ବିହାରରେ ପୁଣି ନୀତିଶ-ସୁଶୀଲଙ୍କ ସରକାର: ଏନ୍ଡ଼ିଏର ନିଷ୍ପତ୍ତି
ପାଟନା,୧୫।୧୧: ବିହାରରେ ପୁଣି ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଯୋଡ଼ି ଶାସନ ଡୋର ଧରିବେ। ଏନେଇ ରବିବାର ଏନ୍ଡ଼ିଏ ବୈଠକରେ ସ୍ଥିର ହୋଇଛି। ନିତୀଶଙ୍କୁ ଏନ୍ଡ଼ିଏର ନେତା ଭାବେ ଚୟନ କରାଯାଇଛି। ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ହେବେ ଏବଂ ସୁଶୀଲ…
ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍ ରହୁଥିବା ହୋଟେଲ୍ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ..
ନୂଆଦିଲ୍ଲୀ, ୧୫।୧୧: ଆଇପିଏଲ୍ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଟିମ୍ ସିଡନୀ ଗସ୍ତ କରିଥିଲା। ଶନିବାର ଦଳ ପ୍ରଥମ ଆଉଟ୍ଡୋର ସେଶନ ଆରମ୍ଭ କରିଛି। ହେଲେ ଏହି ସମୟରେ ଉକ୍ତ ଅଞ୍ଚଳରେ ଏକ…
ରାଜଧାନୀରୁ ବସ୍ ଚୋରି, ବ୍ରହ୍ମପୁରରୁ ଜବତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଏକ ବସ୍କୁ କେହି ଚୋରି କରି ନେଇଥିବା ବେଳେ ଏହା ବ୍ରହ୍ମପୁରୁର ଜବତ ହୋଇଥିବା ସୂଚନା ମିଳିଛି। ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ବସ ମାଲିକ…
ନୀତିଶ ହେଲେ ଜେଡ଼ିୟୁ ନବ ନିର୍ବାଚିତ ବିଧାୟକ ଦଳ ନେତା
ପାଟନା,୧୫।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜେଡ଼ିୟୁ ନବ ନିର୍ବାଚତ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ନୀତିଶଙ୍କ ବାସ ଭବନରେ ରବିବାର ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବ ସମ୍ମତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ…
୨୦୨୧ରେ ଭୋକିଲାଙ୍କ ସଂଖ୍ୟା ବଢ଼ିଯିବ: ଜାତିସଂଘ
ଜେନେଭା,୧୫।୧୧: ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଜାରି ରହିଛି। କେତେକ ସ୍ଥାନରେ ଖାଦ୍ୟର ଘୋର ସଙ୍କଟ ଦେଖାଦେଇଛି। ତେବେ ଆସନ୍ତା ବର୍ଷ ପୃଥିବୀରେ ଭୋକିଲାଙ୍କ ସଂଖ୍ୟା ପୁଣି ବଢ଼ିଯିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଜାତିସଂଘର…
୧୮ରେ ସର୍ବଦଳୀୟ ବୈଠକ: ଶୀତକାଳୀନ ଅଧିବେଶନ ପରିଚାଳନା ନେଇ ହେବ ଆଲୋଚନା
ଭୁବନେଶ୍ୱର,୧୫ା୧୧: ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସି। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ ସେ ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟତଃ ଚଳିତ ଅଧିବେଶନରେ…
ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ୍ ପାଳିଲେ ଦୀପାବଳି, ସମଗ୍ର ବିଶ୍ୱବାସୀଙ୍କୁ ଦେଲେ ଏହି ବାର୍ତ୍ତା
ଓ୍ବାଶିଂଟନ,୧୫ା୧୧: କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିୟା ହ୍ବାଇଟ୍ହାଉସ୍ରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଶନିବାର ଦୀପାବଳି ଅବସରରେ ଟ୍ରମ୍ପ ଦମ୍ପତି ଦୀପ…
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ
କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସୁଧାର ନ ହେବାରୁ…
ଦଉଡ଼ି ଉପରେ ଚାଲି ଟେନିସ ଖେଳିଲେ ଏହି ଖେଳାଳି, ଲୋକେ କହିଲେ…
ସ୍ବିସ୍ ଫ୍ରିଷ୍ଟାଇଲ ସ୍କାଇଅର ସ୍ନୋବୋଲଡର ଆଣ୍ଡ୍ରି ରେଗେଟିଲ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଠି ସେ ଏକ ସ୍କେଟ୍ବୋର୍ଡ ଉପରେ ଡେଉଁଛନ୍ତି। ଏକ୍ସରସାଇଜ ବଲ୍ର ହପ୍ କରୁଛନ୍ତି। ଏହା ବ୍ୟତୀତ ଲୁହା ରଡ୍ରେ ସାଇକେଲ ଚଳାଉଛନ୍ତି ଏବଂ…
ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ; ଭୁବନେଶ୍ୱରରୁ ସର୍ବାଧିକ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ ସଂଖ୍ୟା। ରାଜ୍ୟରେ ଆଉ ୧୭ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବରଗଡ଼ର ୩୩ ବର୍ଷୀୟ ବ୍ୟକ୍ତି, ୫୮ ବର୍ଷୀୟ ମହିଳା, ବୌଦ୍ଧର ୧୨ ବର୍ଷର ନାବାଳିକା, ଭୁବନେଶ୍ୱରର ୬୩ ବର୍ଷୀୟ ବୃଦ୍ଧ,…
ପାକିସ୍ତାନ ମାନବାଧିକାରର ଉଲ୍ଲଂଘନ କରିଛି: ବିଏସ୍ଏଫ୍
ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଦ୍ୱାରା ମାନବାଧିକାରର ମଧ୍ୟ ଉଲ୍ଲଂଘନ ହେଉଛି ବୋଲ ବିଏସ୍ଏଫ୍ ପକ୍ଷରୁ ରବିବହାର କୁହାଯାଇଛି। ବିଏସ୍ଏଫ୍ ଆଇଜି ରାଜେଶ ମିଶ୍ର ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ପାକିସ୍ତାନ ବିରୋଧରେ ମାନବାଧିକାର…
ଆଜି ଚିହ୍ନଟ ହେଲେ ୭୫୩ କରୋନା ଆକ୍ରାନ୍ତ, ରହିଛି ୩୧୯ ଲୋକାଲ୍ କେସ୍
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୭୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୩୧୯ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୮,୬୫୯ରେ…
Archives


