Home

ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ପାକିସ୍ତାନରେ ପହଞ୍ଚିଲେ ଏହି ଖେଳାଳି, କରାଚି କିଙ୍ଗ୍ସକୁ ଟ୍ରୋଲ କଲେ ପ୍ରଶଂସକ

କରାଚି,୧୪।୧୧: ଜିମ୍ବାଓ୍ବେ ସହ ସିରିଜ ଶେଷ ହେବା ପରେ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌ ୨୦୨୦)ର ଚାରିଟି ମ୍ୟାଚ୍‌ ଖେଳାଯିବାର ଅଛି। କୋଭିଡ ପାଇଁ ଏହାକୁ ସ୍ଥଗିତ କରାଯାଇଥିଲା। ଏହି ଲିଗ୍‌ ଖେଳିବା ପାଇଁ ଖେଳାଳିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

ବଡ଼ଚଣାରେ ଖୋଲିଲା ବିହନ ପରୀକ୍ଷା କେନ୍ଦ୍ର

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.): ବଡ଼ଚଣାଠାରେ ଏକ ବିହନ ପରୀକ୍ଷାଗାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଶୁକ୍ରବାର କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉପ୍ତାଦ ପ୍ରମାଣନ ସଂସ୍ଥା ଦ୍ୱାରା ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ…

ପରିବେଶ ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.): ଖଣ୍ଡପଡ଼ା ସହର ଉପକଣ୍ଠରେ ରହିଛି ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀ। ୨ବର୍ଷ ତଳେ ଏହା ଲୋକାରଣ୍ୟ ହୋଇଉଠୁଥିଲା। ରାଜ୍ୟ ତଥା ରାଜ୍ୟ ବାହାରରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ହେଁ ଆଉ ପୂର୍ବପରି…

ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍‌‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍‌ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ ୬,୦୬,୫୬୯ ଦୀପ ଜଳାଯାଇଥିଲା। ଏହା ଗିନିଜ୍‌‌ ଓ୍ବାଲର୍‌ଡ ରେକର୍ଡ କରିଛି। ରାମଙ୍କ ନଗରୀରେ ରାମଙ୍କ…

ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଲା ପାକିସ୍ତାନ

ଇସଲାମାବାଦ୍‌,୧୪।୧୧: ଭାରତ ବିରୋଧରେ ପାକିସ୍ତାନ ମିଥ୍ୟା ଅଭିଯୋଗ ଆଣିଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମେହମ୍ମୁଦ କ୍ୱୁରେଶି ଶନିବାର ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଚାଇନା ସହାୟତାରେ ଆରମ୍ଭ ହୋଇଥିବା ଡ୍ରିମ୍‌ ପ୍ରୋଜେକ୍ଟ ଚାଇନା-ପାକିସ୍ତାନ ଇକୋନୋମିକ୍‌ କୋରିଡୋରକୁ ନଷ୍ଟ…

ଗୁଜରାଟରେ ହୁ ହୁ ହୋଇ ଜଳୁଛି ପ୍ଲାଷ୍ଟିକ କାରଖାନା: ଦେଖନ୍ତୁ ଭିଡିଓ

ଗୁଜରାଟ,୧୪।୧୧-ଗୁଜରାଟର ଭାଲସାଡରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି। ତେବେ କାରଖାନାରେ କିପରି ଅଗ୍ନିକାଣ୍ଡର ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଖବରପାଇ…

ଚାଷ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ ଭାଇରାଲ

ବିଦିଶା,୧୪।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବିଦିଶାରେ ଥିବା ତାଙ୍କ ଜମିରେ ଚାଷ କରିଛନ୍ତି। ଟ୍ରାକ୍ଟରରେ ମୁଖ୍ୟମନ୍ତ୍ରୀ ଜମିରେ ଚାଷ କରୁଥିବାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟବାସୀଙ୍କୁ ଦୀପାବଳିର ଅଭିନନ୍ଦନ…

ପାହାଡଶ୍ରୀଗିଡ଼ାରେ ଚାଞ୍ଚଲ୍ୟ: ବାପାଙ୍କୁ କଚାଡ଼ି ହତ୍ୟା କଲା ସାନପୁଅ

ସରଣ୍ଡା,୧୪।୧୧(ଡି.ଏନ୍‌.ଏ.)- ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗୀଡା ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ ବରଗଡ଼ ଥାନା ବରଡୋଲ ଗାଁର ସୌକିଲାଲ ସେଠ(୫୮)। ଅଭିଯୋଗ ଅନୁଯାୟୀ, ସୌକିଲାଲଙ୍କୁ ତାଙ୍କ ସାନ ପୁଅ ପ୍ରଦୀପ…

ମଧ୍ୟପ୍ରଦେଶ: ପିକ୍‌ଅପ୍‌ ଭ୍ୟାନ ଓଲିଟି ୧୦ ଶ୍ରମିକ ମୃତ

ଶିବପୁରୀ,୧୪।୧୧-ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶିବପୁରୀ ଜିଲାର ତେହେରୀ ମୁଖ୍ୟାଳୟ ପୋହରୀ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟି ପଡ଼ିବାରୁ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବାବେଳେ ୬ ଜଣ…

ଆମେରିକାରେ କରୋନାର ଦୋହରା ମାଡ଼: ୨୪ ଘଣ୍ଟାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୧୪।୧୧: ଆମେରିକାରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଲିନୋଇସ୍‌, ଲୋଓ୍ବା, କାନସାସ୍‌ ଏବଂ ଓହିଓ ଆଦି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଏକଦା ସଚିନଙ୍କ ପାଖରେ ବସିବା ପାଇଁ ମନା କରିଦେଇଥିଲେ ଯୁବରାଜ, କାରଣ ଜାଣିଲେ ହେବେ..

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲୀଙ୍କ ଦବ୍‌ଦବା ଦେଖିବାକୁ ମିଳୁଥିବା ବେଳେ ଯୁବରାଜ ସିଂହ ଦଳରେ ଯୋଗ ଦେଇଥିଲେ। ୨୦୦୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେ। ସେତେବେଳେ ସମସ୍ତଙ୍କଠାରୁ ସଚିନଙ୍କୁ…

ଆଜି ଦୀପାବଳି: ପ୍ରଶଂସକଙ୍କୁ ଏଭଳି କହି ଶୁଭେଚ୍ଛା ଜଣାଇଲେ ମଲାଇକା

ମୁମ୍ବାଇ,୧୪।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri