁମ୍ଭୀର ପାଟିରେ ମୁଣ୍ଡ ପୁରାଇଲେ ଯୁବକ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ କୁମ୍ଭୀର ପାଟିରେ ଜଣ ଯୁବକ ମୁଣ୍ଡ ରଖିଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, କୁମ୍ଭୀରଟି ଆଁ କରି ରହିଛି। ଏହି ସମୟରେ ନାଲି ଡ୍ରେସ ପିନ୍ଧିଥିବା ଜଣେ ଯୁବକ…

ପରଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। କଟକ ସିଡିଏ ସେକ୍ଟର-୬ ଘରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପୁଅ ରାଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ

ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ ୟୁଏଇରେ। ବର୍ତ୍ତମାନ ଏଠାରେ ଆଇପିଏଲ୍‌ ଚାଲିଛି। ଏହା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ…

ଦୀର୍ଘ ସମୟ ପରେ ଥିଏଟରରେ ରିଲିଜ୍‌ ହେବ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’

ମୁମ୍ବାଇ: କରୋନା କାଳ ଯୋଗୁ ଦୀର୍ଘ ସମୟ ଧରି ସିନେମା ହଲ୍‌ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ୍‌ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଥିଲା। ବର୍ତ୍ତମାନ ଅନ୍‌ଲକ-୬.୦ରେ ସିନେମା ହଲ୍‌ ଖୋଲିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି…

ଆଇପିଏଲ୍‌ ଫାଇନାଲକୁ ୨୦୦୩ ବିଶ୍ୱକପ୍‌ ସହ ତୁଳନା କରୁଛନ୍ତି ପ୍ରଶଂସକ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୦ରେ ରିକି ପଣ୍ଟିଂଙ୍କ କୋଚିଂରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି ଏବଂ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁହାଁମୁହିଁ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପହଞ୍ଚିବା ପରେ କ୍ରିକେଟ୍‌ ପ୍ରଶଂସକମାନେ ୨୦୦୩ ଆଇସିସି କ୍ରିକେଟ ବିଶ୍ୱକପ୍‌କୁ ମନେପକାଉଛନ୍ତି। ୨୦୦୩…

ସୋସିଆଲ ମିଡିଆର ଶିଖରରେ ପହଞ୍ଚିଲେ ଶିଖର ଧାଓ୍ବନ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ। ନଭେମ୍ବର ୧୦ରେ ଏହି ଟିମ୍‌ ଡିଫେଣ୍ଡିଂ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିୟନ୍ସକୁ ସାମ୍ନା କରିବେ। ପ୍ରଥମେ…

ଅମିରଙ୍କ ଫିଲ୍ମରେ ଅତିଥି ଭୂମିକାରେ ଅଭିନୟ ପାଇଁ ଶାହରୁଖ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା କଥା କାହାକୁ ଅଛପା ନାହିଁ। ନିକଟରେ ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ରେ ଅତିଥି ଭୂମିକାରେ ଅଭିନୟ ପାଇଁ ରାଜି ହୋଇଥିଲେ…

ମହାକାଶଚାରୀ ଯାତ୍ରୀମାନେ କିପରି ଧୁଅନ୍ତି ନିଜର କେଶ: ଜାରି ହେଲା ଭିଡ଼ିଓ

ଛୋଟବେଳେ ପିଲାଙ୍କୁ ବଡ଼ ହେଲେ କ’ଣ ହେବ ପଚାରିଲେ ଏହାର ପ୍ରତି ଉତ୍ତରରେ ଅଧିକାଂଶ ପିଲା ମହାକାଶଚାରୀ ହେବେ ବୋଲି ଉତ୍ତର ଦେଇଥାନ୍ତି। ସେହିପରି ସ୍ପେସ୍‌ରେ ମହାକାଶଚାରୀ ଯାତ୍ରୀଙ୍କ ଜୀବନଶୈଳୀ କିପରି ରହିଥାଏ ତା’କୁ ଜାଣିବା ପାଇଁ ସମସ୍ତ ଭିତରେ ଉତ୍ସୁକତା…

ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି ୫ ରାଷ୍ଟ୍ରମୁଖ୍ୟ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାଥୀ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫ ରାଷ୍ଟ୍ରମୁଖ୍ୟ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି। ସେମାନଙ୍କ ମଧ୍ୟରେ ମେକ୍ସିକୋ, ରୁଷ୍‌, ବ୍ରାଜିଲ୍‌, ତୁର୍କୀ ଏବଂ ଚାଇନା ଆଦିର ରାଷ୍ଟ୍ରମୁଖ୍ୟ…

ଭାରତୀୟ ଦଳ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଯିବେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଯଦିଓ ସେ ଦଳରେ ଚୟନ ହୋଇନାହାନ୍ତି କିନ୍ତୁ ସେ ଟେଷ୍ଟ ସିରିଜ ଖେଳିପାରନ୍ତି ବୋଲି ଜଣାପଡିଛି। ଭାରତୀୟ ଦଳ ନଭେମ୍ବର ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ରୋହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri