Home

ବ୍ୟାଙ୍କରୁ ଅଧିକ ଲାଭଦାୟକ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା, ଜାଣନ୍ତୁ କିପରି…

ପୋଷ୍ଟ ଅଫିସରେ ଟଙ୍କା ରଖିବାର ଅନେକ ଲାଭ ରହିଛି। ଯଦି ଜଣେ ରୋଜଗାର କରୁଥିବା ଟଙ୍କାର ଭଲ ନିବେଶ କରିବାକୁ ଚାହାନ୍ତି ତେବେ ପୋଷ୍ଟ ଅଫିସ ବ୍ୟାଙ୍କ କଥା ଭାବି ପାରିବେ। କାରଣ ପୋଷ୍ଟ ଅଫିସ ଆକାଉଣ୍ଟ ବ୍ୟାଙ୍କଠାରୁ ଅଧିକ ଲାଭଦାୟକ…

ଏଟିଏମ୍‌ରୁ ଟଙ୍କା ଲୁଟ୍‌, ଧରାପଡ଼ିଲେ ଲୁଟେରା

ଜୁନାଗଡ଼,୧୫ା୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରସ୍ଥିତ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ବେଳେ ସ୍ଥାନୀୟ ପୋଲିସ ହାତରେ ଧରାପଡ଼ଛନ୍ତି ଲୁଟେରା। ଗିରଫ ଲୁଟେରାଙ୍କ ନିକଟରୁ ଏକ ପଲସର ବାଇକ, ନଗଦ ୬୭ ହଜାର ୨ ଶହ ଟଙ୍କା, ୭ଟି ବିଭିନ୍ନ ବ୍ୟାଙ୍କର ଏଟିଏମ…

ମାଲିକଙ୍କ ଉପରେ ଆକ୍ରମଣ ଦେଖି ବଞ୍ଚାଇବାକୁ ଧାଇଁ ଆସୁଛି ଗାଇ, ଭିଡିଓ ଦେଖିଲେ ହେବେ…

ପୋଷା ଜୀବଜନ୍ତୁଙ୍କ ମଧ୍ୟରେ କୁକୁରକୁ ସବୁଠାରୁ ବିଶ୍ୱାସୀ ବୋଲି କୁହାଯାଏ। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗାଇ ଏବଂ ଚରାଳିଙ୍କ ମଧ୍ୟରେ ଥିବା ଭଲପାଇବା ଦେଖିବାକୁ ମିଳୁଛି। ବ୍ୟକ୍ତିଜଣଙ୍କୁ କେହି ଆକ୍ରମଣ କରିବାକୁ…

ପୂର୍ବତନ ଡିଜିପି ଏସ୍‌.କେ ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଓଡ଼ିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କର ଶନିବାର ରାତିରେ ନୂଆଦିଲ୍ଲୀ ଠାରେ ଦେହାନ୍ତ ହୋଇଛି। ଏନେଇ ଓଡ଼ିଶା ଡିଜିପି ଅଭୟ ରବିବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ୧୯୬୬ ବ୍ୟାଚର ଏହି ଆଇପିଏସ ଅଧିକାରୀ ୨୦୦୧ ଏପ୍ରିଲ ୩୦…

୧୭୦୦ରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ,ବିଜୁ ପକ୍କା ଗୃହ ଜନଜାତିଙ୍କୁ ହସ୍ତାନ୍ତର

ମାଲକାନଗିରି,୧୫ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳ ଗମନାଗମନର ସୁବିଧା ନ ଥିଲା ବେଳେ ସେହି ସବୁ ଅଞ୍ଚଳରେ ଜଳଭଣ୍ଡାରରେ ଲୋକମାନେ ଡଙ୍ଗାର ସାହାଯ୍ୟ ନିଅନ୍ତି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ସେହି ସବୁ ଅଞ୍ଚଳକୁ ବିଭିନ୍ନ ସାମଗ୍ରୀ ଯୋଗାଇବା, ପ୍ରଧାନମନ୍ତ୍ରୀ…

ଲୋକଙ୍କ ସାମ୍ନାକୁ ବେଶି ଆସନ୍ତି ନାହିଁ ଅମିତ ଶାହାଙ୍କ ସ୍ତ୍ରୀ: ଦୀପାବଳିରେ ଜଳାଇଲେ ଯବାନଙ୍କ ପାଇଁ ଦୀପ; ବିବାହ ବେଳେ ଦିଶୁଥିଲେ…

ନୂଆଦିଲ୍ଲୀ,୧୫।୧୧: ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହାଙ୍କ ସ୍ତ୍ରୀ ହେଲେ ସୋନଲ ଶାହ। ସାର୍ବଜନିକ ଭାବେ ଲୋକଲୋଚନକୁ ଆସିବାକୁ ସେ ଚାହୁଁ ନ ଥିଲେ ହେଁ ଦୀପାବଳି ଉପଲକ୍ଷେ ସ୍ବାମୀଙ୍କ ସହ ଦେଶର ଯବାନମାନଙ୍କ ପାଇଁ ଦୀପ ଜଳାଇଛନ୍ତି।…

୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ନିକଟରେ ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା ବକ୍ସ ଅଫିସରେ ହିଟ୍‌ ହେବା ସହ ଏକାଧିକ ରେକର୍ଡ କରିଥିଲା। ବିଶେଷକରି…

କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ଼: ଭିଡ଼ିଓ ଭାଇରାଲ

ରାୟପୁର,୧୫।୧୧: ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡ଼ା ମାଡ଼ ହେଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି ଭିଡ଼ିଓରେ ବଘେଲାଙ୍କ ହାତକୁ ଜଣେ ବ୍ୟକ୍ତି କୋରଡ଼ାରେ ପିଟୁଥିବାର ଦେଖିବାକୁ ମିଳୁଛି। ବଘେଲା ଗୋବର୍ଦ୍ଧନ…

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରହ୍ମାଣ୍ଡର ବିଭିନ୍ନ ଗ୍ୟାସ୍‌ର ତାପମାତ୍ରା ଲଗାତାର ବଢିବାରେ…

ଧର୍ମଶାଳା ରାସ୍ତାରେ ବୁଲୁଥିବା ନଜର ଆସିଲେ କରୀନା କପୁର

ମୁମ୍ବାଇ: କରୀନା କପୁର ଏବଂ ମଲାଇକା ଆରୋରାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଏବେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ କରୀନା ଏବଂ ମଲାଇକା ଧର୍ମଶାଳା ରାସ୍ତା ଉପରେ ବୁଲୁଥିବା ନଜର ଆସିଛନ୍ତି। ଚଳିତବର୍ଷ କରୀନାଙ୍କ ପାଇଁ ବହୁ…

ଦୀପାବଳିରେ ଲିଭିଗଲା ୩ ଜୀବନ ଦୀପ

ବରଗଡ଼ ଅଫିସ,୧୫ା୧୧: ଶନିବାର ଥିଲା ଆଲୋକର ପର୍ବ ଦୀପାବଳି। ସାରାରାତି ଆଲୁଅରେ ଝଲସି ଉଠୁଥିଲା। ଲୋକେ ହସଖୁସିରେ ଦୀପାବଳି ପାଳନ କରୁଥିଲେ। ମାତ୍ର ବିଳମ୍ବିତ ରାତିରେ ବରଗଡ଼-ବଲାଙ୍ଗୀର ୨୦୧ ନମ୍ବର ଜାତୀୟ ରାଜପଥର ସରସରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri